Monthly Archives

September 2021

ଦୁର୍ଗାପାଲିରେ କାର୍ଯ୍ୟରତ ଶିକ୍ଷୟତ୍ରୀଙ୍କୁ ତଣ୍ଟି କାଟି ହତ୍ୟା ଉଦ୍ୟମ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ଥାନା ଅନ୍ତର୍ଗତ ଦୁର୍ଗାପାଲି ଗାଁରେ ଜଣେ କାର୍ଯ୍ୟରତ ଶିକ୍ଷୟତ୍ରୀଙ୍କୁ ସ୍କୁଲ ଭିତରେ ତଣ୍ଟି କାଟି ହତ୍ୟା ଉଦ୍ୟମ କରାଯାଇଥିବା ନେଇ ପୁଇଁନ୍ତଲା ଥାନାରେ ଅଭିଯୋଗ ହୋଇଛି । ଶିକ୍ଷୟତ୍ରୀ ଜଣକ ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟର ସଂସ୍କୃତ
Read More...

ସୁବର୍ଣ୍ଣପୁରରେ ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା ‘ଏଏସ’ ସିରିଜର ରିଫ୍ରେସର ଏବଂ ଟେଷ୍ଟ ରନ…

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ରାଜ୍ୟ ସରକାରଙ୍କ ଅଧିନସ୍ଥ ଅର୍ଥ ବିଭାଗରେ ଥିବା ସ୍ୱଳ୍ପ ସଂଚୟ ବିଭାଗ ତରଫରୁ ନୂତନ ପ୍ରୋତ୍ସାହନ ଯୋଜନା 'ଏଏସ' ସିରିଜର ଏକ ରିଫ୍ରେସର ଓ ଟେଷ୍ଟ ରନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏନ ଆଇ ସି
Read More...

ଆଞ୍ଚଳିକ ବାରିକ ସମାଜର ଶାଖା ସଂଗଠନ ଗଠନ ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୁତିପାଲି କଲ୍ୟାଣ ମଣ୍ଡପଠାରେ ଆଞ୍ଚଳିକ ବାରିକ ସମାଜ ସଂଘ ତରଫରୁ ସଭାପତି ହାରାଧନ ବାରିକଙ୍କ ସଭାପତିତ୍ୱରେ ବାରିକ ସମାଜ ଶାଖା ସଂଗଠନ ଗଠିତ ହୋଇଯାଇଛି । ଉକ୍ତ ସଭାରେ ଅତିଥି ମାନଙ୍କର ଗୋଡ଼ ଧୋଇବା ସହ ଚନ୍ଦନ,
Read More...

ବଲାଙ୍ଗିର ଜେଏସ୍‌ଏମ୍‌ କଲେଜର ତିନୋଟି ବିଦ୍ୟାର୍ଥୀ ସି.ଏ ଫାଉଣ୍ଡେସନ୍‌ ପରୀକ୍ଷାରେ ପାସ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜେଏସ୍‌ଏମ୍‌ କଲେଜର ତିନୋଟି ଛାତ୍ରଛାତ୍ରୀ ଅଞ୍ଜଲି ୱାଡୱାନି, ଅନିସ୍ ଜୈନ୍ ଓ ଆସ୍ଥା ଅଗ୍ରୱାଲ ଚାଟାର୍ଡ ଆକାଉଣ୍ଟାଣ୍ଟ ଫାଉଣ୍ଡେସନ ପରୀକ୍ଷା- ଜୁଲଇ ୨୦୨୧ରେ ଉତ୍ତୀର୍ଣ୍ଣ ହୋଇ ବଲାଙ୍ଗିର ପାଇଁ ଗୌରବ ଆଣିଦେଇଛନ୍ତି । ଆଗକୁ ସେମାନେ କିପରି ଏକ
Read More...

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭଜିଲ୍ଲାରେ ସାଢେ ଚାରି ଲକ୍ଷ ପରିବାର ପାଇବେ ହେଲ୍‌ଥ କାର୍ଡଉତ୍ତମ ଚିକିତ୍ସା ସୁବିଧାରୁ କେହି ବଞ୍ଚିତ ନ ହେଉ, ଏହା ଆମର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀପ୍ରସିଦ୍ଧ ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ତର
Read More...

ଯୁବକଙ୍କ ଭବିଷ୍ୟତ ସହ ଖେଳ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରଗଡ଼ ଜିଲ୍ଲାର ୬ଟି ବ୍ଲକ ତଥା ରାଜବୋଡ଼ାସମ୍ବର, ପାଇକମାଲ, ଝରବନ୍ଧ, ଗାଇସିଲେଟ, ସୋହେଲା, ଓ ବିଜେପୁର ବ୍ଲକକୁ ନେଇ ଗଠିତ । ସୂଚନା ଅନୁସାରେ ଉପଖଣ୍ଡସ୍ଥ ସମସ୍ତ କାର୍ଯ୍ୟାଳୟ ପ୍ରାୟ ପଦ୍ମପୁର ସହରରେ ଥିବା ବେଳେ ପ୍ରତିଦିନ ପ୍ରାୟ
Read More...

ମାଣ୍ଡିଆଢ଼ିପାରେ କୃଷକ ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ପଞ୍ଚାୟତ ସ୍ତରୀୟ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ହାଡୁ ସାହୁଙ୍କ ସଭାପତିତ୍ୱରେ ଏହି କୃଷକ ସମାବେଶ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମାବେଶକୁ ସମ୍ମାନିତ ଅତିଥି ଭାବେ ଜୟ କିଷାନ ଆନ୍ଦୋଳନର ଆବାହକ ରମେଶ ମହାପାତ୍ର, ରାଜବୋଡାସମ୍ବର
Read More...

ସେଞ୍ଚୁରିଅନରେ ଯୁକ୍ତଦୁଇ କଳା ପାଠ୍ୟକ୍ରମ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସେଞ୍ଚୁରିଅନ ପବ୍ଲିକ ସ୍କୁଲରେ ପ୍ରଥମ ଥର ପାଇଁ ସି.ବି.ଏସ.ସି ପ୍ରଥମ ବର୍ଷ କଳା ପାଠ୍ୟକ୍ରମ ସେଞ୍ଚୁରିଅନ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କରୋନା କଟକଣାକୁ ମାନି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଓ ଅବିଭାବକମାନେ ଉପସ୍ଥିତ
Read More...

ପାଟଣାଗଡରେ ବିଭିନ୍ନ ପ୍ରକଳ୍ପର ଡିଜିଟାଲ ଶିଲାନ୍ୟାସ ସହ ସ୍ମାଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଳା ଗସ୍ତ କରି ପାଟଣାଗଡରେ ଦିବା ୧୨.୧ ମିନିଟରେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ସ୍ଥାନୀୟ ରମାଇଁ ହାଇସ୍କୁଲ ପଡିଆ ଠାରେ ଅବତରଣ କରିଥିଲେ । ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ୧୧୫.୬୯ କୋଟି ବିନିମୟରେ ୨୩ ଟି
Read More...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ନିଶ୍ଚିତ ଭାବରେ ରାଜ୍ୟ ସରକାର ଧନ୍ୟବାଦର ପାତ୍ର : ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ନିଶ୍ଚିତ ଭାବରେ ରାଜ୍ୟ ସରକାର ଧନ୍ୟବାଦର ପାତ୍ର ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି । କିନ୍ତୁ କଥା ଓ କାର୍ଯ୍ୟରେ ଠିକ ଭାବେ ଏହାର କାର୍ଯ୍ୟକାରୀ ହୋଇପାରିଲେ ହିଁ ଗରିବ ଲୋକେ ଏହାର୍ ଲାଭ ପାଇବେ ବୋଲି
Read More...