Monthly Archives

September 2021

ବିଭିନ୍ନ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ସ୍ମାର୍ଟ ହେଲଥ୍‌ କାର୍ଡ ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ଆଜି ବିଜୁ ସ୍ୱାସ୍ଥ୍ୟ ବୀମା ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି । ବିଭିନ୍ନ ପଞ୍ଚାୟତରେ ଗୃହ ଓ ଶକ୍ତି ମନ୍ତ୍ରୀ କ୍ୟାପଟନେ ଦିବ୍ୟଶଙ୍କର ମିଶ୍ରଙ୍କୁ
Read More...

ଚିଫ୍‌ ରିପୋଟର ଅରିନ୍ଦମ ଦାସଙ୍କର ଆତ୍ମାର ସଦଗତି କାମନା କରି ଶାନ୍ତି ପ୍ରାର୍ଥନା

କଟକ : ଚିଫ୍‌ ରିପୋଟର ଅରିନ୍ଦମ ଦାସଙ୍କର ଆତ୍ମାର ସଦଗତି କାମନା କରି ରୁମାନ ଟେକ୍ନୋଲୋଜି ପ୍ରା.ଲି . ସି.ଡି.ଏ, କଟକ, ଡିଡିୟୁ-ଜିକେୱାଇର ଛାତ୍ର-ଛାତ୍ରୀ ଓ କର୍ମକର୍ତ୍ତା ବୃନ୍ଦଙ୍କ ଦ୍ୱାରା ମହମବତୀ ଅର୍ପଣ ସହିତ ଶାନ୍ତି ପ୍ରାର୍ଥନା କରାଯାଇଛି ।
Read More...

ସଂଯୁକ୍ତ କିସାନ ମୋର୍ଚ୍ଚାର ପ୍ରସ୍ତୁତି ବୈଠକ : ଜୋରଦାର ହେବ ଅନ୍ଦୋଳନ, ବଲାଙ୍ଗିର ହେବ ସମ୍ପୂର୍ଣ୍ଣ ବନ୍ଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଭାରତ ବନ୍ଦକୁ ବଲାଙ୍ଗିରରେ ସଫଳ କରିବା ପାଇଁ ସଂଯୁକ୍ତ କିସାନ ମୋର୍ଚ୍ଚା ତରଫରୁ ଆହ୍ୱାନ କରାଯାଇଛି । ସହରର ସମସ୍ତ ଛୋଟ ବଡ ସଂଗଠନ ଏହି ବନ୍ଦରେ ତାଙ୍କର ସମର୍ଥନ ପ୍ରଦାନ କରିଛନ୍ତି । ସମସ୍ତଙ୍କ ସମର୍ଥନ କ୍ରମେ ସୋମବାର
Read More...

ଟାଉନ ଥାନାରେ ଯୁବକଙ୍କ ସଂଦେହ ଜନକ ମୃତ୍ୟୁ : ସହରରେ ଉତ୍ତେଜନା ସୃଷ୍ଟି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଗତକାଲି ରାତିରେ ବରଗଡ଼ ଟାଉନ ପୋଲିସ ଏକ ପୁରୁଣା ଗଣ୍ଡଗୋଳ କେସ୍‌ରେ ଜନୈକ ଯୁବକଙ୍କୁ ଦିନଟିଏ ପାଇଁ ଆଣିବା ପରେ ଥାନାରେ ଥିବା ଉକ୍ତ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ଆଜି ବରଗଡ଼ରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ଲୋକେ
Read More...

ବାତ୍ୟା ଗୁଲାବ ଧିରେ ଧିରେ ଅବପାତର ରୂପ ଧାରଣ କରୁଛି

ରାୟଗଡ଼ା, ଗଞ୍ଜାମ, ଗଜପତି ଜିଲ୍ଲାରେ ସରକାରୀ ଛୁଟି ବାତିଲ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାର ରାୟଗଡ଼ା, ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରଶାସନ ସରକାରୀ ଛୁଟି ବାତିଲ କରିଛନ୍ତି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ ଧିରେ ଧିରେ ସ୍ଥଳଭାଗ ଆଡ଼କୁ
Read More...

୨୯୬ କେଜି ଗଞ୍ଜେଇ ଜବତ ସହ ୩ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଆରକ୍ଷୀ ଅଧିକ୍ଷକଙ୍କୁ ପାଟଣାଗଡ଼ରୁ ପଦ୍ମପୁର ପଟକୁ ଗୋଟିଏ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର କୌଣସି ସୁତ୍ରରୁ ମିଳିଥିଲା । ସୂଜନା ଅନୁସାରେ ବରଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀଙ୍କ ପ୍ରତ୍ୟକ୍ଷ
Read More...

ମନେ ରହିବେ ଅରିନ୍ଦମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅରିନ୍ଦମ ପରି ଯୁବ ସାମ୍ବାଦିକଙ୍କୁ ହରାଇ ସାରା ଓଡ଼ିଶା ସ୍ତବ୍ଧ । ସବୁ ବର୍ଗର ଲୋକ ମର୍ମାହତ । କାରଣ ବର୍ଷା, ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିପୋର୍ଟିଂ ପାଇଁ, ସାଙ୍ଗେ ସାଙ୍ଗେ ଅରିନ୍ଦମଙ୍କ ଚେହେରା ଆଖି ସାମନାକୁ ଆସିଯାଏ । କେବଳ
Read More...

ତୁରେକେଲା ବ୍ଲକର ଉପାନ୍ତ ମାଓ ଅଂଚଳରେ ବି.ଏସ.କେ.ୱାଇ କାର୍ଡ ବଂଟନ

ବଡବାଙ୍କି -୨୩୮୧, ଘୁନେଶ -୧୭୩୨ ସହ ହିଆଁଲ ୨୨୫୧ ସହ ତୁରେକେଲା ବ୍ଲକର ୨୯,୨୧୨ ଜଣ ହିତାଧିକାରୀଙ୍କୁ ମିଳିଲା ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ କଂଟାବାଂଜି, (ମନିଶ କୁମାର ହଂସ) : ଓଡିଶାର ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାର ବଲାଙ୍ଗିର ଜିଲ୍ଲା ଟିଟିଲାଗଡରୁ ଗତ ୨୨ତାରିଖ ଦିନ ବିଜୁ ସ୍ୱାସ୍ଥ୍ୟ
Read More...

ଅସହାୟ ଶବକୁ ଚାରି କାନ୍ଧ ଦେଇ ଶବ ସତ୍କାର କଲା ସେବା ଚେରିଟେବୁଲ ଟ୍ରଷ୍ଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରେମ ମଣିଷକୁ କେତେବେଳେ ଅନ୍ଧ କରିଦିଏ ତ କେତେବେଳେ ଭବିଷ୍ୟତ ଉଜ୍ଜ୍ୱଳ କରିଦିଏ ତ କେତେବେଳେ ଚରମ ସୀମା ଉଲଂଘନ କରିଦିଏ । କେତେବେଳେ ପ୍ରେମ ଜୀବନ ଦେବାରେ ମଧ୍ୟ ପଛ ଘୁଞ୍ଚା ଦିଏନି । ପ୍ରେମ ଚିରନ୍ତନ ପ୍ରେମ ଶାଶ୍ୱତ । ପୁଅ ଝିଅ ପ୍ରେମ କରି ବେଳେବେଳେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଟିଟିଲାଗଡ ପୌରାଞ୍ଚଳ ୱାର୍ଡ ନଂ. ୫ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...