Daily Archives

ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କ ବଦଳି ଆଦେଶକୁ ପ୍ରତ୍ୟାହାର କରିବା ନିମନ୍ତେ ଦାବୀପତ୍ର ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ (ଏମ.ପି.ଏଚ.ଡବ୍ଲୁ -ଫିମେଏଲ) ପ୍ରିୟଦର୍ଶିନୀ ପାଢୀଙ୍କ ବଦଳି ଆଦେଶକୁ ପ୍ରତ୍ୟାହାର କରିବା ଦାବୀ ନେଇ ଗତକାଲି ରଙ୍ଗିପୁର ଏବଂ ହଳଦିଆପଦର ଗ୍ରାମପଞ୍ଚାୟତ ଅଧିନସ୍ଥ ଗ୍ରାମଗୁଡିକରେ କାର୍ଯ୍ୟରତ ଥିବା ଆଶାକର୍ମୀ
Read More...

ମୁଖ୍ୟମନ୍ତ୍ରୀଙ୍କ ଲୋକକଳା ଟ୍ରଫି-୨୦୨୧ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀଙ୍କ ଲୋକକଳା ଟ୍ରଫି-୨୦୨୧ ଉଦଘାଟିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାସ୍ତରୀୟ ଲୋକକଳା ପ୍ରତିଯୋଗିତାରେ ମୂଲ୍ୟାୟନ ହୋଇ ଚୟନ ହୋଇଥିବା ଶ୍ରେଷ୍ଠଦଳ ରାଜ୍ୟସ୍ତରୀୟ ଲୋକମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନୀତ ହେବାର ମହତପୂର୍ଣ୍ଣ
Read More...