Daily Archives

ଆରବି ହାଇସ୍କୁଲ ପ୍ଲାଟିନମ ଜୁବିଲି ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟ, ପଦ୍ମପୁର ପ୍ଲାଟିନମ ଜୁବିଲି ପାଳନ କମିଟି ଏକ ସଂପ୍ରସାରିତ ବୈଠକ ସଭାପତି ତଥା ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଆଜି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ସଂଯୋଜକ ଡକ୍ଟର ମାନଭଞ୍ଜନ
Read More...

ଇସ୍ପାତ ଶ୍ରମିକଙ୍କ ମଜୁରୀ ଚୁକ୍ତିନାମା ଏବଂ ବୋନସ୍‌ ସମ୍ବନ୍ଧରେ ବିଏମ୍‌ଏସ୍‌ର ବିଚାର ମନ୍ଥନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଇସ୍ପାତ ମଜଦୁର ମହାସଂଘ (ବିଏମ୍‌ଏସ୍‌)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ କ୍ରିପାଲ ସିଂଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ରାଜେନ୍ଦ୍ର ନାଥ ମହନ୍ତଙ୍କ ସଂଯୋଜନାରେ କେନ୍ଦ୍ରୀୟ ନେତା ତଥା
Read More...

ଆଇଏନ୍‌ଏସ୍‌ଏମ୍‌ଏମ୍‌ ଓ ଇଇଏଫ୍‌ର ଉପସଭାପତି ଭାବେ ପ୍ରଶାନ୍ତ କୁମାର ବେହେରା ନିର୍ବାଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇଣ୍ଡିଆନ ନେସନାଲ୍ ଷ୍ଟିଲ ମେଟାଲ ମାଇନ୍ସ ଏବଂ ଇଂଜିନିୟରିଂ ଏମ୍ପ୍ଲୋଇଜ ଫେଡେରସନ୍‌ (ଆଇଏନ୍‌ଏସ୍‌ଏମ୍‌ଏମ୍‌ ଏବଂ ଇଇଏଫ୍‌)ର ସର୍ବଭାରତୀୟ ଉପସଭାପତି ଭାବେ ରାଉରକେଲା ଶ୍ରମିକ ସଂଘର ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ବେହେରା ନିର୍ବାଚିତ ହୋଇଛନ୍ତି ।
Read More...

ମ.ରାମପୁର ଉପଖଣ୍ଡ ମାନ୍ୟତା ପ୍ରସଙ୍ଗ : ସବୁଦଳ, ସବୁବର୍ଗର ଲୋକଙ୍କୁ ଏକତ୍ରୀତ କଲା ମ.ରାମପୁର ବାର ଆସୋସିଏସନ୍‌,…

ମ.ରାମପୁର, (ହେମନ୍ତ ସାହୁ) : ଏକା ଏକା ଲଢେଇ ଲଢିବା ଅପେକ୍ଷା, ଯଦି ଗୋଷ୍ଠୀଗତ ହୋଇ ଏବଂ ହକ୍‌ ନପାଇବା ଯାଏଁ ନିରବଚ୍ଛିନ୍ନ ଭାବରେ ଆନ୍ଦୋଳନ କଲେ ଦାବୀ ହାସଲ ହେବା ବିଧେୟ । ଦୀର୍ଘ ଛବିଶ ବର୍ଷରୁ ଅଧିକ ସମୟ ଧରି ମ.ରାମପୁରକୁ ସବଡ଼ିଭିଜନ ମାନ୍ୟତା ପାଇଁ ଦାବୀ ହୋଇଆସୁଛି ଏବଂ ଏବେ ସାଧାରଣ
Read More...

୧୬ ନମ୍ବର ଜାତୀୟ ରାଜପଥରେ ଅଜଣା ଗାଡ଼ି ଧକ୍କାରେ ହରିଣ ଆହାତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ ଶନି ମନ୍ଦିର ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଆହାତ ହରିଣକୁ ସ୍ଥାନୀୟ ଯୁବ ସ୍ଵେଛାସେବୀ ବନ୍ ବିଭାଗକୁ ହସ୍ତାନ୍ତର କରିଛନ୍ତି । ଖବର ନେବାରେ ଜଣା ପଡ଼ିଛି ଯେ, ଗଞ୍ଜାମ ସହର ତ୍ରିବେଣୀ ମଠ ଛକ ପଟୁ ଏକ
Read More...

ଆହ୍ଲାବାଦ ବ୍ୟାଙ୍କ ରାସ୍ତା ପାଲଟିଛି ଦୁର୍ଘଟଣା ଜୋନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଗୋଟିଏ ବ୍ୟବସାୟ ସହର ହୋଇଥିବାରୁ ପ୍ରତିଦିନ ପ୍ରବଳ ଜନ ସମାଗମ ହୋଇଥାଏ । ପ୍ରବଳ ଭିଡ ଯୋଗୁଁ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟିଥାଏ । ଆଜି ବଲାଙ୍ଗିର ରାସ୍ତାରେ ଥିବା ଆହ୍ଲାବାଦ ବ୍ୟାଙ୍କ ସମ୍ମୁଖରେ ଏକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି
Read More...

ଚଳିତ ବର୍ଷ ତହଁକ ସାହିତ୍ୟ ସମ୍ମାନ ପାଇଲେ କବି ଆନଂଦ ଚଂଦ୍ର ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ତହଁକ ସାହିତ୍ୟ ସମ୍ମାନ ଗ୍ରହଣ କରିଛନ୍ତି କବି ଆନଂଦ ଚଂଦ୍ର ସାହୁ । ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ତହଁକ କୁଟୁମ୍‌ ପକ୍ଷରୁ କୋଶଲି ସାହିତ୍ୟର ଜଣେ ବଳିଷ୍ଠ ସାରସ୍ୱତ ପୁରୁଷଙ୍କୁ ତହଁକ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଉଥିବା ବେଳେ ତାଙ୍କ ସହ
Read More...

ପାର୍ବଣରେ ବସ୍ ଗୁଡ଼ିକୁ ଚାନ୍ଦା ନମାଗିବାକୁ ନିବେଦନ କଲା ମାଲିକ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ପାର୍ବଣ ଋତୂରେ ବସଗୁଡ଼ିକରୁ ଚାନ୍ଦା ନମାଗିବାକୁ ବଲାଙ୍ଗିର ବସ୍ ମାଲିକ ସଂଘ ପକ୍ଷରୁ ସମସ୍ତ ପୂଜା କମିଟି ଓ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କୁ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ନିବେଦନ କରାଯାଇଛି । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦେଢ ବର୍ଷ ଧରି
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ. ୧୯ରୁ ୪ ଜଣ ଏବଂ ୱାର୍ଡ ନଂ.୨ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଟିଟିଲାଗଡ ପୌରାଂଚଳ ୱାର୍ଡ ନଂ.୧୧ରୁ ଜଣେ
Read More...

ବଲାଙ୍ଗିର ସାମ୍ବାଦିକ ସଂଘ ପକ୍ଷରୁ ମନୋରମା ମହାପାତ୍ର ଓ ଅରିନ୍ଦମ୍‌ ଦାସଙ୍କୁ ଗଭୀର ଶ୍ରଦ୍ଧାଂଜଳି ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାମ୍ବାଦିକ ସଂଘ ପକ୍ଷରୁ ସଂପାଦିକା ତଥା ସାହିତ୍ୟ ସାଧିକା ମନୋରମା ମହାପାତ୍ର ଓ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ଗଭୀର ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଛି । ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ଏହି ଶ୍ରଦ୍ଧାଂଜଳି ସଭାରେ ସାମ୍ବାଦିକ ବୃନ୍ଦ
Read More...