Daily Archives

ଯୋଗାଣ ସହାୟକଙ୍କ ବିରୋଧରେ ଦଳିତ ଅଧିକାର ମଞ୍ଚର ଦାବୀପତ୍ର

ନୂଆପଡା, (ନିରାକାର ମେହେର) : ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି କମଲ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ନୂଆପଡା ଜିଲ୍ଲା ଖଡ଼ିଆଳ ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଇଛନ୍ତି । ଡୁଆଝର ଯୋଗାଣ ସହାୟକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଏକ ଦାବୀପତ୍ର
Read More...

ଗୋପବନ୍ଧୁ ପାଠାଗାରର ନୂତନ ପ୍ରେକ୍ଷାଳୟ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାରର ନୂତନ ପ୍ରେକ୍ଷାଳୟର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲିପ ରାୟଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଅଛି । ଏହି ପ୍ରେକ୍ଷାଳୟ ପାଇଁ ଶ୍ରୀ ରାୟ ୧୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଥିଲେ । ଅନ୍ୟ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ଫଳରେ
Read More...

ଶ୍ରୀ ଶ୍ରୀ ଶ୍ୟାମ ବିହାରୀଙ୍କ ଗୁଣଗାନ ରଥକୁ ବରଗଡ଼ରେ ସ୍ୱାଗତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଶ୍ଵ ଶାନ୍ତି ଏବଂ କରୋନା କାଳରେ ଦୁଃଖ ଗ୍ରସ୍ତ ଲୋକଙ୍କ ଆତ୍ମିକ ଚିନ୍ତନ ବୃଦ୍ଧି ସକାଶେ ରାଜସ୍ଥାନର ଶ୍ରୀ ଶ୍ରୀ ଶ୍ୟାମ ବିହାରୀ ଖାଟୁ ନରେଶଙ୍କ ଧାମରୁ ଭାରତ ଯାତ୍ରାରେ ବାହାରି ଥିବା ଶ୍ରୀ ଶ୍ରୀ ଶ୍ୟାମ ଅଖଣ୍ଡ ଜ୍ୟୋତି ରଥର ବରଗଡ଼ଠାରେ ଭବ୍ୟ ସ୍ଵାଗତ
Read More...

ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ନାମରେ ଫ୍ୟାକ୍‌ ଏକାଉଣ୍ଟ ଖୋଲିଥିବା ଅଭିଯୋଗ : ଟଙ୍କା ଅସୁଳି ପାଇଁ ଅଭିଯୁକ୍ତଙ୍କ ଉଦ୍ୟମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂପ୍ରତି ସାଇବର ଅପରାଧୀମାନେ ବିଭିନ୍ନ ଲୋକଙ୍କ ଆକାଉଣ୍ଟକୁ ହ୍ୟାକ କରି ଠକେଇ ଉଦ୍ୟମ କରୁଥିବା ବେଳେ ଏ ଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ବିଶିଷ୍ଟ ଲେଖକ ତଥା ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର । ତାଙ୍କ ଫେସବୁକକୁ ହ୍ୟାକ୍‌ କରି କେହି ଜଣେ ଫ୍ୟାକ
Read More...

ଦେଓଗାଁ ବିଜେପି ପକ୍ଷରୁ ସେବା ଓ ସମର୍ପଣ ଅଭିଯାନ : ରକ୍ତଦାନ ଶିବିରରେ ୪୦ ୟୁନିଟ ରକ୍ତ ସଂଗ୍ରହ 

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ବିଜେପି ତରଫରୁ ଦେଓଗାଁ ବସଷ୍ଟାଣ୍ଡ୍ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସେବା ଓ ସମର୍ପଣ ଅଭିଯାନରେ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ସୁଶାନ୍ତ ଦାସ, ମହିଳା
Read More...

କଂଗ୍ରେସର ମଣ୍ଡଳସ୍ତରୀୟ କର୍ମୀ ସମ୍ମିଳନୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ରାମଚନ୍ଦ୍ରପୁରଠାରେ କଂଗ୍ରେସର ମଣ୍ଡଳସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପିପିଲି ଉପନିର୍ବାଚନ ବୈତରଣୀ ପାରି ହେବା ପାଇଁ କଂଗ୍ରେସ ମୁଖିଆଙ୍କ ସମେତ ଦଳର ହେଭିେଓଟ୍‌ ନେତା ବୈଠକରେ ଯୋଗଦେଇ
Read More...