Daily Archives

ତାଲିବାନରେ ଆତଙ୍କ : କ୍ୟାମେରା ସାମ୍ନାରେ ଉଦାରତା, ବାସ୍ତବରେ ଜଙ୍ଗଲୀ ଆଚରଣ

କାବୁଲ : ଆଫଗାନିସ୍ତାନ ମହିଳାଙ୍କ ଅଧିକାରକୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ସତ୍ୱେ ତାଲିବାନ ସଂଗଠନଙ୍କ ବିଶ୍ୱାସ ଜିତିବାରେ ବିଫଳ ହୋଇଛି । ଆଫଗାନିସ୍ତାନରେ ଏକ ଆତଙ୍କବାଦୀ ସଂଗଠନର ଶାସନରେ ମହିଳାମାନେ ଭୟଭୀତ ହୋଇପଡ଼ିଥିବା ଲୋକଲୋଚନକୁ ଆସିଛି । ମହିଳାମାନଙ୍କ ଅଧିକାରକୁ ବଜାୟ ରଖିବାକୁ
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୫ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୧୪୬କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଅନୁଗୁଳ, ବାଲେଶ୍ୱର, କଟକ, ଖୋର୍ଦ୍ଧା, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏନେଇ
Read More...

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୬୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୦ ଜଣ ୦ ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୩୫୧ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୬୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୯୪ଜଣ ଆଂଚଳିକ
Read More...

ସଇଁନ୍ତଲାରେ ଧରା ପଡିବେ କି ନକଲି ଶିକ୍ଷକ : ବିଇଓ କାର୍ଯ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରମାଣ ପତ୍ର ଯାଞ୍ଚ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ନକଲି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଲମ୍ବା ଚେର । ଲୋକେ ଆଲୋଚନା କରୁଛନ୍ତି ଯେ ନାମକୁ ମାତ୍ର ଯାଞ୍ଚ । ପ୍ରକୃତରେ ନକଲି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଧରାପଡୁ ନାହାନ୍ତି କାହିଁକି ? ସ୍ଥାନୀୟ ବ୍ଳକ ପ୍ରଶାସନ ଯଦି ଯାଞ୍ଚ କରିବ ତେବେ
Read More...

ଦେଓଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଦାୟିତ୍ୱ ନେଲେ ଗୋବର୍ଦ୍ଧନ ଭୋଇ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ୧୨ଟା ସମୟରେ ସଇଁନ୍ତଲା ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଦେଓଗାଁ ବ୍ଳକ ଶିକ୍ଷା ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ୩୧ ତାରିଖ ଦିନ ଦେଓଗାଁ ବିଇଓ ସଂକୀର୍ତ୍ତନ୍ୟ ବାଗ ଅବସର ନେବା ପରେ ଦେଓଗାଁ ଏବିଇଓ ଅଜିତ
Read More...

ଶଙ୍କର ନେତ୍ରାଳୟ ଟ୍ରଷ୍ଟ ପକ୍ଷରୁ ଗୋପାଳପୁର ବନ୍ଦର ଉପ-ଶାଖା କେନ୍ଦ୍ର ଉଦଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ନିକଟସ୍ଥ ସମରଝୋଳ ଠାରେ ଅବସ୍ଥାପିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଟ୍ରଷ୍ଟ ସୌଜନ୍ୟରେ ଏକ ଉପ-ଶାଖାକେନ୍ଦ୍ର ଭିଜନ କେର ସେଣ୍ଟର ଗୋପାଳପୁର ବନ୍ଦର ନିକଟସ୍ଥ ଡୁବୁଲି ଛକ ଠାରେ ଆରମ୍ଭ ହୋଇଯାଇଛି । ଗୋପାଳପୁର ବନ୍ଦର
Read More...