Daily Archives

ଦେଓଗାଁ ବିଜେପି ପକ୍ଷରୁ ହରିପୁରରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବନ୍ଧପଡ଼ା ମଣ୍ଡଳ ଲଣ୍ଡାପଥର ପଞ୍ଚାୟତ ହରିପୁରରେ ଭାରତୀୟ ଜନତା ପାର୍ଟିର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁରେଶ ଚନ୍ଦ୍ର ଭୋଇ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦଙ୍କ
Read More...

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ବଲାଙ୍ଗିର ଠାରେ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ତରଫରୁ ବଲାଙ୍ଗିର ଠାରେ ପଶ୍ଚିମ ଓଡିଶାର ଗଣପର୍ବ ତଥା ଭାଇଚାରାର ପର୍ବ ନୂଆଁଖାଇ ଉପଲକ୍ଷେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବିଦ୍ୟାର୍ଥୀ
Read More...

ଲୋଇସିଂହା ପରିମଳ ବ୍ୟବସ୍ଥା ସୁଧାର ନେଇ ବିଡିଓଙ୍କୁ ଦାବୀପତ୍ର ଦେଲା ଲୋଇସିଂହା ବ୍ଲକ ସାମ୍ବାଦିକ ସଂଘ

ଲୋଇସିଂହା, (ସୁଶିଲ କୁମାର ମିଶ୍ର) : ଲୋଇସିଂହା ଠାରେ ପରିମଳ ବ୍ୟବସ୍ଥା ସୁଧାର ପାଇଁ ୩ଦଫା ଦାବୀ ନେଇ ଲୋଇସିଂହା ବ୍ଲକ ସାମ୍ବାଦିକ ସଂଘ ଗତ ୧୫ ତାରିଖରେ ଲୋଇସିଂହା ସରପଂଚ, ବିଡିଓ, ତହସିଲଦାର, ଆଇଆଇସିଙ୍କୁ ଲିଖିତ ଆକାରରେ ଜଣାଇଥିଳେ । ଉକ୍ତ ସମସ୍ୟାର ସମାଧାନ ପାଇଁ ୧୯ତାରିଖ ପର୍ଯ୍ୟନ୍ତ
Read More...

ପ୍ରାଥମିକ ଚିକିତ୍ସା ସଚେତନତା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆମେ ଦୈନନ୍ଦିନ ଜୀବନରେ ରାସ୍ତାରେ ଦୁର୍ଘଟଣାର ସମ୍ନା କରୁଛେ । ବର୍ଷକୁ ପାଖାପାଖି ୧୧ ହଜାର ଲୋକେ ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଅଛନ୍ତି । ପ୍ରାଥମିକ ଚିକିତ୍ସା ତାଲିମ ଦାତା ବହୁ ସଂଖ୍ୟାରେ ପ୍ରସ୍ତୁତ କରାଗଲେ ଅମୂଲ୍ୟ ଜୀବନ ସୁରକ୍ଷିତ ରୁହନ୍ତା । ଏହି
Read More...

ଜିଲ୍ଲା ପ୍ରାଥମିକ ସଂଘର ନୂଆଁଖାଇ ଭେଟଘାଟ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରବିବାର ଦିନ ପୂର୍ବାହ୍ନ ୧୨ଟାରୁ ଅପରାହ୍ନ ୨ଟା ମଧ୍ୟରେ ଜିଲ୍ଲା ସଭ।ପତି ଦେବଦତ୍ତ ମେହେରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଶ୍ୟାମ ସୁନ୍ଦର ଦାଶ, ସମ୍ମାନିତ ଅତିଥି ବାମଦେବ ମିଶ୍ର, ଉପଦେଷ୍ଟା ସୁଚିତ୍ର ସୁନା, ଶାନ୍ତିଲତା ସାହୁଙ୍କ ଉପସ୍ଥିତିରେ ବଲାଙ୍ଗିର
Read More...

ରାଉରକେଲାରେ ଆମ ଆଦମୀ ପାର୍ଟି ପକ୍ଷରୁ ୱାର୍ଡ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ବିଭିନ୍ନ ୱାର୍ଡଗୁଡିକରେ ବିଗତ କିଛି ମାସ ଧରି ଆମ୍‌ ଆଦମୀ ପାର୍ଟି ପକ୍ଷରୁ ଜନସମ୍ପର୍କ ଓ ପଦଯାତ୍ରା କାର୍ଯ୍ୟକ୍ରମ ଚାଲୁ ରହିଛି । ବିଶେଷ କରି ବସ୍ତିବାସୀଙ୍କୁ ଆଇନ ଅନୁଯାୟୀ ଜମି-ପଟ୍ଟା ପ୍ରଦାନ, ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରଦାନ,
Read More...

ରବି ରାୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଏମ୍‌ଏନ୍‌ ଇଣ୍ଟରନେସନାଲ୍ ହୋଟେଲ୍ ଠାରେ ନବନିଯୁକ୍ତ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ରବି ରାୟଙ୍କୁ ସ୍ୱାଗତ ଓ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀ ରାୟ ଜଣେ ସୁସଂଗଠକ ଓ ମେଳାପୀ ଭାବେ ସହରରେ ତଥା ରାଜ୍ୟରେ ସୁପରିଚିତ ବ୍ୟକ୍ତି ।
Read More...

ରଶ୍ମିପ୍ରଭାର ଉନ୍ମୋଚନ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ତ୍ରୟମାସିକ ସାହିତ୍ୟ ପତ୍ରିକା 'ରଶ୍ମିପ୍ରଭା' ସ୍ଥାନୀୟ ଗୋପବନ୍ଧୁ ପଲ୍ଲୀ ଉନ୍ନିତ ଉଚ୍ଚ ବିଦ୍ୟାଳୟଠାରେ କୋଭିଡ ନିୟମ ପାଳନ କରାଯାଇ ଉନ୍ମୋଚିତ କରାଯାଇଛି । ଶିକ୍ଷାବିତ୍ ରାଧାକୃଷ୍ଣ ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ଶିଷକେଲାରୁ ୫ ଫୁଟ୍‌ ୩ ଇଞ୍ଚର ନାଗ ସାପ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ଗାଁରୁ ଜୈନିକ ବ୍ୟକ୍ତିଙ୍କ ଘରେ ଏକ ନାଗ ସାପ ରହିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ପରେ ସାପ ଧରାଳି ବିକି ଜି ନାଗଙ୍କୁ ଖବର ଦେଇଥିଲେ ଖବର ଦେବା ପରେ ବିକି ପହଁଚି ୫ ଫୁଟ ୩ ଇଞ୍ଚର ନାଗ ସାପ
Read More...

ବିଧାୟକଙ୍କ ଦ୍ୱାରା ‘କାରୁଆ’ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଦ୍ବାରା କୋଏଲନଗର ସ୍ଥିତ ଡି/୪୨ ଠାରେ ସମସ୍ତ ପ୍ରକାର ଖେଳ ସରଞ୍ଜାମ ଓ ଉପକରଣର ସୋ ରୁମ୍ "କାରୁଆ" ଉଦଘାଟିତ ହୋଇଯାଇଛି । ଏହି ସୋ ରୁମ୍ ଓଡିଶାରେ ପ୍ରଥମ କରି ଖୋଲିଥିବା ବେଳେ ଏହା ଖେଳାଳିଙ୍କୁ ଦୃଷ୍ଟିରେ ରଖି
Read More...