Daily Archives

ଲିଓ କ୍ଲବର ଦ୍ଵିତୀୟ କାଉନସିଲ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ଜ୍ଜିଲା ଲିଓ କ୍ଲବର ଦ୍ଵିତୀୟ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ଲିଓ କ୍ଲବର ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଲିଓମାନଙ୍କ ଦ୍ୱାରା ପ୍ରାରମ୍ବିକ ସଂଗୀତ ଗାନ
Read More...

ଜଳ ଜୀବନ ମିଶନ ତାଲିମ ଶିବିର

ଆଗଲପୁର, (ସୁଶୀଲ ମିଶ୍ର) : ଆଗଲପୁର(ଡୁଡୁକା) ବ୍ଲକ ଅନ୍ତର୍ଗତ ସାଲେଭଟା ପଂଚାୟତର ଜୀବନ ଗାନ୍ଧୀ ସେବାକେନ୍ଦ୍ରଠାରେ ବ୍ଲକର ସମସ୍ତ ୨୦ଟି ପଂଚାୟତର ଗାଁମାନଙ୍କରେ ଜଳ ଜୀବନ ମିସନ କାର୍ଯ୍ୟକ୍ରମର ସଫଳ ରୁପାନ୍ତର ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସାଲେଭଟା
Read More...

କଳାହାଣ୍ଡିର ପ୍ରଥମ ଗ୍ରାମ୍ୟପାର୍କ ଲୋକାର୍ପିତ : ପ୍ରକୃତି କୋଳରେ ମନ ମୋହୁଛି ଗ୍ରାମ୍ୟପାର୍କ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ବମକ ପଂଚାୟତର କଢେଲଠାରେ ତିଆରି ହୋଇଥିବା କଳାହାଣ୍ଡିର ପ୍ରଥମ ଗ୍ରାମ୍ୟପାର୍କ ଆଜି ଲୋକାର୍ପିତ ହେବା ଅବସରରେ କଳାହାଣ୍ଡିରେ ପ୍ରକୃତିର ଶୋଭରାଜି ସମସ୍ତଙ୍କୁ ଆକୃଷ୍ଟ କରୁଥିବା ବେଳେ ପ୍ରାକୃତିକ ପରିବେଶରେ ଏହି ପାର୍କଟି
Read More...

ବରଗାଁ ଦୋକାନରୁ ୪ ଫୁଟ୍‌ ୨ ଇଞ୍ଚର ନାଗସାପ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ବରଗାଁରୁ ଜୈନିକ ବ୍ୟକ୍ତିଙ୍କ ଦୋକାନରୁ ଏକ ନାଗସାପ ରହିଥିବା ଦୋକାନି ଦେଖିବାକୁ ପାଇଥିଲେ । ପରେ ସାପ ଧରାଳି ବିକି ଜି ନାଗଙ୍କୁ ଖବର ଦେଇଥିଲେ ଖବର ଦେବା ପରେ ବିକି ପହଁଚି ୪ ଫୁଟ୍‌ ୨ ଇଞ୍ଚର
Read More...

ଚିକିତ୍ସାରେ ଅର୍ଥ ସାଜିଛି ବାଧକ : ପେଟ୍ରୋଲରେ ଘା’ ସଫା କରୁଛନ୍ତି ପୁଅ

ନୂଆପଡା, (ନିରାକାର ମେହେର) : ଅସହାୟ ତଥା ଗରିବ ଲୋକଙ୍କ ଚିକିତ୍ସା ଖର୍ଚ୍ଚ ତୁଲାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ହେଲେ ତୃଣମୂଳ ସ୍ତରରେ ଏହାର ସୁଫଳ ପହଂଞ୍ଚି ପାରୁନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା କୋମନା ବ୍ଲକ
Read More...

ଓଷ୍ଟାର ଆଲୋଚନା ଚକ୍ର ‘ନୂତନ ଜାତୀୟ ଶିକ୍ଷାନୀତି’ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଷ୍ଟା-ରାଉରକେଲା ସିଟି ଜୋନ ଆନୁକୂଲ୍ୟରେ 'ନୂତନ ଜାତୀୟ ଶିକ୍ଷାନୀତି' ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର ଜଗଦା ସ୍ଥିତ ବାଟମଙ୍ଗଳା ଶକ୍ତି ପୀଠଠାରେ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ସିଟି ଜୋନର ସଭାପତି ଶିଶିର କୁମାର ପାଣିଙ୍କ ସଭାପତତ୍ୱରେ ଆୟୋଜିତ ଏହି
Read More...

ନାଳରେ ଭାସିଯାଇ ଛାତ୍ର ଜ୍ୟୋତିପ୍ରକାଶ ମୃତ୍ୟୁ ଘଟଣାକୁ ନେଇ ବିଜେପି ପକ୍ଷରୁ ବିଏମସି ଅଫିସ ଘେରାଉ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ନାଳରେ ଭାସିଯାଇ ଛାତ୍ର ଜ୍ୟୋତିପ୍ରକାଶ ମୃତ୍ୟୁ ଘଟଣାକୁ ନେଇ ବିଏମସି ଅଫିସକୁ ଘେରାଉ କରିଛି ବିଜେପି । ବିଜେପି ଦଳୀୟ କର୍ମୀମାନେ ବିଏମସିକୁ ଦାୟୀ କରି ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ପୋଲିସ ଓ ବିଜେପି କର୍ମୀ ମାନଙ୍କ ମଧ୍ୟରେ
Read More...

ପଂଚାୟତ ସ୍ତରୀୟ ବିଜେଡି କାର୍ଯ୍ୟକାରିଣୀ ବୈଠକ : ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନା ହିଁ ବିଜେଡି ପ୍ରାର୍ଥୀକୁ ବିଜୟ…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସିଂହବ୍ରହ୍ମପୁର ଗ୍ରାମ ପଂଚାୟତ କଲ୍ୟାଣମଣ୍ଡପ ଠାରେ ଆଜି ବିଜୁ ଜନତା ଦଳର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସିଂହବ୍ରହ୍ମପୁର ପଂଚାୟତ ପର୍ଯ୍ୟବେକ୍ଷକ ସନ୍ତୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆତ୍ମା କମିଟି
Read More...

ମିର୍ଦ୍ଧାପଡ଼ା ଓ ବାରିକପାଲି ଗାଁକୁ ରାଜସ୍ୱ ମାନ୍ୟତା ଦାବୀ ପାଇଁ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଗ୍ରାମାଞ୍ଚଳ ଉନ୍ନତି ଦିଗରେ ଅନେକ ପଦକ୍ଷେପ ନେଉଛନ୍ତି । ହେଲେ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଆଜି ବି ଏଭଳି ଗାଁ ରହିଛି, ଯେଉଁ ଗାକୁ ରାଜସ୍ୱ ମାନ୍ୟତା ମିଳିପାରି ନାହିଁ । ଏନେଇ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜୁରାବନ୍ଦ
Read More...

ଆସନ୍ତା ୧୭ ଅକ୍ଟୋବରରେ ରାଜେନ୍ଦ୍ର ଆଲୁମ୍ନି ଏଜିଏମ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଆଲୁମ୍ନି ‘ରାଜେନ୍ଦ୍ରଭିଆନ୍ସ’ର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ଆସନ୍ତା ୧୭ ଅକ୍ଟୋବର ଆୟୋଜିତ ହେବ । ଦ୍ୱିବାର୍ଷିକ ନିର୍ବାଚନ ଛଡ଼ା ଉକ୍ତ ବୈଠକର ଅନ୍ୟାନ୍ୟ କାର୍ଯ୍ୟସୂଚୀ ପୂର୍ବରୁ ଘୋଷିତ ହେବ । ଗତ ୧୯
Read More...