Daily Archives

ଭେଉଁରିଆରେ ଆଇନ ସଚେତନତା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଭେଉଁରିଆ ଗ୍ରାମ ପଞ୍ଚାୟତଠାରେ ପଦ୍ମପୁର ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଅତିରକ୍ତ ଜିଲ୍ଲାଜଜ୍ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଅରବିନ୍ଦ ରଥ
Read More...

ମନରେଗା ଦୁର୍ନୀତି ଘଟଣା : ତଦନ୍ତ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ସରକାର ଗ୍ରାମାଞ୍ଚଳରେ ଥିବା ଶ୍ରମିକମାନଙ୍କୁ ରୋଜଗାର ସୁଯୋଗ ଦେବା ସହ ଦାଦନ ଯିବାକୁ ରୋକିବା ପାଇଁ ମନରେଗା ଯୋଜନା ମାଧ୍ୟମରେ ବର୍ଷକୁ ୧୦୦ ଦିନର କାମ ଯୋଗାଇ ଦେବା ପାଇଁ ନିୟମ କରିଛନ୍ତି । ଏହି ନିୟମ ଅନୁସାରେ ପ୍ରତ୍ୟେକ ପଂଚାୟତରେ ବ୍ୟକ୍ତିଗତ ପ୍ରକଳ୍ପ
Read More...

କେନ୍ଦୁଘାଟ-ଫଲସାପଦର ଜୋରରେ ପୋଲ ନିର୍ମାଣ ଦାବୀ : ବର୍ଷା ହେଲେ ଜୋର୍ ଉପରେ ୩ଫୁଟ ପାଣି, ଅଞ୍ଚଳବାସୀ ଅସୁବିଧାର…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କେନ୍ଦୁଘାଟ ଓ ଫଲସାପଦର୍ ରାସ୍ତା ମଝିରେ ନିର୍ମାଣ କରାଯାଇଥିବା ଏକ ଜୋରରେ ସାମାନ୍ୟ ବର୍ଷା ହେଲେ ଜୋର୍ ଉପରେ ୨ରୁ ୩ଫୁଟ ପାଣି ପ୍ରବାହିତ ହୋଇଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି । ଫଳରେ କେନ୍ଦୁଘାଟ ଦେଇ ଯିବା ଆସିବା କରୁଥିବା ଲୋକେ
Read More...

ପାଇକମାଲରେ ଚାଲିଛି ୟୁରିଆ ସାରର କଳାବଜାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅଞ୍ଚଳରେ ଚାଷୀଙ୍କ ସମସ୍ୟା ଗୁରୁତର ହୋଇ ପଡିଛି । ବର୍ଷା ଅଭାବ ହେତୁ ଚାଷୀ ଆଶଙ୍କାରେ ଚାଷ କରିଥିଲା । କିଛି ଚାଷ ବଞ୍ଚିଥିବା ସ୍ଥଳେ ବର୍ତ୍ତମାନ ସାରର ଘୋର ଅଭାବ ହେତୁ ଚାଷୀ ମାନେ ଆଶଙ୍କାରେ ରହିଛନ୍ତି । ସରକାରଙ୍କ ପକ୍ଷରୁ ଚାଷୀମାନଙ୍କ ପାଇଁ
Read More...

ରାଷ୍ଟ୍ରୀୟ ପ୍ରବକ୍ତା ସାଂସଦ ଅପରାଜିତାଙ୍କ ସଂଯୋଜନାରେ ରାଜ୍ୟ ବିଜେପିର ଗୁଜୁରାଟ ଗସ୍ତ

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କ ସଂଯୋଜନାରେ ରାଜ୍ୟ ବିଜେପି ସଂଗଠନର ଏକ ବିଶେଷ ଦଳ ଗୁଜୁରାଟ ଗସ୍ତ କରୁଛନ୍ତି । ଏହି ଅବସରରେ ଗୁଜୁରାଟରେ ଆଗାମୀ ୩ ଦିନ ଧରି ସଂଗଠନ ମଡେଲ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ କାର୍ୟ୍ୟକ୍ରମ ଅନୁଷ୍ଠିତ
Read More...

ଜନ୍ମ ଦିନରେ ସମ୍ପୂର୍ଣ୍ଣ ଶରୀରକୁ ଦାନ କଲେ ଯୁବ ସମାଜସେବୀ ଦେବରାଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭୀମ ଭୋଇ ମେଡିକାଲ୍ କଲେଜ ହସ୍ପିଟାଲ୍‌ରେ ଯୁବ ସମାଜସେବୀ ଦେବରାଜ ମହାନନ୍ଦ ତାଙ୍କର ଜନ୍ମ ଦିନରେ ନିଜର ସମ୍ପୂର୍ଣ୍ଣ ଶରୀରକୁ ଦାନ କରିଛନ୍ତି । ମେଡିକାଲ କଲେଜର ଅଟୋନୋମି ବିଭାଗର ସହକାରୀ ପ୍ରଫେସର୍ ଡା. ସାଚ୍ଚିଦାନନ୍ଦ ପାଣି, ଡ଼ା. ପ୍ରଭାତ ରଞ୍ଜନ
Read More...

ମୋଦୀଙ୍କ ଜନ୍ମ ଦିନକୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ରୂପେ ପାଳିଲା ଜିଲ୍ଲା ଯୁବ କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୋଦୀଙ୍କ ଜନ୍ମ ଦିନକୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ରୁପେ ପାଳନ କରିଛି ଜିଲ୍ଲା ଯୁବ କଂଗ୍ରେସ । ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଦିନକୁ ଦିନ ଦେଶରେ ବେରୋଜଗାରଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୋଦୀଙ୍କ ସରକାର କେନ୍ଦ୍ର କ୍ଷମତାକୁ ଆସିବା
Read More...

ସାତମାଇଲ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ସାତମାଇଲ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଜାତୀୟ ରାଜପଥ ୫୭ର ସାତମାଇଲ ଛକ ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ
Read More...

ଓଡିଶା ସାହିତ୍ୟ ଏକାଡେମୀର ଅମୃତ ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ହୋଇଯାଇଛି । ରାଉରକେଲାର କୋଏଲନଗର ସ୍ଥିତ ଅବସର ଭବନ, ଭଂଜଭବନ ସ୍ଥିତ ଆଦର୍ଶ ସାହିତ୍ୟ ଘର, ପ୍ରଗତି ଉତ୍କଳ ସଂଘ ଓ ଛେଣ୍ଡ ସ୍ଥିତ
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୧୨୨କୁ ବୃଦ୍ଧି ପାଇଛି । ଭଦ୍ରକ, କଟକ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି
Read More...