Daily Archives

ପୋଲିସ ହାତରେ ଧରାପଡିଲେ ମୋବାଇଲ ଲୁଟେରା ଗ୍ୟାଙ୍ଗ, ୮ ଗିରଫ

ଟିଟିଲାଗଡ, (ଗୌରବ ଦର୍ଜୀ) : ଦିନକୁ ଦିନ ଟିଟିଲାଗଡ ସହରରେ ଲୁଟେରା ଗ୍ୟାଙ୍ଗର ରାଜ୍‌ ବଢି ଚାଲିଥିବା ବେଳେ ଆଜି ଏକ ଏକ ଲୁଟେରା ଗ୍ୟାଙ୍ଗକୁ କାବୁ କରିବାରେ ଟିଟିଲାଗଡ଼ ପୋଲିସକୁ ବଡ ସଫଳତା ମିଳିଛି । ଏଥିରେ ୮ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୬ ଟି ମୋବାଇଲ ଫୋନ୍, ଚାରୋଟି ବାଇକ,
Read More...

ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରଭାରୀ ନିଯୁକ୍ତ : ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ୨୦୨୨ ନିମନ୍ତେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଜେପି ନିର୍ବାଚନ ପ୍ରଭାରୀ ନିଯୁକ୍ତ କରିଛି । ଜନସଂଖ୍ୟା ଦୃଷ୍ଟିରୁ ଦେଶର ବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶ (ୟୁପି) ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ
Read More...

ମହିଳା ଶକ୍ତିର ବଡ ବିଜୟ, ମହିଳାମାନଙ୍କୁ ଏନଡିଏରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ : ସୁପ୍ରିମକୋର୍ଟରେ କେନ୍ଦ୍ର…

ନୂଆଦିଲ୍ଲୀ : ମହିଳାମାନଙ୍କ ପାଇଁ ଏହା ଏକ ବଡ଼ ବିଜୟ। ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରି କେନ୍ଦ୍ର ସରକାର ମହିଳାମାନଙ୍କୁ ସଶସ୍ତ୍ର ବାହିନୀରେ ସ୍ଥାୟୀ ଆୟୋଗ ପାଇଁ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ପ୍ରବେଶ କରିବାକୁ ଅନୁମତି ଦେଇଛନ୍ତି । କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ ଏହି ସୂଚନା ଦେଇଛି ।
Read More...

ୟୁନିସେଫ୍ ସଂସ୍ଥା ତରଫରୁ ବରଗଡ ଜିଲ୍ଲାର ବିକଳ୍ପ ଶିକ୍ଷା କାର୍ଯ୍ୟକ୍ରମ ପରିଦର୍ଶନ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଅନ୍ତର୍ଜାତୀୟ ସଂସ୍ଥା ୟୁନିସେଫ୍ ଟିମ୍ ତରଫରୁ ଗତକାଲି ବରଗଡ ଜିଲ୍ଲାର ବିକଳ୍ପ ଶିକ୍ଷା କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ ।ବରଗଡ ଜିଲ୍ଲାର ଗାଏସିମା ଏବଂ ଭଟଲି ଗ୍ରାମକୁ ଯାଇ ବିକଳ୍ପ ଶିକ୍ଷା କାର୍ଯ୍ୟକ୍ରମକୁ ପରିଦର୍ଶନ କରିଥିଲେ । ଦୁଇଟି ସର୍ବୋତ୍ତମ
Read More...

ଆରପାରିରେ ଅକ୍ଷୟ କୁମାରଙ୍କ ମାଆ ଅରୁଣା ଭାଟିଆ

ମୁମ୍ବାଇ : ଆଜି ସକାଳେ ଅକ୍ଷୟ କୁମାରଙ୍କ ମାଆ ଅରୁଣା ଭାଟିଆଙ୍କ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ଏହି ଖବର ବିଷୟରେ ଅକ୍ଷୟ କୁମାର ସୋସିଆଲ ମିଡିଆରେ ସୂଚନା ପ୍ରଦାନ କରିଛନ୍ତି । କିଛି ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି
Read More...

ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟକ ହେଲେ ଟ୍ରାଫିକ୍‌ ହାବିଲ୍‌ଦାର୍‌ ଜୟନ୍ତୀ ସୁନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟକ ହୋଇଛନ୍ତି ଟ୍ରାଫିକ୍‌ ହାବିଲ୍‌ଦାର୍‌ ଜୟନ୍ତୀ ସୁନା । ସୂଚନା ଅନୁସାରେ ଲୋଇସିଂହା ବ୍ଲକ ବବ୍‌ଜା ଗ୍ରାମର ମଳୟ ପ୍ରଧାନ କୌଣସି କାମରେ ବଲାଙ୍ଗିର ସହରକୁ ଆସିଥିବା ବେଳେ ସ୍ଥାନୀୟ କଚେରୀ ଛକରେ ଏକ ଚାରି ଚକିଆ ଯାନ ତାଙ୍କୁ
Read More...

ସ୍ପଷ୍ଟୀକରଣ ରଖିଲେ ସୁମନ ନନ୍ଦ : ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୁଁ କୌଣସି ମନ୍ତବ୍ୟ ଦେଇନାହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ତା ୬/୦୯/୨୦୨୧ ପୂର୍ବାହ୍ନରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ରିଡିଂ ରୁମରେ ଏକ୍ସ କାଉନସିଲ ମେମ୍ବର ତଥା ଏକ୍ସ ଏକ୍‌ଜିକ୍ୟୁଟିଭ୍‌ ମେମ୍ବରଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଏକ୍ସ କାଉନ୍‌ସିଲ୍‌ ମେମ୍ବର ତଥା ବିଜୁ ଛାତ୍ର
Read More...

ପାଟଣାଗଡ ବ୍ଲକରେ ଚାଷୀ ଆତ୍ମହତ୍ୟା, ଜିଲ୍ଲା କଂଗ୍ରେସର ଅନୁମାନ ହେଲା ସତ୍ୟ, ସରକାର କିଛିି ଠୋସ୍‌ ପଦକ୍ଷେପ ନ ନେଲେ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟି ଯୋଗୁଁ ମରୁଡି ଆଶଙ୍କା କରାଯାଉଥିଲା । ଏହାର ପ୍ରତିକାର ପାଇଁ ସରକାର କୌଣସି ପଦକ୍ଷେପ ନ ନେବା ଯୋଗୁଁ ଅଗଷ୍ଟ ମାସ ଶେଷ ସପ୍ତାହ ସୁଦ୍ଧା ସମସ୍ତ ଅଂଚଳ ଗଜା ମରୁଡି ଦ୍ୱାରା କବଳିତ ହେଲାଣି । ଆଶଙ୍କା ମୁତାବକ ଜିଲ୍ଲାରେ
Read More...

ଭିଭିଜିଲାନ୍ସ ଜାଲରେ ପଡିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ଭୋଇ

ପାଟଣାଗଡ, (ଗୋରେଖନାଥ ବରିହା) : ଭିଜିଲାନ୍ସ ଜାଲରେ ପଡିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ଭୋଇ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ପିଇଓ ବିଶ୍ୱମ୍ବର ଭୋଇଙ୍କ ଘରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌,ସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦୭୦ ଜଣକୁ ବୃଦ୍ଧି ପାଇଛି ।ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲ୍ଲାରୁ ୨ଜଣ ଲେଖାଏଁ
Read More...