Daily Archives

ପଥରରେ ତିଆରି ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ରଙ୍କ ବିଗ୍ରହ : ସ୍ୱପ୍ନାଦେଶ ପରେ ମାଟି ଖୋଲିବାରୁ ବାହାରିଥିଲେ ଶ୍ରୀଜୀଉ

ତୁଷୁରା, (ଅଜିତ କୁମାର ସାହୁ) : ପୁରୀ ଶ୍ରୀକ୍ଷେତ୍ରଠାରୁ ଆରମ୍ଭ କରି ରାଜ୍ୟରେ ଥିବା ଛୋଟ ବଡ଼ ସବୁ ଜଗନ୍ନାଥ ମନ୍ଦିରରେ କାଠରେ ତିଆରି ମୂର୍ତି ପୂଜା ପାଉଥିବା ଦେଖିବାକୁ ମିଳିଥାଏ । କିନ୍ତୁ ପଥରରେ ତିଆରି ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ରଙ୍କ ବିଗ୍ରହ ପୂଜା ପାଇବା ଅତ୍ୟନ୍ତ ବରିଳ । ତେବେ
Read More...

ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ୱାରା କୋଭିଡ୍‌ ବୁଲେଟିନ୍‌ ପ୍ରଦାନ : କୋଭିଡ୍‌ ଗାଇଡ୍‌ ଲାଇନ୍‌ ମାନି ଚଳିବାକୁ ପରାମର୍ଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଚଞ୍ଚଳ ରାଣା କୋଭିଡ୍‌ ବୁଲେଟିନ୍‌ ପ୍ରଦାନ କରିଛନ୍ତି । ସେ କହିଛନ୍ତି, କୋଭିଡ୍‌ ସଂକ୍ରମଣ ଓଡ଼ିଶାରେ କମିବାରେ ଲାଗିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଅନେକ ମାତ୍ରାରେ ସଂକ୍ରମଣ କମିଛି । କିନ୍ତୁ
Read More...

ନୂଆଁଖାଇର ପ୍ରଥମ ସୋପାନ ରୋଗ ବାଗ ଦୂର ଲାଗି ରୁଗିବଲା ପର୍ବ ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇକୁ ବାକି ରହିଲା ଆଉ ମାତ୍ର ୪ ଦିନ । ଏଥିପାଇଁ ଗାଁ ଗହଳିରେ ଏବେଠାରୁ ଦେଖାଦେଲାଣି ଭିନ୍ନ ଏକ ଉଷ୍ମତା । ଘର ଦୁଆର ସଫାସୁତୁରା, ଲିପାପୋଛା ସାଙ୍ଗକୁ ଘର ଜିନିଷ ଧୁଆ ଧୋଇରେ ଲାଗି ପଡିଲେଣି ଲୋକେ । ପ୍ରାକ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୨୧ ଏବଂ ୱାର୍ଡ ନଂ.୨ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ସୋନପୁର ମହାବିଦ୍ୟାଳୟ ଓଡିଆ ବିଭାଗରେ ଛାତ୍ରୀଙ୍କ ସଫଳତା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସମ୍ବଲପୁର ବିଶ୍ଵବିଦ୍ୟାଳୟ ସ୍ନାତକ ପରୀକ୍ଷା ୨୦୨୧ରେ ସୋନପୁର ମହାବିଦ୍ୟାଳୟ ଓଡିଆ ସମ୍ମାନର ଛାତ୍ରୀ ଜ୍ୟୋତିର୍ମୟୀ ବାରିକ ନବମ ସ୍ଥାନ ହାସଲ କରି ମହାବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଛନ୍ତି । ସେ ଏହି ପରୀକ୍ଷାରେ ୮.୫ ଗ୍ରେଡ୍ ପଏଣ୍ଟ ପାଇଛନ୍ତି ।
Read More...

+୨ ରାଜନୀତି ବିଜ୍ଞାନ ଦ୍ଵିତୀୟ ବର୍ଷ ପୁସ୍ତକର ସଂଶୋଧନ ପାଇଁ ପାଇକମାଲ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ କପିଲ ମୁନି ଆଶ୍ରମର କେନ୍ଦ୍ରୀୟ ଆବାହକ ରବିନାରାୟଣ ସାହୁଙ୍କ ଆହ୍ୱାନରେ ପାଇକମାଲ ନୃସିଂହନାଥ ଧର୍ମଶାଳା ଠାରୁ ବ୍ଲକ୍ ପର୍ଯ୍ୟନ୍ତ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବାଲକୋ ଆନ୍ଦୋଳନର ମିଥ୍ୟା
Read More...

ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ପ୍ରମୋଦ ଭଗତଙ୍କ ପାଇଁ ୬କୋଟି ପୁରସ୍କାର ସହ ଗୁପ୍ର ‘ଏ’…

ବରଗଡ, (ନିରୋଜ କୁମାର ପାଣୀ) : ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ପ୍ରମୋଦ ଭଗତଙ୍କ ପାଇଁ ୬କୋଟି ପୁରସ୍କାର ସହ ଗୁପ୍ର 'ଏ' ସରକାରୀ ଚାକିରି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସୂଚନା ଯୋଗ୍ୟ ଯେ, ଜାପାନର ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ
Read More...

ଗଛ ଲଗାନ୍ତୁ, ଧୂଆଁ ବିହୀନ ଯାନ ବ୍ୟବହାର କରି ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ ପାଆନ୍ତୁ : ହୃଷୀକେଶ ପାଢୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବୋଳକଣା ଗ୍ରାମର ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ତା୦୭/୦୯/୨୦୨୧ରିଖ ଦିନ ଆନ୍ତର୍ଜାତୀୟ ''ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ'' ଦିବସ ପାଳନ କରାଯାଇଛି । ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରକୃତିବନ୍ଧୁ ଆଇନଜୀବୀ
Read More...

ପିଏଚ୍‌ଡି ଏବଂ ମାଷ୍ଟର ଡିଗ୍ରୀର କୌଣସି ମୂଲ୍ୟ ନାହିଁ : ତାଲିବାନର ନୂତନ ଶିକ୍ଷା ମନ୍ତ୍ରୀଙ୍କ ବିବୃତ୍ତି

କାବୁଲ : ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ପାଇଁ ଏକ ମାସ ପୂର୍ଣ୍ଣ ହୋଇନାହିଁ, ଏହି ସମୟରେ ମଙ୍ଗଳବାର ଦିନ ଏକ ନୂତନ କ୍ୟାବିନେଟ ଘୋଷଣା କରାଯାଇଛି, ଯାହା ଅଧୀନରେ ସରକାର ଆଫଗାନିସ୍ତାନରେ ଚାଲିବେ । ତାଲିବାନର ସର୍ବୋଚ୍ଚ ନେତା ହେବତୁଲ୍ଲାହ ଅଖୁଂଦଜାଦା ଅଗଷ୍ଟ ୧୫ ରେ କାବୁଲକୁ କାବୁ
Read More...

ବରଗଡ଼ ଜିଲ୍ଲାରେ ପନିପରିବା ଚାଷୀ ଅଭାବି ବିକ୍ରୀର ଶିକାର : ମାଗଣାରେ ବାଣ୍ଟିଲେ ପରିବା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କୃଷି ପ୍ରଧାନ ବରଗଡ଼ ଜିଲ୍ଲାରେ ପନିପରିବା ଚାଷୀଙ୍କ ପାଇଁ ଏ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ବଜାର ହୋଇ ପାରି ନଥିବା ବେଳେ ସାଇତି ରଖିବା ପାଇଁ କୋଲ୍ଡ ଷ୍ଟୋରେଜର ବ୍ୟବସ୍ଥା ହୋଇପାରିନାହିଁ । ଫଳରେ ବରଗଡ଼ ଜିଲ୍ଲାର ପନିପରିବା ଚାଷୀ ବେପାରୀଙ୍କୁ କମ୍ ଦରରେ
Read More...