Daily Archives

ବୃକ୍ଷ ହିଁ ମାନବ ଜାତିର ଆଦିମ ଗୁରୁ : ପ୍ରକୃତି ପ୍ରେମୀ ହୃଷୀକେଶ ପାଢୀ

ଡେଲାଙ୍ଗ : ( ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବୋଳକଣାଗ୍ରାମରେ ଗଢି ଉଠିଥିବା ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ଗ୍ରାମର ଆରାଧ୍ୟଦେବ ଇଶାଣେଶ୍ୱର ଦେବଙ୍କ ପ୍ରାଙ୍ଗଣରେ ଥିବା ବହୁ ପୁରାତନ ବକୁଳବୃକ୍ଷ, ବେଲବୃକ୍ଷ, ଅଁଳାବୃକ୍ଷ ପୂଜନ ଉତ୍ସବ କରାଯାଇ ଅଛି ।
Read More...