ମେଡିକାଲ କଲେଜର ଦାବୀ, ଭାରତୀୟ ଟୀକା ଉଭୟ ଡୋଜ୍ ନେବା ପରେ ୯୭% ଲୋକଙ୍କଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି
ଲକ୍ଷ୍ନୌ : ଭାରତୀୟ କୋଭିଡ଼ ଟୀକାକୁ ନେଇ ଏକ ଉତ୍ତ୍ସାହଜନକ ଖବର ସାମ୍ନାକୁ ଆସିଛି । ଲକ୍ଷ୍ନୌ ମେଡ଼ିକାଲ କଲେଜ ଏକ ଗବେଷଣାକୁ ଆଧାର କରି କହିଛି ଯେ, ଭୋତରୟ କୋଭିଡ଼ ଟୀକା ଆଣ୍ଟିବଡି ସୃଷ୍ଟି କରିବା ଦିଗରେ ବିଶେଷ ସଫଳତା ହାସଲ କରିଛି । ଭାରତୀୟ କୋଭିଡ଼ ଟୀକା କେତେଦୂର ପ୍ରଭାବଶାଳୀ!-->…
Read More...
Read More...