Daily Archives

ଛତ୍ରପୁରରେ ସୈନିକ ସ୍କୁଲ ପ୍ରତିଷ୍ଠା ନେଇ ଅନୁରୋଧ

ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଜେପି ଲିଗାଲ ସେଲ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ଼ି) : ଗଞ୍ଜାମଜିଲ୍ଲା ସଦରମହକୁମା ଛତ୍ରପୁର ଠାରେ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭାଜପା ଲିଗାଲ ସେଲ ପକ୍ଷରୁ ଅନୁରୋଧ
Read More...

ଆଜିଠୁ ଖୋଲିଲା ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜିଠୁ ଖୋଲିଲା ଲିଙ୍ଗରାଜ ମନ୍ଦିର । ଭକ୍ତମାନେ କୋଭିଡ୍ ଗାଇଡଲାଇନ ମାନି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ମନ୍ଦିର ସିଂହଦ୍ୱାର ନିକଟରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ
Read More...

ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲା : ଆଜି ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମ୍‌ବ୍ରାଞ୍ଚ

ପାରଳାଖେମୁଣ୍ଡି : ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଆଜି ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମ୍‌ବ୍ରାଞ୍ଚ । ଜେରା ପରେ ଦ୍ୟାଭାରତୀଙ୍କ ବୟାନ ରେକର୍ଡ କରାଯିବ । କ୍ରାଇମ୍‌ ଏଗେନ୍‌ଷ୍ଟ ଓ୍ୱିମେନ୍ ଓ୍ୱିଙ୍ଗର ଦୁଇ ଜଣ ମହିଳା ଅଧିକାରୀ ଜେରାରେ ସାହାଯ୍ୟ କରିବା ପାଇଁ ସାମିଲ ହେବେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୩ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦୨୨ଜଣକୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଜଗତସିଂହପୁର ଓ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୭୧୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨୫ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୧୫୯ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୨୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୯୭ ଜଣ ଆଂଚଳିକ
Read More...

ଅର୍ଚ୍ଚନା ପାଢୀଙ୍କ ଇନ୍‌ଷ୍ଟାଗ୍ରାମରେ ୧ଲକ୍ଷ ଫଲୋଅର୍‌ସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ଓଡିଶାରେ ସଙ୍ଗୀତ ମାଧ୍ୟମରେ ଚର୍ଚ୍ଚାରେ ରହିଥିବା ଅର୍ଚ୍ଚନା ପାଢୀଙ୍କ ଇନ୍‌ଷ୍ଟାଗ୍ରାମରେ ୧ ଲକ୍ଷ ଫୋଲୋଅର୍‌ସ୍‌ । ବଲାଙ୍ଗିର ମାଟିରୁ ନିଜ ସଙ୍ଗୀତକୁ ଆରମ୍ଭ କରିଥିବା ଅର୍ଚ୍ଚନା ଏବେ ସାରା ଓଡିଶାରେ ଚର୍ଚ୍ଚାରେ, ଯାହା ବଲାଙ୍ଗିର ମାଟି ପାଇଁ ଗର୍ବ ଓ
Read More...

ଆତ୍ମ ବିଶ୍ୱାସ ଦ୍ୱାରା ସବୁ ସମ୍ଭବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆତ୍ମ ବିଶ୍ୱାସ, ଆତ୍ମ ନିର୍ଭରତା, ଆତ୍ମବଳ ଦ୍ଵାରା ସବୁ ସମ୍ଭବ ଅଟେ ବୋଲି ବରଗଡ଼ ସାଂସଦ ସୁରେଶ ପୂଜାରୀ ଇଣ୍ଡିଆନ୍ ବିୟୁଟି ଏସୋସିଏସନ୍‌ ଦ୍ଵାରା ଆୟୋଜିତ ଏକ ପ୍ରଶିକ୍ଷଣ ଶିବିରକୁ ଉଦ୍‌ଘାଟନ କରିଥିଲେ । ବରଗଡ଼ ମିଳନ ମଣ୍ଡପଠାରେ ଆୟୋଜିତ ଶିବିରରେ ସାଂସଦ
Read More...

ମଲାଡ଼ ପଞ୍ଚାୟତରେ ମେଗା ଉଦ୍‌ଘାଟନ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତ ମେଗା ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୁଶପଲ୍ଲୀ ଗ୍ରାମରେ କଲ୍ୟାଣ ମଣ୍ଡପ ଓ ପାଣିବନ୍ଧ ଗ୍ରାମରେ ବ୍ୟାୟାମଶାଳା ଓ ମିଶନଶକ୍ତି ଗୃହ, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କ୍ୱାଟର
Read More...

ଦୁର୍ଗାପୂଜା ଉପଲକ୍ଷେ ମାଟି ପୂଜନୋତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସିମେଣ୍ଟ ନଗର ସ୍ଥିତ ଦୁର୍ଗାପୂଜା କମିଟି ପକ୍ଷରୁ ଆଗାମୀ ଶାରଦୀୟ ପୂଜା ଉପଲକ୍ଷେ ମା'ଙ୍କ ମୃଣ୍ମୟ ମୂର୍ତ୍ତି ପାଇଁ ମାଟି ପୂଜନୋତ୍ସବ ଗତକାଲି ଶ୍ରୀ ଶ୍ରୀ ସିଦ୍ଧେଶ୍ୱରୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ପୂଜକ କୁଳମଣି
Read More...

ପାନୀୟଜଳ ଟ୍ୟାଙ୍କରେ ନର୍ଦ୍ଧମାଜଳ ପ୍ରବାହିତ ହେଉଥିବା ଅଭିଯୋଗ ଆଣିଲେ ଶାନ୍ତିନଗରବାସୀ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରର ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ଶାନ୍ତିନଗର ଅଞ୍ଚଳରେ ଏକ ପାଣିଟାଙ୍କି ରହିଛି । ସାହେବଜେନାପଲ୍ଲୀ ଗ୍ରାମକୁ ଯାଇଥିବା ରାସ୍ତାପାର୍ଶ୍ଵରେ ଏକ ଭୂମିସଂଲଗ୍ନ ଏହି ପାଣିଟାଙ୍କି ବହୁ ବର୍ଷହେଲା ନିର୍ମାଣ ହୋଇଛି
Read More...