Monthly Archives

August 2021

ଅନିର୍ଦ୍ଦିଷ୍ଟ କାଳ ପାଇଁ ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟକୁ ସିଲ୍ କଲା ବିଏମସି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଅନିର୍ଦ୍ଦିଷ୍ଟ କାଳ ପାଇଁ ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟକୁ ସିଲ୍ କରିଛି ବିଏମ୍‌ସି । ସଟ୍‌ଡାଉନରେ ମାଛ ଦୋକାନ ଓ ଗୋଦାମ ଖୋଲି ବେପାର ଚଳାଇଥିବାରୁ ମୋଟା ଅଙ୍କର ଫାଇନ ଲଗାଇବା ସହ ପୁରା ୪ ନମ୍ବର ମାଛ ମାର୍କେଟକୁ ସିଲଖ କରିଛି ବିଏମ୍‌ସି ।
Read More...

ଗୁଜୁରାଟୀ ଝିଅଙ୍କ ଗଞ୍ଜାମ ଶ୍ରମିକ ପୁଅ ସହ ପ୍ରେମ : ପ୍ରେମ ପରେ ଧୋକାବାଜି, ପ୍ରେମିକା ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଲଭ ସେକ୍ସ ଓ ଧୋକ୍କାର କରୁଣ ପରିସ୍ଥିତି । ନ୍ୟାୟ ପାଇବା ପାଇଁ ସୁରଟରୁ ଟ୍ରେନ ଯୋଗେ ଓଡିଶା ଆସି ରେଳବାଇ ପୋଲିସର ସହଯୋଗ ନେଇ ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି, ସୁରଟର ତରୁଣୀ ମମତା ବେନ୍ । କଥାଟା ବାସ୍ତବିକ ଯେତିକି ନିଆରା ସେତିକି ସୁରଟର
Read More...

ସର୍ପାଘାତରେ ମୃତ ପରିବାରକୁ ମିଳିବ ସରକାରୀ ସହାୟତା

ନୂଆପଡା : ନୂଆପଡା ଜିଲ୍ଲା କୋମନା ଥାନା ଦେଓହର୍ଦା ପଞ୍ଚାୟତ ଙ୍କୁଞ୍ଜଳପଡା ଗାଁର କଦମ୍ବ ନାଗଙ୍କ ସ୍ତ୍ରୀ ଉଷାଦେଇ, ଝିଅ ପୁଷ୍ପାଞ୍ଜଳି ନାଗ ଓ ପୁଅ ଧନୀରାମ ନାଗଙ୍କୁ ନେଇ ତାଙ୍କ ପରିବାର । ସୂଚନା ଅନୁସାରେ ଜମି ବାଡ଼ି କହିଲେ କିଛି ନାହିଁ । କୁଲି ମଜୁରି କରି ପରିବାର ପ୍ରତି ପୋଷଣ କରନ୍ତି
Read More...

ଓଡିଶା ଷ୍ଟାଫ ସିଲେକ୍ସନ କମିସନରେ ମହା ଦୁର୍ନୀତିରେ ଛାତ୍ର କଂଗ୍ରେସର ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନ

ଅନୁଗୋଳ : ଓଡିଶା ଷ୍ଟାଫ ସିଲେକ୍ସନରେ ହୋଇଥିବା ମହା ଦୁର୍ନୀତି ପ୍ରତିବାଦରେ ଓଡିଶା ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ଆହ୍ଵାନ କ୍ରମେ ଜିଲ୍ଲା ଛାତ୍ର କଂଗ୍ରେସ ପ୍ରଭାରୀ ବିଭୁପ୍ରସାଦ ଜେନାଙ୍କ ଉପସ୍ଥିତିରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିଶ୍ୱରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ଵରେ
Read More...

ଆଲମାରୀ ବୋଝେଇ ଗାଡ଼ିରୁ ବାହରିଲା ୮୦ ଲକ୍ଷ ଟଙ୍କାର ଗଞ୍ଜେଇ

କୋରାପୁଟ : ଆଲମାରୀ ବୋଝେଇ ଗାଡ଼ିରୁ ବାହରିଲା ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ବାଡେଲ ଅଞ୍ଚଳରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ଲମତାପୁଟ ଠାରୁ ୪ କିଲୋମିଟର ଦୂର ଚାଙ୍ଗୁଡ଼ିପଡା ଛକ
Read More...

ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ : ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନରେ ନିଯୁକ୍ତି ପାଇଁ ଚାଲିଥିବା ଦୁର୍ନିତୀର ପ୍ରତିବାଦରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇ ରାଜ୍ୟ ସରକାରଙ୍କ
Read More...

ଧୁବେଇ ମେର୍ଲ୍ଲୀଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ କଛାରପାଲିର ଧୁବେଇ ମେର୍ଲ୍ଲୀଙ୍କ ଶନିବାର ସକାଳରେ ପରଲୋକ ହୋଇଯାଇଛି । ତାଙ୍କର ଗୋଟିଏ ଝିଅ ଓ ଦୁଇଟି ପୁଅ ସଂକୀର୍ତ୍ତନ ଓ ରବୀନ୍ଦ୍ର । ସେ ଦୀର୍ଘ ଦିନ ହେଲା ରୋଗରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ କିନ୍ତୁ ଶନିବାର
Read More...

ସଚିବଙ୍କ ସୁନ୍ଦରଗଡ ଜିଲ୍ଲା ଗସ୍ତ : ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ସୁନ୍ଦରଗଡ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନ୍, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଶ୍ରୀ ଆର.
Read More...

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୬୯ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୪୩୫ କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧ଜଣ, କଟକ ଜିଲ୍ଲାରୁ ୧୩ଜଣ, ସମ୍ବଲପୁର ଜିଲ୍ଲାରୁ ୮ ଜଣ, ସୁନ୍ଦରଗଡ଼ ଓ
Read More...

ଭିଜିଲାନ୍ସ ଜାଲରେ ପଡିଲେ ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ

ନୂଆପଡା : ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ । ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ଶ୍ରୀ ଧଳ ୨ ଲକ୍ଷ ୭୭ ହଜାର ଟଙ୍କା ନେଇ ସରକାରୀ ଗାଡ଼ିରେ କଟକ ଯାଉଥିବା ବେଳେ ହଠାତ
Read More...