Monthly Archives

August 2021

ଜର୍ନାଲିଷ୍ଟ ଏସୋସିଏସନ୍ ଅଫ ବରଗଡ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଜର୍ନାଲିଷ୍ଟ ଏସୋସିଏସନ୍ ଅଫ ବରଗଡ(ଜାବ) ପକ୍ଷରୁ ବରଗଡ ସହର ସନ୍ନିକଟ ପବିତ୍ର ପୀଠ ସ୍ଥଳୀ ମା' ବୈଷ୍ଣୋଦେବୀ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜାବର ସଭାପତି ରବି ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେରେ
Read More...

ଅଜଣା ଗାଡି ଧକ୍କାରେ ବୃଦ୍ଧ ଗୁରୁତର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଜାତୀୟ ରାଜପଥ ଜାମପଦର ଛକ ଠାରେ ଏକ ଅଜଣା ଗାଡି ଧକ୍କାରେ ମହଗାଁର ଜଳନ୍ଧର ରଣା(୬୦) ଆହତ ହୋଇଛନ୍ତି । ସେ ସଇଁନ୍ତଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗାଡିଟି ବୃଦ୍ଧଙ୍କୁ ଧକ୍କା ଦେଇ ଫେରାର ମାରି ଥିବା ଜଣାପଡିଛି ।
Read More...

କୋଷ୍ଠା ସେବା ସମବାୟ ସମିତି ପୁରସ୍କୃତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରପାଲି ସଦର ମହକୁମାରେ ଥିବା କୋଷ୍ଠା ସେବା ସମବାୟ ସମିତିକୁ ରାଜ୍ୟ ସରକାରଙ୍କ ବୟନ ଶିଳ୍ପ ବିଭାଗ ପକ୍ଷରୁ ପୁରସ୍କୃତ କରାଯାଇଛି । ସମିତିର ଉତ୍ତମ କାର୍ଯ୍ୟ ଶୈଳୀ ତଥା ନୂତନ ବୁଣାକାର ଭାଇ ଭଉଣୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନରେ ସଫଳତା
Read More...

ଗଣେଶ ଉତ୍ସବ ପାଳନ ଉପରେ କଟକଣା : ବିଜେପି ବିଧାୟକଙ୍କ ଅଭିଯୋଗ, ମୁମ୍ବାଇର ପରିସ୍ଥିତି ବଙ୍ଗଳା ଭଳି ହେଲାଣି

ମୁମ୍ବାଇ : ଭାରତୀୟ ଜନତା ପାର୍ଟିର ବିଧାୟକ ନୀତେଶ ରାଣେ କହିଛନ୍ତି ଯେ, ମୁମ୍ବାଇର ପରିସ୍ଥିତି ପଶ୍ଚିମବଙ୍ଗର ଅବସ୍ଥା ସହିତ ସମାନ, ଯେଉଁଠାରେ ଦୁର୍ଗା ପୂଜା ପର୍ବ ନିଷେଧ କରାଯାଇଥିଲା । ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ନୂତନ ନିୟମ ଅନୁଯାୟୀ ଗଣେଶ ଉତ୍ସବ ମଣ୍ଡଳଙ୍କ ପାଇଁ ଏହି ପର୍ବ
Read More...

କମାଣ୍ଡାଣ୍ଟ ଝିଅଙ୍କୁ ସେଲ୍ୟୁଟ୍‌ କଲେ ଇନ୍ସପେକ୍ଟର ପିତା

ମୁସୁରୀ : ବାପାଙ୍କ ପାଇଁ ତାଙ୍କ ବିଭାଗର ଜଣେ ଅଧିକାରୀ ଭାବରେ ତାଙ୍କ ଝିଅ ପହଞ୍ଚିବା ଅପେକ୍ଷା ଅଧିକ ଗର୍ବର ମୁହୂର୍ତ୍ତ ଆଉ କିଛି ହୋଇପାରେନାହିଁ । ଏପରି ଏକ ଭାବପ୍ରବଣ ମୁହୂର୍ତ୍ତ ଆସିଲା, ଯେତେବେଳେ ମୁସୁରୀରେ ଅବସ୍ଥିତ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ଏକାଡେମୀରୁ ଦୁଇଜଣ
Read More...

ଆସନ୍ତା ୯,୧୦,୧୧ ତାରିଖରେ ବିଜେପି ପକ୍ଷରୁ ସବୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ଅନୁଷ୍ଠିତ ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରରେ ବିଜେପିର ଏକ ପ୍ରେସମିଟ୍ ଡକାଇଥିଲେ । ଏହି ବୈଠକରେ ଖୁବ୍ଧ ହୋଇ ବିଜେପି ନେତୃବର୍ଗ ଶାସକଦଳ ଓ ସରକାର ଉପରେ ବର୍ଷିଥିଲେ । ବିଜେଡି ନେତା ଓ କର୍ମୀମାନଙ୍କ ଦ୍ୱାରା ଦଳିତ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ,
Read More...

ବିଜୁ ମହିଳା ଜନତା ଦଳର ଜିଲ୍ଲା ସାଧାରଣ ସଂପାଦକ ଭାବେ ମନୋନୀତ ହେଲେ ବିଶିଷ୍ଟ ନାରୀ ନେତ୍ରୀ ଜୟନ୍ତୀ ବରିହା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅଧ୍ୟକ୍ଷା ତଥା ବିଶିଷ୍ଟ ବିଜେଡି ନେତ୍ରୀ ଶ୍ରୀମତୀ ଜୟନ୍ତୀ ବରିହା ବିଜୁ ମହିଳା ଜନତା ଦଳର ଜିଲ୍ଲା ସାଧାରଣ ସଂପାଦକ ଭାବେ ମନୋନୀତ ହୋଇଛନ୍ତି । ଶ୍ରୀମତୀ ବରିହା ବିଜୁ ମହିଳା ଜନତା ଦଳର ଜିଲ୍ଲା ସାଧାରଣ
Read More...

ସାନଟିକା ଖେଳପଡ଼ିଆ ଉନ୍ନତିକରଣରେ ବ୍ୟାପକ ଅନିୟମିତତା ଅଭିଯୋଗ

ଆଗଲପୁର, (କେପିଏନ୍‌ଏସ୍‌) : ରାଜ୍ୟ ତଥା କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରେ ଏହା ପ୍ରହସନ ପାଲଟିଥିବା ଦେଖିବାକୁ ମିଳିଛି । ଆଗଲପୁର ବ୍ଲକ ନଅଗାଁ(ଖ) ପଂଚାୟତ ସାନଟିକା ଗ୍ରାମରେ
Read More...

ବିଦ୍ୟାଳୟ ପାଇଲା ସ୍ଥାୟୀ ପ୍ରଧାନ ଶିକ୍ଷକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସରକାରଙ୍କ ନିର୍ଦ୍ଦେଶାନାମା ଅନୁସାରେ ୨୦୦୮ ମସିହାରୁ ଖୋଲାଯାଇ ଶିକ୍ଷାଦାନ କାର୍ଯ୍ୟକ୍ରମ ଚାଲୁଥିଲା । ଦୀର୍ଘ ୧୩ ବର୍ଷରୁ ଅଧିକ ବିତିଯାଇଥିଲେ ସୁଦ୍ଧା ବିଦ୍ୟାଳୟରେ ସ୍ଥାୟୀ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଦୁଇ ଦିବ୍ୟାଙ୍ଗଙ୍କୁ ମିଳିଲା ସରକାରୀ ଭତ୍ତା

ବରଗଡ, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଗରୀବ ଲୋକଙ୍କ ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଲୋକଙ୍କ ସଚେତନତା ଅଭାବରୁ ପ୍ରକୃତ ହିତାଧିକାରୀ ଏହାର ସୁବିଧା ସୁଯୋଗ ପାଇ ପାରୁନାହାନ୍ତି ।ଏମିତି କିଛି ଘଟଣା ଦେଖିବାକୁ ମିଳିଥିଲା ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ
Read More...