Monthly Archives

August 2021

ଲୁହା ବୋଝେଇ ଟ୍ରକ ଜବତ : ୨ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୋଲିସ ଛତିଶଗଡ଼ ସୀମାନ୍ତବର୍ତ୍ତି ଧଉରାଭଟା ଛକରେ ମୋଟର ଯାନ ଯାଞ୍ଚ କରୁଥିବା ବେଳେ ଟ୍ରକ CG07CC0312କୁ ଅଟକାଇ ଯାଞ୍ଚ କରିଥିଲେ । ଉକ୍ତ ଟ୍ରକରେ ୭ଟନ ଓଜନର ଲୁହା ଖଣ୍ଡ ଯାଉଥିଲା । ଟ୍ରକ ଡ୍ରାଇଭର କାଗଜପତ୍ର
Read More...

ମାଣ୍ତିଆଢିପା କ୍ଳଷ୍ଟର ସ୍ତରୀୟ କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ତିଆଢିପା କ୍ଲଷ୍ଟର ସ୍ତରୀୟ ଏକ ଦିବସୀୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର କର୍ମଶାଳା ବଇଦପାଲି ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୁଡାମଣି ବାରିକ ଯୋଗଦେଇ
Read More...

ଐତିହାସିକ ଗଞ୍ଜାମ ସହର ଏବଂ ପର୍ଯ୍ୟଟନ ସହର ରମ୍ଭା ସହରାଞ୍ଚଳ ପାଇଁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ନିମନ୍ତେ…

ମୁଖ୍ୟମନ୍ତ୍ରୀଙ୍କୁ ଛତ୍ରପୁର ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଐତିହାସିକ ଗଞ୍ଜାମ ସହର ପାଇଁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଅନୁମୋଦନ ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଅନୁରୋଧ କରାଯାଇଛି । ଏଥିପାଇଁ ଗଞ୍ଜାମ
Read More...

ଶିଶୁ ଶ୍ରୀ ଭ୍ରାମ୍ୟମାଣ ପାଠାଗାର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଡୋଲ ସିମେଣ୍ଟ ନଗର ସ୍ଥିତ ସାଧନା ମନ୍ଦିର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରଠାରେ ଶିଶୁ ଶ୍ରୀ ଭ୍ରାମ୍ୟମାଣ ପାଠାଗାରର ଏକ ଶିକ୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଠାଗାର ମୁଖ୍ୟ ଉଦ୍ୟୋକ୍ତା ରବିନାରାୟଣ ସାହୁଙ୍କ
Read More...

ଭାରତବର୍ଷର ଏକ ଅଗ୍ରଣୀ ଶିଳ୍ପାୟନର କ୍ଷେତ୍ର ଭାବେ ଗଞ୍ଜାମକୁ ସ୍ଥାନ ଦିଆଯିବ – ଅସୀତ ତ୍ରିପାଠୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତବର୍ଷର ଏକ ଅଗ୍ରଣୀ ଶିଳ୍ପାୟନର ଅଭିବୃଦ୍ଧି କ୍ଷେତ୍ର ଭାବେ ଗଞ୍ଜାମକୁ ସ୍ଥାନ ଦିଆଯିବ, ଏନେଇ ରାଜ୍ୟସରକାର ଏକ ଅଭିନବ ପ୍ରୟାସ ଜାରୀ ରଖିଛନ୍ତି । ଏଥିପାଇଁ ଆବଶ୍ୟକ ପରିମାଣରେ ପୁଞ୍ଜି ବିନିଯୋଗ କାରାଯାଇ ଗଞ୍ଜାମ ଜିଲ୍ଲାକୁ ବିକାଶୋନ୍ମୁଖୀ ଓ
Read More...

ଗଞ୍ଜାମ ଶିଳ୍ପାଞ୍ଚଳ ଅଭିବୃଦ୍ଧି ‘ଶିଳ୍ପର ଯତ୍ନ’ ସମ୍ପର୍କିତ ବୈଠକରେ ଅସୀତ ତ୍ରିପାଠୀଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଋଷିକୂଲ୍ୟା ) ସମ୍ମିଳନୀ କକ୍ଷଠାରେ ବୁଧବାର ଦିନ ଗଞ୍ଜାମ, ଗଜପତି, ନୟାଗଡ ଏବଂ କନ୍ଧମାଳ ଜିଲ୍ଲାର ଶିଳ୍ପାଞ୍ଚଳ ଅଭିବୃଦ୍ଧି ସକାଶେ ‘ଶିଳ୍ପର ଯତ୍ନ’ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ
Read More...

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦୭୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୦୬୮୨କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୨୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୫୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ପୁରୀ ଜିଲ୍ଲାପାଳଙ୍କ ଡେଲାଙ୍ଗ ବ୍ଲକ ପରିଦର୍ଶନ ଓ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଡେଲାଙ୍ଗ ବ୍ଲକ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର କାର୍ଯ୍ୟ ଗୁଡିକ ସମୀକ୍ଷା କରିଥିଲେ । ସର୍ବ ପ୍ରଥମେ ଜିଲ୍ଲାପାଳ ଶ୍ରୀବର୍ମା ହରିରାଜପୁର ପଂଚାୟତ ଅର୍ନ୍ତଗତ ଟାଙ୍ଗିଭଁସରଠାରେ ଥିବା ଅଙ୍ଗନୱାଡି
Read More...

ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିବତଲା ସ୍ଥିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଇକୋ କ୍ଲବ ଆନୁକୁଲ୍ୟରେ ସ୍କୁଲର ଅଧ୍ୟକ୍ଷ କୃପାସିନ୍ଧୁ ଯୋସିଙ୍କ ଅଧ୍ୟକ୍ଷତାରେ ଓ ଏଜୁକେସନ୍‌
Read More...

ମନ୍ତ୍ରୀ ଟୁକୁନୀଙ୍କ ସମ୍ବାଦିକ ସମ୍ମିଳନୀ

ତୁଷୁରାରେ ନିର୍ମାଣ ହେବ ବହୁମୁଖୀ ଷ୍ଟାଡିଅମ : ମନ୍ତ୍ରୀ ଟୁକୁନୀଡାକ୍ତରଖାନାର ବିକାଶ ଉପରେ ଗୁରୁତ୍ୱ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାରା ରାଜ୍ୟରେ କ୍ରୀଡାର ବିକାଶ ପାଇଁ ସମୁଦାୟ ୮୯ ଗୋଟି ବହୁମୁଖୀ ଷ୍ଟାଡିଅମ ନିର୍ମାଣ କରାଯିବ । ସେହି କ୍ରମରେ ବଲାଙ୍ଗିର ଜିଲ୍ଲା ତୁଷୁରାରେ ଏକ
Read More...