Monthly Archives

August 2021

ରାଜ୍ୟ ସମନ୍ୱିତ ପର୍ଯ୍ୟବେକ୍ଷକ ଦଳଙ୍କ ପାଇକମାଲ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସମନ୍ୱିତ ପର୍ଯ୍ୟବେକ୍ଷକ ଦଳର ଅଦୈତ କୁମାର ପ୍ରଧାନ ରାଜ୍ୟ କାର୍ଯ୍ୟକ୍ରମ ପରିଚାଳକ ଓଡ଼ିଶାଙ୍କ ଅଧ୍ୟକ୍ଷତାରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ଏହି ପର୍ଯ୍ୟବେକ୍ଷଣକାରୀ ଦଳରେ ଡା.
Read More...

ଖପ୍ରାଖୋଲରେ ନୂତନ ତହସିଲଦାରଙ୍କ ଯୋଗଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ତହସିଲ କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି ତହସିଲଦାର ପଦବୀ ଖାଲି ପଡିବା ପରେ କାଲି ନୂତନ ତହସିଲଦାର ଭାବେ ଆଦିତ୍ୟ କୁମାର ମିଶ୍ର ଯୋଗ ଦେଇଛନ୍ତି । ଭାରପ୍ରାପ୍ତ ତହସିଲଦାର ଧିରେଜ ପାତ୍ରଙ୍କ ଠାରୁ ନୂତନ ତହସିଲଦାର ଶ୍ରୀ ମିଶ୍ର ବୁଧବାର ଦିନ
Read More...

ଗୋ ଶ୍ରଦ୍ଧା ବୈଠକ ଅନୁଷ୍ଠିତ

-ସମସ୍ତଙ୍କ ମିଳିତ ସହଯୋଗ ଉପରେ ଗୁରୁତ୍ୱାରୋପ-ଆସନ୍ତା ତା ୧୬/୦୮/୨୧ଠାରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୋନପୁର ପୌରପରିଷଦ ଅଞ୍ଚଳରେ ରାସ୍ତା, ଛକ, ବଜାର ଇତ୍ୟାଦି ସ୍ଥାନରେ ବୁଲା ଗାଈଗୋରୁଙ୍କ ଅବାଧ ଯାତାୟାତ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୭ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୬୯୭କୁ ବୃଦ୍ଧି ପାଇଛି । ୬୭ କରୋନା ଆକ୍ରାନ୍ତଙ୍କ ମଧ୍ୟରେ କଟକ ଜିଲ୍ଲାରୁ ୧୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୧ଜଣ, ସମ୍ବଲପୁର ଜିଲ୍ଲାରୁ
Read More...

ଟେଲିବନ୍ଧ ଓ ବନ୍ଧା ପଥର ଅଞ୍ଚଳରେ ଅବକାରୀ ଚଢାଉ ୩୦ ଲିଟର ରନ୍ଧା ମଦ ଜବତ ସହ ୩ ଗିରଫ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଅବକାରୀ ପୋଲିସ ଦ୍ୱାରା ଚଢାଉ କରାଯାଇ ବେଆଇନ ରନ୍ଧା ମଦ କାରକାର କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିବା ସହିତ ୩୦ ଲିଟର ଦେଶୀ ମଦ ଜବତ କରାଯାଇଥିବା ଜଣାପଡିଛି । ସୂଚନା ମତେ ବୌଦ୍ଧ ଥାନା ତେଲିବନ୍ଧ ନିକଟସ୍ଥ ଆନନ୍ଦପୁର ଛକରୁ ବେଣୁ ମିର୍ଦ୍ଧା ନିକଟରୁ
Read More...

ବ୍ଲକ ସ୍ତରୀୟ ନିରନ୍ତର ଶିକ୍ଷଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନର କରୋନା ମହାମାରୀ ପରିସ୍ଥିତିରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ବରଗଡ଼ ଓ ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ, ବରଗଡ଼ର ମିଳିତ ଉଦ୍ୟମ କ୍ରମେ ନିରନ୍ତର ଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଛି । ଏହି
Read More...

ବିଦ୍ୟାଳୟ ଖୋଲିବା ପୂର୍ବରୁ ସତର୍କ ଘଣ୍ଟି : ଅନେକ ରାଜ୍ୟରେ ପିଲାମାନେ କରୋନା ପଜିଟିଭ୍ ହେଉଛନ୍ତି

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସଂକ୍ରମଣର ମନ୍ଥରତା ଦେଖି ରାଜ୍ୟଗୁଡ଼ିକ ବିଦ୍ୟାଳୟ ଖୋଲିବା ଆରମ୍ଭ କରିଛନ୍ତି । ବିହାର, ପଞ୍ଜାବ, ହରିୟାଣା, ଗୁଜୁରାଟ, ଉତ୍ତରପ୍ରଦେଶ, ଛତିଶଗଡ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ସରକାର ସିନିୟର ଶ୍ରେଣୀ ପାଇଁ ବିଦ୍ୟାଳୟ ଖୋଲିଛନ୍ତି । କାଁ ଭାଁ କେଉଁଠି
Read More...

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧୦୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୦୮୫୩ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୪୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୬୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ଚିକିତ୍ସା ପାଇଁ ପ୍ରତିମାଙ୍କୁ ମିଳିଲା ଆର୍ଥିକ ସହାୟତା

ପୁରୀ : ପୁରୀ ଜିଲ୍ଳା ପିପିଲି ଥାନା ଦାଣ୍ଡମୁକୁନ୍ଦପୁର ଗ୍ରାମର ବିରଜା ପଟ୍ଟନାୟକଙ୍କ ସ୍ତ୍ରୀ ପ୍ରତିମା ପଟ୍ଟନାୟକ ଜଣ୍ଡିସ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ଏକ ହସ୍ପିଟାଲ ଭର୍ତି ହୋଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଲିଭର ନଷ୍ଟ ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର ମାନେ
Read More...

ଗଞ୍ଜାମ ଜିଲ୍ଲା ମୃତ ଚାଷୀଙ୍କ ପରିବାରଙ୍କୁ ଭେଟିଲେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ

ଗଞ୍ଜାମ, (ନିରୋଜ କୁମାର ପାଣୀ) : ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ବଉଳଝୋଳି ପଞ୍ଚାୟତର ୨୫ ବର୍ଷୀୟ ଚାଷୀ ଦାଶରଥି ବିଶୋଇ ମନୁଷ୍ୟକୃତ ଘାଇ କାରଣରୁ ଫସଲ ନଷ୍ଟ ହେଇାଥିବାରୁ ଚାଷ ଜମିରେ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି । ତେବେ ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ
Read More...