Monthly Archives

August 2021

+୨ କଳା ଓ ଧନ୍ଦାମୂଳକ ରେଜଲ୍ଟ ଆସନ୍ତାକାଲି ପ୍ରକାଶ ପାଇବ

ଭୁବନେଶ୍ୱର : +୨ କଳା ଓ ଧନ୍ଦାମୂଳକ ରେଜଲ୍ଟ ଆସନ୍ତାକାଲି ପ୍ରକାଶ ପାଇବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀମାନେ orissaresults.nic.in ଏହି ୱେବ୍‌ସାଇଟ୍‌କୁ ଯାଇ ରେଜଲ୍ଟ ଚେକ୍‌ କରିପାରିବେ ।
Read More...

ବିଶିଷ୍ଟ ଜ୍ୟୋତିଷ ବିଶାରଦ, କବିରାଜ ତଥା ସାଧକ ପଣ୍ଡିତ କାର୍ତ୍ତିକେଶ୍ଵର ରାୟଙ୍କ ଦେହାନ୍ତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ଚଙ୍ଗରିଆ ଗ୍ରାମ ବିଶିଷ୍ଟ ଜ୍ୟୋତିଷ ବିଶାରଦ କବିରାଜ ତଥା ସାଧକ ପଣ୍ଡିତ କାର୍ତ୍ତିକେଶ୍ଵର ରାୟ( ୬୭)ଙ୍କ ପରଲୋକ ହୋଇଯାଇଛି । ସ୍ଵର୍ଗତ ରାୟ ଜଣେ ଜ୍ୟୋତିଷ ବିଶାରଦ କବିରାଜ ତଥା ସାଧକ ପଣ୍ଡିତ ବୋଲି
Read More...

କର୍କଟ ରୋଗୀ ମହିଳାଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠରୁ ସହାୟତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ତହସିଲ ଅର୍ନ୍ତଗତ ଡେଲାଙ୍ଗ କୋଠବାଡ ପଂଚାୟତ ବେନୁପଡା ଗ୍ରାମର ୭୫ବର୍ଷର ବୃଦ୍ଧା ଶୋଭା ପ୍ରଧାନ ଆଜକୁ ୩ବର୍ଷ ହେବ ମୁଖ କର୍କଟ ରୋଗରେ ଗୁରୁତର ଆକ୍ରାନ୍ତରେ ପୀଡିତ ରହିଛନ୍ତି । ଅର୍ଥ ଅଭାବରୁ ପରିବାର ଲୋକେ ତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ
Read More...

ବଲାଙ୍ଗିର ମାଟି ପାଇଁ ଗର୍ବ ଓ ଗୌରବ : ସ୍ୱାଧୀନତା ଦିବସ ଉପଲକ୍ଷେ ଏସ୍‌ଆଇ ଶ୍ରୀକାନ୍ତ ସାହୁ ପାଇବେ ଉତ୍କର୍ଷ ସେବା ପଦକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟି ପାଇଁ ଗର୍ବ ଓ ଗୌରବ ସଦରଥାନା ଏସ୍‌ଆଇ ଶ୍ରୀକାନ୍ତ ସାହୁ । ସ୍ୱାଧୀନତା ଦିବସ ଉପଲକ୍ଷେ ସାରା ଦେଶରେ ୧୫୨ ପୋଲିସ ଅଧିକାରୀଙ୍କୁ ତଦନ୍ତ କ୍ଷେତ୍ରରେ ଉତ୍କର୍ଷ ସେବା ପଦକ ପ୍ରଦାନ କରାଯିବାକୁ ଥିବା ବେଳେ ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ୪ ଜଣ
Read More...

ଗାଇସିଲାଟ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ରାଜିବ ଭବନ ଠାରେ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାରେ ଗାଇସିଲାଟ ବିଡିଓ ପ୍ରବୀଣ କୁମାର
Read More...

ବରଗଡରେ ନିର୍ମାଣ ହେବ କ୍ୟାନ୍ସର ହସ୍ପିଟାଲ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡରେ ନିର୍ମାଣ ହେବ କ୍ୟାନ୍ସର ହସ୍ପିଟାଲ । ବରଗଡ ଜିଲ୍ଲାର ଜନସାଧାରଣଙ୍କ ଅନେକ ଦିନର ଆଶା ପୂରଣ ହେବାକୁ ଯାଉଛି । ଜିଲ୍ଲାରେ ସବୁଠାରୁ ଅଧିକ ଲୋକ କେନସର ରୋଗରେ ପୀଡିତା ହୋଇ ମୃତ୍ୟୁବରଣ କରୁଛନ୍ତି । ତେଣୁ ବରଗଡବାସୀ ସବୁବେଳେ ଅନେକ ବର୍ଷରୁ ରାଜ୍ୟ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୭୫୭କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ବରଗଡରୁ ସର୍ବାଧିକ ୧୩ ଜଣ, କଟକ ଜିଲ୍ଲାରୁ ୧୧ଜଣ, ବଲାଙ୍ଗିରରୁ ୬ଜଣ, ଅନୁଗୁଳ,
Read More...

ସଇଁନ୍ତଲା ବ୍ଲକରେ ମରୁଡି ଆଶଙ୍କା : ଚିନ୍ତାରେ ଚାଷୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କଥାରେ ଅଛି ଚାଷ କାମ ଯାହାର କେଡ଼େ ସୁଖ ତାହାର ହେଲେ ବଲାଙ୍ଗିର ଜିଲ୍ଲାରେ ଦେଖା ଦେଇଛି ବିପରୀତ । ବର୍ଷାର ଦେଖା ଦେଉନ ଥିବା ବେଳେ ଚିନ୍ତାରେ ଚାଷୀ ଭାଙ୍ଗି ପଡିଥିବା ସୂଚନା ମିଳିଛି । ଜିଲ୍ଲାର ସଇଁନ୍ତଲା ବ୍ଳକର ୨୨ଟି ପଞ୍ଚାୟତରେ କାଁ ଭାଁ ବର୍ଷା ଦେଖା
Read More...

ସ୍କୁଲ ଖୋଲିବା ପୂର୍ବରୁ ପିଲାଏ ପାଇବେ ତ’ ପୋଷାକ ?

ପ୍ରଥମରୁ ଅଷ୍ଟମରେ ପଢ଼ିବେ ୧୪୨ଟି ସ୍କୁଲର ୧୦୫୬୬ ଛାତ୍ରଛାତ୍ରୀପ୍ରଥମ ଓ ଅଷ୍ଟମ ଶିଶୁ ପାଇଁ ସମାନ ଅନୁଦାନର ପୋଷାକ ମାନକୁ ନେଇ ସନ୍ଦେହ ଦେଓଗାଁ, (ମନୀଷ କୁମାର ସାହୁ) : ଚଳିତ ଶିକ୍ଷା ବର୍ଷରେ ଦେଓଗାଁ ବ୍ଳକର ୬୨ଟି ପ୍ରାଥମିକ, ୬୭ଟି ଉଚ୍ଚ ପ୍ରାଥମିକ ଓ ୧୩ଟି ହାଇସ୍କୁଲ ମୋଟ ୧୪୨ଟି
Read More...

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧୯୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୦୮୦୯ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୯୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୯୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା
Read More...