Monthly Archives

August 2021

ବ୍ଲକ ସ୍ତରୀୟ ସୁନାମି ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ସମୁଦ୍ର ଉପକୂଳବର୍ତ୍ତୀ ଇଲାକାରେ ସୁନାମି ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ଅବସରରେ ଗତକାଲି ଗଞ୍ଜାମ ବ୍ଲକ ସଭା ଗୃହଠାରେ ସୁନାମି ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

୭୫ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ବାର୍ତ୍ତା

ନୂଆଦିଲ୍ଲୀ, (ପିଆଇବି) : ମୋର ପ୍ରିୟ ଦେଶବାସୀ,ନମସ୍କାର ! ଦେଶବିଦେଶରେ ରହୁଥିବା ସବୁ ଭାରତୀୟଙ୍କୁ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଅଭିନନ୍ଦନ । ଚଳିତବର୍ଷ ଆମେ ୭୫ତମ ସ୍ୱାଧୀତନା ଦିବସ ପାଳନ କରୁଥିବାରୁ ଏହି ଦିନଟିର ଗୁରୁତ୍ୱ ଆମ ପାଇଁ ସ୍ୱତନ୍ତ୍ର । ଏଥିପାଇଁ ଦେଶରେ ସ୍ୱାଧୀନତାର
Read More...

କଂଗ୍ରେସର କୌଣସି ଯୁବ ଛାତ୍ର ବିଜେଡିରେ ଯୋଗଦାନ କରିନାହାନ୍ତି : ନଗର କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ବର୍ତ୍ତମାନ ରାଜନୈତିକ ପରିସ୍ଥିତି ଓ ଘଟଣାବଳୀକୁ ଦେଖିଲେ ପ୍ରାୟତଃ ଯୁବକ ଓ ଛାତ୍ର ରାଜ୍ୟସରକାରଙ୍କ ଭୁଲ ଶିକ୍ଷାନୀତି, ଚାକିରିର ଅଭାବ ଯୋଗୁଁ ସରକାରଙ୍କ ଉପରେ ଘୋର ଅସନ୍ତୁଷ୍ଟରେ ଅଛନ୍ତି । ରାଜ୍ୟସାରା କଂଗ୍ରେସ ଦଳର ଛାତ୍ର ଓ
Read More...

ରାଜ୍ୟ ଓବିସି ସୁରକ୍ଷା ମଂଚର ବୈଠକ ଅନୁଷ୍ଠିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ଠାରେ ଓଡ଼ିଶା ରାଜ୍ୟ ଓବିସି ସୁରକ୍ଷା ମଞ୍ଚର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ଷଡ଼ାନନ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂପାଦକ ଡ଼. ବୀରେନ୍ଦ୍ର କୁମାର ବାଗ ଯାଦବ ଓ ବରିଷ୍ଠ ସଦସ୍ୟ ଏଡଭୋକେଟ୍ ଶଶିଭୂଷଣ
Read More...

ହୋଟେଲ ବ୍ୟବସାୟୀ ରାଜେନ୍ଦ୍ର ସାହୁଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନରେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ବଲାଙ୍ଗିରର ବିଶିଷ୍ଟ ହୋଟେଲ ବ୍ୟବସାୟୀ ସ୍ୱର୍ଗତ ଗୋପାଳ ସାହୁଙ୍କ ଅସୁସ୍ଥଥିବା ଜ୍ୟେଷ୍ଠ ପୁତ୍ର ରାଜେନ୍ଦ୍ର ସାହୁଙ୍କ କଂସାରିପଡା ସ୍ଥିତ ବାସଭବନକୁ ଯାଇ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।
Read More...

କନ୍ଧଉଲ୍‌ବା ଗାଁରେ କୋଭିଡ ଟୀକାକରଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମରୀକୁ ଦୃଷ୍ଟିରେ ରଖି ସରକାର ମାଗଣାରେ ଟୀକା ପ୍ରଦାନ କରୁଛନ୍ତି । କିନ୍ତୁ ପ୍ରଥମେ ଲୋକେ କୋଭିଡ ଟୀକା ନେବା ପାଇଁ ଭୟ କରୁଥିଲେ ହେଲେ ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କ ଲମ୍ବା ଲାଇନରେ ରହିବା ସହ ଭିଡ଼ ମଧ୍ୟ ଲାଗି ରହିଛି । ତେବେ ଆଜି
Read More...

ନବମ ଓ ଦଶମ ଶ୍ରେଣୀର ସେମିଷ୍ଟାର ଢାଞ୍ଚରେ ପରୀକ୍ଷା ପଦ୍ଧତିକୁ ଏଆଇଡିଏସ୍‌ଓର ବିରୋଧ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଏଆଇଡିଏସ୍‌ଓ ପକ୍ଷରୁ ସାରା ଓଡିଶା ଦାବୀ ଦିବସ ଉପଲକ୍ଷେ ଏଆଇଡିଏସ୍‌ଓ ବଲାଙ୍ଗିର ଜିଲ୍ଲା କମିଟି ତରଫରୁ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ପ୍ଲାଟିନିୟମ ଜୁବୁଲି ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଅଛି । ନବମ ଓ ଦଶମ ଶ୍ରେଣୀର ସେମିଷ୍ଟାର ଢାଞ୍ଚାର
Read More...

ସଇଁନ୍ତଲା କଂଗ୍ରେସ ପକ୍ଷରୁ ମରୁଡି ଘୋଷଣା ଦାବୀରେ ଆସନ୍ତା ସୋମବାର ତହସିଲ କାର୍ଯ୍ୟାଳୟ ଘେରାଉ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ବର୍ଷାର ଦେଖା ଦେଉନଥିବା ବେଳେ ଚିନ୍ତାରେ ଚାଷୀ ହତାଶ ହୋଇ ଭାଙ୍ଗି ପଡିଛି । ଯାହା ଫଳରେ ଆସନ୍ତା ସୋମବାର ଦିନ ବ୍ଳକ କିଷାନ କଂଗ୍ରେସ କମିଟି ପକ୍ଷରୁ ସଇଁନ୍ତଲା ବ୍ଳକକୁ ମରୁଡି ଘୋଷଣା ଦାବୀରେ ସ୍ଥାନୀୟ ତହସିଲ
Read More...

ସମାଜସେବୀ ତଥା ପୂର୍ବତନ ସରପଞ୍ଚ ଗୌରଚନ୍ଦ୍ର ସୁନାଙ୍କ ସ୍ମୃତି ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମାଜସେବୀ ତଥା ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ସ୍ୱର୍ଗତ ଗୌରଚନ୍ଦ୍ର ସୁନାଙ୍କର ସ୍ମୃତି ଦିବସ ଭୀମଭୋଇ ପାଠଶାଲା ମୁନେଇକେଲ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନଜୀବୀ ତଥା ସାମାଜିକ କର୍ମୀ
Read More...

ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ବଲାଙ୍ଗିର ସିଆର୍‌ପିଏଫ୍‌ ପକ୍ଷରୁ ‘ଫ୍ରିଡମ୍‌ ରନ୍‌’

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ବଲାଙ୍ଗିର ଶାନ୍ତିପଡ଼ା ସ୍ଥିତ ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍‌ ପକ୍ଷରୁ ୫ କିଲୋମିଟର ‘ଫ୍ରିଡମ୍‌ ରନ୍‌’ ଆୟୋଜିତ ହୋଇଯାଇଛି । ଆଜି ସକାଳ ୬ଟା୧୫ରୁ ୭ଟା ପର୍ଯ୍ୟନ୍ତ ପିଟି ରୁଟିନ୍‌ ଅନୁସାରେ ଏହି କାର୍ଯ୍ୟକ୍ରମ
Read More...