Monthly Archives

August 2021

ଅବସରପ୍ରାପ୍ତ ଲୋକ ସମ୍ପର୍କ ଓ ସୂଚନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାଧୀନତା ଦିବସ ପାଳନ ଅବସରରେ ପଦ୍ମପୁର ଉପଖଣ୍ଡ ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ୨୦୧୦ରେ ଶ୍ରୀ ପାଣିଗ୍ରାହୀ ପଦ୍ମପୁର ଉପଖଣ୍ଡର ଲୋକ ସମ୍ପର୍କ ଦାୟିତ୍ୱ ଗ୍ରହଣ
Read More...

ଡଙ୍ଗରପଡାରେ ଉତ୍କଳୀୟ ମହାବୀର କନ୍ଧ ବଳିଦାନ ମହୋତ୍ସବ ପାଳିତ

କନ୍ଧ ସମାଜର ବୀରତ୍ୱ ଗାଥାକୁ ମନେ ପକେଇବା ପାଇଁ ଆହ୍ୱାନ ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡା ଗାଁ ଠାରେ ଉତ୍କଳୀୟ କନ୍ଧ ସମାଜ ଓ ଆଭା ପକ୍ଷରୁ ଉତ୍କଳୀୟ ମହାବୀର କନ୍ଧ ବଳିଦାନ ମହୋତ୍ସବ ମହାସମାରୋହର ପାଳିତ ହୋଇଯାଇଛି । ଏହି ଅବସରରେ
Read More...

ଆମ୍ବୁଲାନ୍ସରେ ଶବ ନେଇ ଆସୁଥିବା ବେଳେ ଟ୍ରଲର ଧକ୍କାରେ ଶବ ହୋଇଗଲେ

ଅନ୍ୟ ଜଣେ ଗୁରୁତର, କପିଲାଭଟା ଗାଁରେ ଶୋକାକୁଳ ପରିବେଶ ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ରାୟଗଡା ଜିଲ୍ଲା ବିଷମକଟକର ଏକ ଘରୋଇ ହସପିଟାଲରୁ ଜଣେ ସମ୍ପର୍କୀୟଙ୍କ ଶବକୁ ନେଇ ଆମ୍ବୁଲାନ୍ସ ଯୋଗେ ଘରକୁ ଫେରୁଥିବା ବେଲେ ମୁନିଗୁଡା ବ୍ଲକ ତଥା ଅମ୍ବାଦଳା ଥାନା ମଞ୍ଜୁରକୁପା ଗାଁ ନିକଟରେ
Read More...

ପଲ୍ଲୀ ଆଲୋକ ପାଠାଗାରଠାରେ ସ୍ୱାଧୀନତା ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ତରଫରୁ ୭୫ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ସ୍ଥାନୀୟ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭଗବତିଆ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଆୟୋଜିତ ପୁରସ୍କାର ବିତରଣ
Read More...

ଲୋଇସିଂହା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଯୁବ ସଂକଳ୍ପ ଯାତ୍ରା

ଲୋଇସିଂହା, (କେପିଏନ୍‌ଏସ୍‌) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଲୋଇସିଂହା ବ୍ଲକ ବିଜେପି ଯୁବମୋର୍ଚ୍ଚା ତରଫରୁ ଯୁବ ସଂକଳ୍ପ ଯାତ୍ରା ଆୟୋଜିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଦିପ ସା'ଙ୍କ ନେତୃତ୍ୱରେ ରାଜ୍ୟ ଯୁବମୋର୍ଚ୍ଚା ନିମନ୍ତ୍ରିତ ସଦସ୍ୟ
Read More...

୭୫ତମ ସ୍ୱାଧୀନତା ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କୋଭିଡ କଟକଣା ମଧ୍ୟରେ ୭୫ ତମ ସ୍ୱାଧୀନତା ଦିବସ ଗଞ୍ଜାମ ଅଞ୍ଚଳରେ ପାଳିତ ହୋଇଯାଇଛି । ଗଞ୍ଜାମ ସହରର ଅନତିଦୂରରେ ରହିଥିବା ଛତ୍ରପୁର ଓ ଏସ୍‌ଓପି ଅଷ୍ଟମ ବାଟାଲିୟନ ପରିସରରରେ ଆୟୋଜିତ ସ୍ୱରାଜ ଦିବସରେ କମାନଣ୍ଡେଣ୍ଟ ମୁଖ୍ୟ ଅତିଥି ଭାବେ ସୂର୍ଯ୍ୟନାରାୟଣ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା । ସମ୍ବଲପୁର ଜିଲ୍ଲାରୁ ୧୨ ଜଣ, କଟକ ଜିଲ୍ଲାରୁ ୮ ଜଣ, ଅନୁଗୁଳ ଜିଲ୍ଲାରୁ ୭ ଜଣ । ବାଲେଶ୍ୱର ଓ ଢେଙ୍କାନାଳ ଜିଲ୍ଲାରୁ ୫ଜଣ ଲେଖାଏଁ ରହିଥିବା ବେଳେ ବରଗଡ଼, ଭଦ୍ରକ, ଜଗତସିଂହପୁର,
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୮୬୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୦୧୮୭କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୬୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ
Read More...

ଆଞ୍ଚଳିକ ବାରିକ ସମାଜ ତରଫରୁ ନୂତନ ଯୁବ ସଂଗଠନ ଗଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କାଦୋବାହାଲ କଲ୍ୟାଣ ମଣ୍ଡପଠାରେ ଅତାବିରା ଆଞ୍ଚଳିକ ବାରିକ ସଂଗଠନ ଗଠିତ ହୋଇଯାଇଛି । ଉକ୍ତ ସଭାରେ ସଭାପତି ଭାବେ ହାରାଧନ ବାରିକ ଓ କାର୍ଯ୍ୟକାରୀ ସଭାପତି ରଘୁନାଥ ବାରିକଙ୍କ ସଭାପତିତ୍ୱରେ ମା' ସମଲେଇଙ୍କ ଫୋଟୋ
Read More...

ତେନ୍ତୁଳିଖୁଣ୍ଟିରେ ସ୍ଵାଧୀନତା ଦିବସ ପାଳିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ବାପୁଜୀ ଯୁବକ ସଂଘ ତେନ୍ତୁଲିଖୁଣ୍ଟି ଗ୍ରାମ ତରଫରୁ ୭୫ ତମ ସ୍ୱାଧୀନତା ଦିବସ ମହା ଆଡମ୍ବର ସହ ପାଳନ କରାଯାଇଥିଲା । ଏହି ଅବସରରେ କ୍ଲବର ଯୁବ ସଦସ୍ୟ ସୁଜିତ କୁମାର ବେହେରାଙ୍କ ନେତୃତ୍ୱରେ ୨୯ ତମ ଜୋନ ଜିଲ୍ଲା ପରିଷଦ ପ୍ରତିନିଧି କୈବଲ୍ୟ ବେହେରା ପତାକା
Read More...