Monthly Archives

August 2021

ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘର କାର୍ଯ୍ୟାଳୟ ଉଦ୍‌ଘାଟନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ଠାରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ପାଣ୍ଠିରୁ ନିର୍ମିତ ହୋଇଥିବା ମହିଳା ମହାସଂଘର କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ସଦସ୍ୟା ସୁଜାତା ଦିଗାଲ ମୁଖ୍ୟ ଅତିଥି ଭାବେ ଯୋଗ
Read More...

ଶ୍ରୀ ଶ୍ରୀ ଜଗନ୍ନାଥ କ୍ଲବ ଶାନ୍ତିନଗରର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଶାନ୍ତିନଗର ୱାର୍ଡ଼ ନମ୍ବର-୦୨ ଠାରେ ଶାନ୍ତିନଗରବାସୀଙ୍କର ଏକ ସାଧାରଣ ସଭା ତୀର୍ଥବାସୀ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଏକ ନୂତନ ଅନୁଷ୍ଠାନ ଶ୍ରୀ ଶ୍ରୀ ଜଗନ୍ନାଥ କ୍ଲବ ନାମରେ ଗଠନ କରାଗଲା । ସର୍ବ ସମ୍ମତି
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି ପ୍ରସଙ୍ଗ : ବଲାଙ୍ଗିର ସାଂସଦଙ୍କୁ ଭେଟିଲେ ପୂର୍ବତନ ଛାତ୍ର ପ୍ରତିନିଧି ମଣ୍ଡଳୀ

ବଲାଙ୍ଗିର , (ଦେବାଶିଷ ମିଶ୍ର) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ର ସଙ୍ଗଠନର ଏକ ପ୍ରତିନିଧି ମଣ୍ଡଳୀ ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଓ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ
Read More...

ଜଳ ଯୋଗାଣ ବିଭାଗର ଅବହେଳା ଯୋଗୁଁ ଚାଷ ଜମି ପଡ଼ିଛି ଶୁଖିଲା ହେଲେ ଗାଁରେ ବୋହୁଛି ନଦୀ ପାଣି

ଦେଓଗାଁ, (ମନୀଷ କୁମାର ସାହୁ) : କେବଳ ଚାଷ ଜମି ଶୁଖିଲା ନୁହେଁ ସୋନଗଡ଼ ନଦୀ ମଧ୍ୟ ଶୁଖିଲା ହେଲେ ସୋନଗଡ଼ ନଦୀରୁ ଗାଁକୁ ଯୋଗାଉଥିବା ପାନୀୟ ଜଳ ଗାଁର ମଧ୍ୟ ଭାଗରେ ୨୪ଘଣ୍ଟାରୁ ପ୍ରାୟ ୧୨ ଘଣ୍ଟା ପ୍ରଭାବିତ ହେଉଛି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦେଓଗାଁ ବ୍ଳକ ଗାଈବାହାଲ ପଞ୍ଚାୟତର
Read More...

ଟ୍ରାଫିକ ସମସ୍ୟା ସମାଧାନ ପାଇଁ ସଚେତନ ପୋଲିସ ଏବଂ ସିଟିଜେନ କମିଟିର ଶୋଭାଯାତ୍ରା

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ସହର ଭିତରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ଘଟୁଥିବାରୁ ଆଜି ପାଟଣାଗଡ ପୋଲିସ ଏବଂ ସିଟିଜେନ କମିଟି ତରଫରୁ ରାମଜୀଛକ ଠାରୁ ବାଳିକା ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ସଚେତନତା ଶୋଭାଯାତ୍ରା କରାଯାଇଥିଲା । ଟ୍ରାଫିକ ସମସ୍ୟା ଯୋଗୁଁ ଯାନବାହାନ
Read More...

ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ଜନ୍ମାଷ୍ଟମୀ ପର୍ବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ଆନୁକୂଲ୍ୟରେ ପବିତ୍ର ଜନ୍ମାଷ୍ଟମୀ ପର୍ବ କୋଭିଡ଼ କଟକଣା ଅନୁପାଳନ ପୂର୍ବକ ମହାସମାରୋହରେ ପାଳିତ ହୋଇଯାଇଛି । ଆଶ୍ରମ ସମ୍ବନ୍ଧିତ କୁନିଭାଇ ଭଉଣୀ ମାନେ
Read More...

ବସ ମାଲିକ ସଂଘ ଓ ଅର୍କେଶ ନାରାୟଣ ସିଂହଦେଓଙ୍କ ଆଲୋଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରସ୍ତାବିତ ବସ ଟର୍ମିନାଲର ବିଭିନ୍ନ ସମସ୍ୟାକୁ ନେଇ ଗତ ୬ ମାର୍ଚ୍ଚ ୨୦୨୧ରେ ବସ ମାଲିକ ସଂଘ ଓ ଅର୍କେଶ ନାରାୟଣ ସିଂହଦେଓଙ୍କ ମିଳିତ ଉଦ୍ୟମରେ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହିତ ସାକ୍ଷାତ କରି ସଂଘ ପକ୍ଷରୁ ୯ ଦଫା
Read More...

ବିଜୁ ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ବ୍ଲକର ଟେମରି ପଞ୍ଚାୟତ ଠାରେ ପଦ୍ମପୁର ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳ ତରଫରୁ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ଗୌରହରୀ ମିଶ୍ର ଏବଂ
Read More...

ନିର୍ଝରିଣୀ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ସହରର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ନିର୍ଝରିଣୀ ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ଅବସରରେ ବୃକ୍ଷ ରୋପଣ କରାଯାଇଥିଲା । ନିର୍ଝରିଣୀର ସଂପାଦକ ତଥା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରଚେଷ୍ଟାରେ ମାଝୀପଡା
Read More...

୧୪ ବର୍ଷର ଆଦିବାସୀ ଯୁବକଙ୍କ ହତ୍ୟାକାଣ୍ଡ ପୋଲିସ ଫାଇଲରେ ଚାପି ହୋଇ ରହିଯାଇଛି : ପରିବାର ଲୋକେ ଅସହାୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବୁଡେନ ଥାନା ଅନ୍ତର୍ଗତ ବିରିପାଲି ଗ୍ରାମର ହାଇସ୍କୁଲରେ ପାଠପଢୁ ଥିବା ୧୪ ବର୍ଷର ବାଳକ ବଳରାମ ଅମରିଙ୍କ ହତ୍ୟାକାଣ୍ଡ ପୋଲିସ ଫାଇଲ ତଳେ ଚାପି ହୋଇ ରହିଛି, ପରିବାର ଲୋକେ ଅସହାୟ ହୋଇ ନ୍ୟାୟ ଭିକ୍ଷାର ଅପେକ୍ଷାରେ ରହି ଯାଇଛନ୍ତି । ଘଟଣାର
Read More...