Monthly Archives

August 2021

ସହପାଠୀଙ୍କ ବିୟୋଗ ସ୍ମୃତିରେ ବୃକ୍ଷ ରୋପଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ : ଉଦାହରଣ ସୃଷ୍ଟି କଲେ ସହପାଠୀ

ମ.ରାମପୁର, (ହେମନ୍ତ ସାହୁ) : ୨୦୦୫ ମାଟ୍ରିକ ବ୍ୟାଚ ଓ ୨୦୧୦ ମସିହା ମ.ରାମପୁର ମହାବିଦ୍ୟାଳୟ ବ୍ୟାଚର ବିଶ୍ୱଜିତ ସାହୁ(ରିଙ୍କୁ)ଗତ କିଛି ଦିନ ତଳେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ସେ ଜଣେ ମେଳାପୀ ବନ୍ଧୁ ଥିବା କାରଣରୁ ତାଙ୍କ ବିୟୋଗରେ ନିଜ ସହପାଠୀମାନେ ମର୍ମାହତ ହେବା
Read More...

ଦକ୍ଷତା ବିକାଶ ଅନୁଷ୍ଠାନର ସ୍ଥାୟୀ କ୍ୟାମ୍ପସ୍‍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ :…

ଭୁବନେଶ୍ୱର, (ପିଆଇବି) : ଦକ୍ଷତା ବିକାଶ ଅନୁଷ୍ଠାନ (ଏସ୍‍ଡିଆଇ) ଭୁବନେଶ୍ୱରର ସ୍ଥାୟୀ କ୍ୟାମ୍ପସ୍‍ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଯାଇଛି । କେନ୍ଦ୍ର ଶିକ୍ଷା, ଦକ୍ଷତା ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ,
Read More...

ଜାତୀୟ ପତାକାକୁ ଅସମ୍ମାନ କରି ନିଲମ୍ବିତ ହେଲେ ଶିକ୍ଷୟତ୍ରୀ ସ୍ନେହଲତା ରାୟଗୁରୁ

ବୌଦ୍ଧ, (ବଂଶୀଧର ମାଝୀ) : ଜାତୀୟ ପତାକାକୁ ଅସମ୍ମାନ କରି ଶିକ୍ଷୟତ୍ରୀ ସ୍ନେହଲତା ରାୟଗୁରୁ ନିଲମ୍ବିତ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ନୁର୍ପା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ୧୫ ତାରିଖରେ ସ୍ୱାଧୀନତା ଦିବସ ଦିନ ବିଦ୍ୟାଳୟରେ ପତାକା
Read More...

ମହାରାଷ୍ଟ୍ରର ୧୪ ବର୍ଷର ଝିଅ ଦୀକ୍ଷା ପାଇବେ ‘ନାସା’ ଫେଲୋସିପ୍‌

ମହାରାଷ୍ଟ୍ର : ମହାରାଷ୍ଟ୍ରର ୧୪ ବର୍ଷର ଝିଅ ଦୀକ୍ଷା ସିନ୍ଦେ ପାଇବେ 'ନାସା' ଫେଲୋସିପ୍‌ । ତେବେ ସେ 'ବ୍ଲାକ୍‌ ହୋଲ୍‌ ଆଣ୍ଡ ଗଡ୍‌' ଉପରେ ଏକ ସିଦ୍ଧାନ୍ତ ଲେଖି ଦେଶର ନାମ ଉଜ୍ୱଳ କରିଛନ୍ତି । ଦୀକ୍ଷାଙ୍କୁ ଆମେରିକାର ଗବେଷଣା କେନ୍ଦ୍ର 'ନାସା' 'ଏମ୍‌ଏସ୍‌ଆଇ ଫେଲୋସିପ୍‌ ଭର୍ଚୁଆଲ
Read More...

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ଓଆଇସି ମମତା ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚ୍‌ର ୪ ଘଣ୍ଟା ଜେରା

ଗଜପତି : ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଛନ୍ଦି ହୋଇପଡିଛନ୍ତି ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା । କ୍ରାଇମ୍‌ବ୍ରାଞ୍ଚ ସପ୍ତମ ଦିନରେ ଗୁରାଣ୍ଡି ଥାନା ଅଧିକାରୀ ଶ୍ରୀମତୀ ପଣ୍ଡାଙ୍କୁ ଦୀର୍ଘ ୪ ଘଣ୍ଟା ଧରି ଜେରା କରିଛି । ତେବେ ସୌମ୍ୟଙ୍କୁ ହସ୍ପିଟାଲ ନେବା ବେଳେ ଫରେଷ୍ଟ ଗେଟ୍
Read More...

ମାଲକାନଗିରିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି : ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ବଣ୍ଡା ଜନଜାତି ମହିଳା ଶୁକ୍ରୀ ଧାଙ୍ଗଡା ମାଝୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରଥମ ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି
Read More...

ସଲାସର ପାଇପ୍‌ ଫ୍ୟାକ୍ଟ୍ରି ଋଣ ଓ ଜମି ଅଭିଯୋଗ ବିବାଦ ମାମଲା : ଖବରଦାତା ସମ୍ମିଳନୀରେ ଖଣ୍ଡନ କଲେ ଫ୍ୟାକ୍ଟ୍ରି ମାଲିକ

କଂଟାବାଂଜି, (ମନୀଷ କୁମାର ହଂସ) : କଂଟାବାଂଜି କର୍ଲାବାହାଲି ନିକଟରେ ଥିବା ସଲାସର ପାଇପ ଫ୍ୟାକ୍ଟ୍ରିର ମାଲିକ ବେଦ ପ୍ରକାଶ ଶର୍ମାଙ୍କ ଫ୍ୟାକ୍ଟ୍ରିର ଜମି ବିବାଦ ଓ ଫ୍ୟାକ୍ଟ୍ରି ନାମରେ ଅନୈତିକ ବ୍ୟାଙ୍କ ଋଣ ଥିବା କଂଟାବାଂଜିର ଜଣେ ବ୍ୟବସାୟୀ ତଥା ଜମି ମାଫିଆ ଥାନାରେ ଅଭିଯୋଗ କରିଛନ୍ତି ।
Read More...

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଲାଙ୍ଗିର ଗସ୍ତକୁ ନେଇ ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୨ ତାରିଖ ଜନ ଆଶୀର୍ବାଦ ଯାତ୍ରା ପରିପ୍ରେକ୍ଷୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଲାଙ୍ଗିର ଗସ୍ତକୁ ନେଇ ବିଜେପି ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରେଳ ମନ୍ତ୍ରୀଙ୍କ ବଲାଙ୍ଗିର
Read More...

ହୁସିଆର : ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ ୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ ୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଗତକାଲି ଯଦିବି ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ତା’ ପୂର୍ବଦିନ କିନ୍ତୁ ଜିଲ୍ଲାରେ ୧୩ ଜଣ ଚିହ୍ନଟ ହୋଇଥିଲେ । ଏଣୁ ଜିଲ୍ଲାବାସୀ ହୁସିଆର
Read More...

କୁମ୍ଭାରଖାନ ଗାଁରେ ବିଜେଡି ପକ୍ଷରୁ ମଟର ସାଇକେଲ ଶୋଭାଯାତ୍ରା : ନବନିର୍ମାଣ କମ୍ୟୁନିଷ୍ଟ ସେଣ୍ଟରକୁ ଶୁଭ ଉଦଘାଟନ କଲେ…

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଳପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତର କୁମ୍ଭାରଖୁନ ଗାଁର ବିଜେଡି ନେତା ପ୍ରଦିପ ବେହେରାଙ୍କ ନେତୃତ୍ୱରେ ହଜାର ହଜାର ବିଜେଡି କର୍ମୀମାନେ କୁମ୍ଭାରଖୁନ ଗାଁରୁ ବାହାରି ଘାଗୁର୍ଲି ଗାଁକୁ ଏକ ମଟର ସାଇକେଲ ଶୋଭାଯାତ୍ରାରେ ବାହାରି ଗାଁ
Read More...