Monthly Archives

August 2021

ବିବିନା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ତୁଳସୀଙ୍କ ବୃତ୍ତି ପରୀକ୍ଷାରେ ସଫଳତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବିବିନା ଆଦର୍ଶ ବିଦ୍ୟାଳୟର ୪ ଜଣ ଛାତ୍ରଛାତ୍ରୀ ବଲାଙ୍ଗିର ଟାଉନ ବାଳିକା ବିଦ୍ୟାଳୟରେ ଗତ ବର୍ଷ ନେସେନାଲ ମିନ୍ସ ସ୍କୋଲାର୍‌ସିପ୍‌ ଷ୍ଟେଟ ପରୀକ୍ଷା ହୋଇଥିଲା ତେବେ ସେହି ସମୟରେ ବିବିନା ଆଦର୍ଶ ବିଦ୍ୟାଳୟରେ ୪ ଜଣ
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେଶରୀୟା ହିନ୍ଦୁ ବାହିନୀ ତରଫରୁ ଗଣଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲ୍ଲା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ସଭାପତି ସନ୍ତୋଷ ଭୋଳଙ୍କ ନେତୃତ୍ୱରେ ଗଣଧାରଣା ଦିଆଯାଇଛି । ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ ଦୁଆନପାଲି ଗ୍ରାମର ଗଙ୍ଗାଧର ସିଂହ ଗତ
Read More...

କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ତଳୀ ସ୍ତରୀୟ ଉନ୍ନୟନ କମିଟି ବୈଠକ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ହୋଇଥିବା ଉନ୍ନୟନ କାର୍ଯ୍ୟର ଏକ ସମୀକ୍ଷା ବୈଠକ କଣ୍ଟାମାଳ ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ
Read More...

ଖାସବାହାଲ ଗାଁରେ ନିଜ ମା’ଙ୍କ ଘରେ ମହିଳାଙ୍କ ଆତ୍ମହତ୍ୟା : ମୃତ ଦେହ ଉଦ୍ଧାର କଲା ପୁଲିସ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଖାସବାହାଲ ଗାଁରୁ ଜଣେ ମହିଳାଙ୍କ ଆତ୍ମହତ୍ୟା କରିଥିବା ମୃତ ଦେହକୁ ଉଦ୍ଧାର କଲା ପୁଲିସ । ସୂଚନା ମତେ ମହିଳା ଜଣକ ମଲ୍ଲି ଭୋଇ(୪୫) । କର୍ଲ।ମୁଣ୍ଡା ବ୍ଳକ ଅଞ୍ଚଳରେ ବାହା ହୋଇଥିଲେ । ନିଜ ମା'ଙ୍କ ଘରକୁ ଆସି ଆତ୍ମହତ୍ୟା
Read More...

ଗଣ୍ଡାବଜା ପତ୍ରିକାର ୪ର୍ଥ ସ୍ୱନକ୍ଷତ୍ର ସମାରୋହ

ସମାଜରେ ଲଢେଇ ଅପେକ୍ଷା ସଚେତନତାର ଆବଶ୍ୟକତା ରହିଛି ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମାଜରେ ଦଳିତଙ୍କ ଅଧିକାର ରକ୍ଷା ପାଇଁ ଲଢେଇ ଅପେକ୍ଷା ସଚେତନତାର ଆବଶ୍ୟକତା ଅଧିକ ରହିଛି । ସେହି ପରିପ୍ରେକ୍ଷୀରେ ନିସ୍ପେଷିତଙ୍କ ଅଧିକାର ପାଇଁ ଲଢିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଗଣ୍ଡାବଜା
Read More...

ଆବାସ ଯୋଜନାରୁ ବଞ୍ଚିତ ବୃଦ୍ଧାଙ୍କ ସମୁଦ୍ରକୂଳ ପୁରୁଣା ପୋଡମପେଟା ଗ୍ରାମରେ ବିତୁଛି ଜୀବନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ଜୈନେକ ବୃଦ୍ଧା ସମୁଦ୍ରକୂଳରେ ରହିଥିବା ଗଞ୍ଜାମ ବ୍ଲକର ପାଳିବନ୍ଧ ପଞ୍ଚାୟତ ପୁରୁଣା ପୋଡମପେଟା ଗ୍ରାମରେ ସତେ ଯେମିତି ଏକ ଘରିଆ ଭାବେ କାଲତିପାତ କରୁଛନ୍ତି ।ସୂଚନା ଯୋଗ୍ୟ ଯେ, ସେ ହେଉଛନ୍ତି ଜେ. ସନ୍ୟାସୀଙ୍କ ବୃଦ୍ଧା
Read More...

ଜିଅନ୍ତା ମଣିଷକୁ ପୋକ ଓ ପିମ୍ପୁଡି ଖାଉଥିବା ବେଳେ ମୁମୁର୍ଷୁ ଅବସ୍ଥାରେ ରାସ୍ତା କଡ଼ରୁ ଉଦ୍ଧାର କଲା ସଂକଳ୍ପ ପରିବାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ମା' ଜୀବନ କେତେ ବା ନିଷ୍ଠୁର ହୋଇପାରେ, ସେ ସବୁକିଛି ସହିଯାଏ । ପୁଅ ବହୁ ନାତି ନାତୁଣୀ ସମସ୍ତେ ଥିବା ବେଳେ ସ୍ତ୍ରୀ କଥାରେ ପଡି ନିଜ ଜନ୍ମ କଲା ମା'କୁ ଘରୁ ତଡିଦେଲା ପୁଅ । ଆଉ ଏଣେ ତେଣେ ବୁଲି ବାର ଦ୍ୱାରା ଶୁଣ୍ଢି ପିଣ୍ଡା ସାଜି ନିଜର ପେଟ ପାଇଁ
Read More...

ପବିତ୍ର ରକ୍ଷା ବନ୍ଧନ ଅବସରରେ ସାହିତ୍ୟିକ କବି ବନ୍ଧୁ ପରିବାର ତରଫରୁ ଅନୁଷ୍ଠାନର ବାର୍ଷିକ ମୁଖପତ୍ର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ରକ୍ଷା ବନ୍ଧନ ଅବସରରେ ସାହିତ୍ୟିକ କବି ବନ୍ଧୁ ପରିବାର ତରଫରୁ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠାନର ବାର୍ଷିକ ମୁଖପତ୍ର 'ଶିଖା'ର ଲୋକାର୍ପଣ ଉତ୍ସବ ବିଶିଷ୍ଟ ସାହିତ୍ୟିକ ଦେବେନ୍ଦ୍ର କୁମାର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମ୍ବାଦର
Read More...

ମା’ ସନ୍ତୋଷୀଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ମୋ ଲେଖା ମୋ ଦୁନିଆ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ କବିତା ଆସର

ବଲାଙ୍ଗିର, (କେପିଏନଏସ୍‌) : ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ ତରଫରୁ ପବିତ୍ର ଗହ୍ମାପୂର୍ଣ୍ଣିମା ତଥା ମା' ସନ୍ତୋଷୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଏକ ଅନଲାଇନ କବିତା ଆସର ଆୟୋଜିତ ହୋଇଯାଇଛି । ଏହି ଅସାରରେ ମୁଖ୍ୟ ଅତିଥି ଭାବେ କୋଶଳ ସାହିତ୍ୟ ଏକାଡେମୀର ରାଜ୍ୟ ସଭାପତି ଦେବେନ୍ଦ୍ର କୁମାର
Read More...

ଭିଜିଲାନ୍ସ ଜାଲରେ ପଡିଲେ ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର ମଲ୍ଲିଲତା ଦାସ

ଭଦ୍ରକ : ଭିଜିଲାନ୍ସ ଜାଲରେ ପଡିଛନ୍ତି ଭଦ୍ରକ ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର ମଲ୍ଲିଲତା ଦାସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁପରଭାଇଜର ମଲ୍ଲିଲତା ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ଼୍‌ କରାଯାଉଛି । ବାସଭବନ ସମେତ ୪ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଏହି
Read More...