Monthly Archives

August 2021

ବରିଷ୍ଠ ସାମ୍ୱାଦିକ ମନରଂଜନ ଯୋଷୀଙ୍କ ମାତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ୱାଦିକ ମନରଂଜନ ଯୋଷୀଙ୍କ ମା' ସରଜୂ ଯୋଷୀ ଇହଧାମ ତ୍ୟାଗ କରିଛନ୍ତି । ଜଣେ ଶାନ୍ତଶିଷ୍ଟ, ପରୋପକାରୀ, ଧର୍ମାତ୍ମା ମହିଳା ଭାବେ ସେ ବେଶ ପରିଚିତ ଥିଲେ । ତାଙ୍କ ବିୟୋଗରେ ବଲାଙ୍ଗିର ସହରରେ ଶୋକର ଛାୟା ଖେଲିଯାଇଛି । ବଲାଙ୍ଗିର ଭୀମଭୋଇ ମେଡିକାଲ
Read More...

ବରମୁଣ୍ଡା ବସ ଷ୍ଟାଣ୍ଡ ପରିଦର୍ଶନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ସକାଳୁ ସ୍ଥାନୀୟ ଅନୁଷ୍ଠାନଗୁଡିକର ଅନୁରୋଧ କ୍ରମେ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ବସଷ୍ଟାଣ୍ଡ ପରିଦର୍ଶନ କରି ସେମାନଙ୍କର ସମସ୍ୟା ବୁଝି ସମାଧାନ ପାଇଁ ପ୍ରୟାସ କରିଛନ୍ତି । ବସଷ୍ଟାଣ୍ଡର ନବୀକରଣ
Read More...

ଜିଲ୍ଲା ତୈଳିକ ବୈଶ୍ୟ ସମାଜର ବଲାଙ୍ଗିର ମହିଳା ସଂଗଠନ ଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜ ଏକ ବୈଠକ ଜିଲ୍ଲା ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଅଛି । ଉକ୍ତ ସଭାରେ ଜିଲ୍ଲା ସଂପାଦକ ପ୍ରଦୀପ କୁମାର ସାହୁ ଜିଲ୍ଲା ସ୍ତରୀୟ ନାରୀ ସଂଗଠନର ଉପଦେୟତା ଉପରେ ଆଲୋଚନା କରିଥିଲେ । ସାଂଗଠନିକ
Read More...

ଲୋଇସିଂହା ହସ୍ପିଟାଲରେ ରୋଗୀଙ୍କୁ ଦିଆଗଲା ଏକ୍ସପାଏରି ସାଲାଇନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନୈକ ରୋଗୀଙ୍କୁ ୬ ମାସ ତଳର ଏକ୍ସପାଏରି ସାଲାଇନ ଦିଆଯାଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ରୋଗୀଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ଘଟଣା
Read More...

ପେକ୍ସ ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜିଲ୍ଲା ବରପାଲି ଠାରେ ପୁଣି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଗ୍ରାମର ପେକ୍ସ ସେକ୍ରେଟାରୀ ଗୌର ବୁଦ୍ଧିଆଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି ।
Read More...

ମୟୁରଭଞ୍ଜ ଜିଲ୍ଲା ପ୍ରଶାସନର ପ୍ରଶଂସନୀୟ ପଦକ୍ଷେପ : ଆଜିଠୁ ଆରମ୍ଭ ହେଲା ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ପ୍ରଶାସନର ପ୍ରଶଂସନୀୟ ପଦକ୍ଷେପ । ଆଜିଠୁ ଜିଲ୍ଲାରେ ଆରମ୍ଭ ହୋଇଛି ଆଡଭାନ୍ସଡ ଲାଇଫ୍ ସପୋର୍ଟ ଓ ବେସିକ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ସେବା । ଏହି ଆମ୍ବୁଲାନ୍ସଗୁଡିକୁ ଓମ୍‌ବାଡ୍‌ସି ପକ୍ଷରୁ ଯୋଗାଇ ଦିଆଯାଇଥିବା ବେଳେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଆଜି
Read More...

ବିଶ୍ୱ ପ୍ରସିଦ୍ଧ ଗଜନୀ ଗେଟକୁ ଭାଙ୍ଗି ଦେଲେ ତାଲିବାନ ଆତଙ୍କୀ ସଂଗଠନ

କାବୁଲ : ବିଶ୍ୱ ପ୍ରସିଦ୍ଧ ଗଜନୀ ଗେଟକୁ ଭାଙ୍ଗି ଦେଇଛନ୍ତି ତାଲିବାନ ଆତଙ୍କୀ ସଂଗଠନ । ପ୍ରାପ୍ତ ରିପୋର୍ଟ ଅନୁସାରେ ଏହି ଆତଙ୍କୀ ସଂଗଠନ ବିଶ୍ୱ ପ୍ରସିଦ୍ଧ ଗଜନୀ ଗେଟକୁ ଭାଙ୍ଗି ଦେଇଛନ୍ତି । ଏହି ଗେଟ ଇସଲାମ ପରମ୍ପରା ଓ ସଂସ୍କୃତିର ପ୍ରତୀକ ଭାବେ ବର୍ଣ୍ଣନା କରାଯାଇଥାଏ । କ୍ରେନରେ ଏହି
Read More...

ରୋଷେୟାମାନଙ୍କୁ ଶ୍ରମିକ ମାନ୍ୟତା ଦେବାକୁ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସମଲେଶ୍ୱରୀ ରୋଷେୟା ସଂଘର କର୍ମକର୍ତ୍ତାମାନେ ରୋଷେୟାମାନଙ୍କୁ ଶ୍ରମିକ ମାନ୍ୟତା ଦେବା ପାଇଁ ଦାବୀ ଉପସ୍ଥାପିତ କରିଛନ୍ତି । ରୋଷେୟା ସଂଘର କର୍ମକର୍ତ୍ତାମାନେ ସ୍ଥାନୀୟ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଏକଜୁଟ ହୋଇ ଲିଖିତ ଭାବେ ଶ୍ରମ
Read More...

ଓଡିଶା ଜୀବିକା ମିଶନ ତରଫରୁ ଦିନିକିଆ ସହଭାଗୀ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, (ପି କେ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅନ୍ତର୍ଗତ କବିଚନ୍ଦ୍ରପୁର ବନ ସୁରକ୍ଷା ସମିତି ଗୋଷ୍ଟୀ କେନ୍ଦ୍ର ଠାରେ ଓଡିଶା ଜୀବିକା ମିଶନ ସହାୟତାରେ ଦିନିକିଆ ସହଭାଗୀ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଠାରେ ମଦନପୁର ଓ ଅଲାତରା ପଞ୍ଚାୟତ ସ୍ତରୀୟ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ର କଂଗ୍ରେସ କମିଟି ତରଫରୁ ଷ୍ଟୁଡେଣ୍ଟ ହେଲ୍ପ ଡେସ୍କର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ହେଉଥିବା କମନ୍‌ ପିଜି ଏନ୍‌ଣ୍ଟ୍ରାସ ଷ୍ଟେଟ ପରୀକ୍ଷା ସମୟରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ର କଂଗ୍ରେସ କମିଟି ତରଫରୁ ଛାତ୍ର ନେତା ସୁଭେନ୍ଦୁ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ଛାତ୍ର କଂଗ୍ରେସ
Read More...