Monthly Archives

August 2021

ସମାଜସେବୀଙ୍କ ହସ୍ତକ୍ଷେପ ପରେ ପ୍ରଭାକରଙ୍କୁ ମିଳିବ ଉନ୍ନତ ଚିକିତ୍ସା

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କିକିଆ ଗ୍ରାମ ପଞ୍ଚାୟତ ଅଧୀନ ଗରିଆପଦର ଗାଁର ପ୍ରଭାକର ବଗର୍ତି ସ୍ଵାସ୍ଥ୍ୟ ସମସ୍ୟା ହେତୁ ଘରର ଏକ କୋଣରେ ପଡି ରହିଥିଲେ । କେବଳ ତାଙ୍କର ସ୍ତ୍ରୀ ହିଁ ସାହା ଭରସା । ତାଙ୍କ ସ୍ତ୍ରୀ ସ୍ୱାମୀଙ୍କ ଉନ୍ନତ ଚିକିତ୍ସା ପାଇଁ ବିଭିନ୍ନ
Read More...

୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬,୧୬୪ ନୂଆ ସଂକ୍ରମିତ ଚିହ୍ନଟ : ମୃତ୍ୟୁସଂଖ୍ୟା ୬୦୭

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୬,୧୬୪ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୦୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୨୫,୫୮,୫୩୦ ଓ ମୃତ୍ୟୁସଂଖ୍ୟା ୪,୩୬,୩୬୫ରେ ପହଞ୍ଚିଛି । ଗତ
Read More...

ସମାଜସେବୀ ଯଶୋବନ୍ତ ରଣାଙ୍କ ଅଭିଯୋଗ ପରେ ଗାଁକୁ ପହଁଞ୍ଚିଲା ମେଡିକାଲ ଟିମ୍‌

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକରେ ଅଚିହ୍ନ ରୋଗରେ ଲୋକେ ଆତଙ୍କିତ ହୋଇଥିଲେ । ଏଥିରେ ଗତ ଦୁଇମାସ ମଧ୍ୟରେ ୧୦ଜଣଙ୍କ ମୃତ୍ୟୁ ଘଟିଛି । ମୋହନା ବ୍ଲକ ଅଳିଣ୍ଡା ଗାଁରେ ଅଜଣା ରୋଗରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଥମେ ଲୋକଙ୍କୁ ସାମାନ୍ୟ ଜ୍ୱର ହେଲା ପରେ ଏହା ବଢି ଚାଲିଲା । ଏହା ଫଳରେ
Read More...

ପ୍ରେମିକ ଘରୁ ଗର୍ଭବତୀ ପ୍ରେମିକା ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ପରେ ଡାକ୍ତରଖାନାରେ ମୃତ୍ୟୁ

ପ୍ରେମିକ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ଝିଅର ବାପାପ୍ରେମିକ ସହ ୩ଜଣ ଥାନାରେ ଅଟକ ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଫାମରା ଗାଁରେ ପ୍ରେମିକ ରଜତ ପଧାନଙ୍କ ଘର ନିକଟରୁ ଗର୍ଭବତୀ ପ୍ରେମିକା ସୌଦାମିନୀ ନାଏକଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର
Read More...

ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡା ପଞ୍ଚାୟତ ରେଙ୍ଗାଲି ଉଚ୍ଚ ବିଦ୍ୟାଳୟ କୁଇକେଡା ଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ କୁଳମଣି ଯୋଶୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍କୁଲ
Read More...

ପ୍ରଧାନମନ୍ତ୍ରୀ ବିମାରାଶି ପାଇଲେ ସଂଯୁକ୍ତା

ବୌଦ୍ଧ, (ବଂଶୀଧର ମାଝୀ) : ଜନସାଧାରଣଙ୍କ ହିତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଓ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ନା'ରେ ଦୁଇଟି ବୀମା ଯୋଜନା ୨୦୧୪ ମସିହାରୁ ପ୍ରଣୟନ କରିଛନ୍ତି । ଯେଉଁଥିରେ କି ଉଭୟ ଯୋଜନାରେ ମୃତ୍ୟୁ ପରେ
Read More...

ଦେଓଗାଁ ବ୍ଲକରେ ୟୁରିଆ ସାରର କଳାବଜାରୀ : ଭିନ୍ନ ସ୍ଥାନ-ଭିନ୍ନ ଦରରେ ବିକ୍ରି ହେଉଛି ୟୁରିଆ ସାର : କାର୍ଯ୍ୟାନୁ‌ଷ୍ଠାନ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକରେ ୟୁରିଆ ସାର କଳାଜବାଜାରୀକୁ ନେଇ ଚାଷୀ ମହଳରେ ଅସନ୍ତୋଷ ଦେଖାଯାଇଛି । ୟୁରିଆ ସାରର ସରକାରୀ ମୂଲ୍ୟ ୨୬୬ରୁ ୨୭୦ଟଙ୍କା ମଧ୍ୟରେ ଥିବା ବେଳେ କିଛି କଳାବଜାରୀ ବ୍ୟବସାୟୀ ପୂର୍ବରୁ ସାର ଆଣି ଗୋଦାମରେ ଷ୍ଟକ ରଖି ଏବେ ଚଢ଼ା ଦରରେ ବିକ୍ରୟ
Read More...

କ୍ରାନ୍ତି ଓଡିଶାର ସ୍ୱ-ନକ୍ଷତ୍ର ଉତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ୬ ବର୍ଷ ଧରି କଟକରୁ ପ୍ରକାଶ ହୋଇ ଆସୁଥିବା କ୍ରାନ୍ତି ଓଡିଶାର ସ୍ୱ-ନକ୍ଷତ୍ର ଦିବସ ନିଜ କାର୍ଯ୍ୟାଳୟ ମିଟିଙ୍ଗ୍‌ ହଲ ଠାରେ ପାଳିତ ହୋଇଯାଇଛି । ବର୍ତ୍ତମାନ ଯୁଗକୁ ଦୃଷ୍ଟିରେ ନେଇ ଦୁଇ ବର୍ଷ ହେବ ଡିଜିଟାଲ ଭାବେ କ୍ରାନ୍ତି ଓଡିଶା ଅନବରତ ପ୍ରକାଶିତ
Read More...

ପଞ୍ଚାୟତ ସ୍ତରୀୟ ଫେଡେରେସନ୍‌ ବୈଠକ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲମୁଣ୍ଡା ବ୍ଲକ ରେଗଡା ପଞ୍ଚାୟତ ବିଜାପାଟି ଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ କ୍ରାଫଟ୍‌କେ ପ୍ରକଳ୍ପ ଜରିଆରେ ପଂଚାୟତ ସ୍ତରୀୟ ଫେଡରେସନ୍‌ କର୍ମକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଟେରଚାପଲା,
Read More...

ଶିଶୁ ସୁରକ୍ଷା ଓ ଶିଶୁ ଯୌନ ନିର୍ଯାତନା ନିରାକରଣ କର୍ମଶାଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ମାନେ ସମାଜର ତୃଣମୂଳ ସ୍ତରରେ ଉତ୍ତମ ସମ୍ପର୍କ ରକ୍ଷା କରିବାରେ ସକ୍ଷମ ଥିବା ସହ ଜନସାଧରଣଙ୍କ ବିଶ୍ୱାସଭାଜନ ହୋଇଥିବା ହେତୁ ଶିଶୁ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ଏଣୁ ସେମାନେ
Read More...