Monthly Archives

August 2021

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ତରଫରୁ ହେଲ୍ପ ଡେସ୍କ ବ୍ୟବସ୍ଥାର ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଜୁ ଛାତ୍ର ଜନତା ଦଳ ତରଫରୁ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ଆଦେଶରେ ଏକକ ପିଜି ପ୍ରବେଶିକା ପରୀକ୍ଷା ନିମନ୍ତେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଛାତ୍ରଛାତ୍ରୀମାନଙ୍କ ସୁବିଧା ନିମନ୍ତେ ରାଜେନ୍ଦ୍ର
Read More...

ଆସନ୍ତା ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ୧୮ରୁ ଅଧିକ ନାଗରିକଙ୍କ ପାଇଁ ୯୨ କେନ୍ଦ୍ରରେ ଟିକାକରଣ

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟିକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା ତା ୨୭/୦୮/୨୧ରୁ ତା ୩୧/୦୮/୨୧ରିଖ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ସୋନପୁର
Read More...

ଲୋକାର୍ପିତ ହେଲା ବହୁ ପ୍ରତିକ୍ଷିତ ଜଗର୍ସ ପାର୍କ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବହୁ ପ୍ରତିକ୍ଷିତ ଜଗର୍ସ ପାର୍କ ଆଜି ସଂନ୍ଧ୍ୟାରେ ଲୋକାର୍ପିତ ହୋଇଯାଛି । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଫିତା କାଟି ଏହାକୁ ଲୋକାର୍ପିତ କରିଛନ୍ତି । ଏହି ପାର୍କକୁ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣ ସହିତ ଯୋଗ ଶିକ୍ଷା ଓ ସଭା ସମିତି ପାଇଁ ମଧ୍ୟ ବ୍ୟବହାର
Read More...

ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ବୈଠକ ଓ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦଳର ପ୍ରତ୍ୟେକ ସଦସ୍ୟ ନିଜ ପଦ ପଦବୀ ଭୁଲି ଲୋକଙ୍କ ପାଇଁ କାମ କରୁଥିବା ବେଳେ ନିଜ ଭିତରେ ଥିବା ସେବା ମନୋଭାବକୁ ଜାଗ୍ରତ କରନ୍ତୁ । ଆଗାମୀ ଦିନରେ କୌଣସି ପ୍ରକାର ପ୍ରାର୍ଥୀ ଚୟନ ହେଉ କି ମନୋନୟନ ହେଉ ସବୁବେଳେ ପ୍ରାର୍ଥୀ ସାଧାରଣ ଲୋକଙ୍କ ଦ୍ୱାରା କେତେ
Read More...

ପ୍ରଧାନମନ୍ତ୍ରୀଙ୍କ ଠାରେ ଜିଲ୍ଲା ଯାଦବ ସମାଜର ଦୃଢ ଦାବୀ : ଜାତିଭିତ୍ତିକ ଜନଗଣନା ସହ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ଜନଗଣନା ୨୦୨୧ରେ ଓବିସି ଅନ୍ୟାନ୍ୟ ପଛୁଆ ବର୍ଗ ସହ ଜାତିଭିତ୍ତିକ ଜନଗଣନାକୁ ଅନ୍ତର୍ଭୁକ୍ତ କରାଯିବା ପାଇଁ ବଲାଙ୍ଗିର ଜିଲ୍ଲା ଯାଦବ ସମାଜ ଜିଲା ପ୍ରଶାସନ ଠାରେ ଦାବୀ ଉପସ୍ଥାପନ କରିଛି । ଜିଲ୍ଲା
Read More...

ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ରକ୍ତଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅମାମୁଣ୍ଡା ଗ୍ରାମର ସାବିତ୍ରୀ ଜାଲ (୬୨) କିଡିନି ରୋଗରେ ପିଡିତ ଥିବାରୁ ଗତ ୨୫ ତାରିଖରୁ ଭୀମ ଭୋଇ ମେଡିକାଲ ହସ୍‌ପିଟାଲ ବଲାଙ୍ଗିରରେ ଚିକିତ୍ସିତ ହେଉଥିଲେ । ତାଙ୍କ ଶରୀରରେ ରକ୍ତର ପରିମାଣ କମିବାକୁ ଲାଗିବା ଫଳରେ ସାବିତ୍ରୀ ଜାଲଙ୍କ ପୁତ୍ର ଦିଲିପ ଜାଲ
Read More...

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସ୍କୁଲ ଗୃହ ଉଦ୍‌ଘାଟନ କଲେ ନରସିଂହ

ନିମ୍ନମାନର କାମ ଯୋଗୁଁ କ୍ଷୋଭ ପ୍ରକାଶ କଲେ ବିଧାୟକ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ସ୍ଥିତ ରାମଚନ୍ଦ୍ରପୁର ଠାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ସ୍କୁଲ ଗୃହ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କର
Read More...

ବିକଳ୍ପ କଣ୍ଟାବାଞ୍ଜି ପକ୍ଷରୁ ଟିକାକରଣ ଉପରେ ଏକ ସମୀକ୍ଷା ବୈଠକ

ଆଗଲପୁର, (କେପିଏନଏସ୍‌) : ଆଜି ଆଗଲପୁର ବ୍ଳକର ମନୁପାଲି ଗ୍ରାମରେ ବିକଳ୍ପ କଣ୍ଟାବାଞ୍ଜି ପକ୍ଷରୁ ଟିକାକରଣ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଂଚଳର ସମସ୍ତ ପ୍ରଭାବଶାଳୀ ପଞ୍ଚାୟତିରାଜ ମେମ୍ବର, ଅଙ୍ଗନୱାଡି କର୍ମୀ, ଆଶା, ଏସ୍‌ଏଚ୍‌ଜି ନେତ୍ରୀ
Read More...

ଅଗଷ୍ଟରେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଳକରେ ସର୍ବନିମ୍ନ ବର୍ଷା : ଶୁଖିଲା ପଡ଼ିଛି ସୋନଗଡ଼ ନଦୀ, ଅଧାପନ୍ତରିଆ ରହିଛି…

ପାଣି ଅଭାବରୁ ସାଢ଼େ ୧୧ଶହ ହେକ୍ଟର ଜମିରେ ହୋଇପାରିଲା ନି ଚାଷ ଦେଓଗାଁ, (ମନୀଷ କୁମାର ସାହୁ) : ଚଳିତ ବର୍ଷ ଦେଓଗାଁ ବ୍ଳକରେ ଧାନ ଚାଷକୁ ନେଇ ଚିନ୍ତାରେ ଚାଷୀ । ପ୍ରତିବର୍ଷ ଜୁନ ଶେଷରେ ସୋନଗଡ଼ ନଦୀରେ ପାଣି ଯାଉଥିବା ବେଳେ ଚଳିତ ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ପାଣି ଯିବା ଆରମ୍ଭ ହୋଇ ନ
Read More...

ଯଶୋବନ୍ତଙ୍କ ଅଭିଯୋଗ ପରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଦୁଇ ଅନାଥ ଶିଶୁ

ନୂଆପଡା : ଅଭିଯୋଗ ଯଶୋବନ୍ତଙ୍କ ଅନୁମୋଦନ ପରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଦୁଇ ଅନାଥ ଶିଶୁ । ସୂଚନା ଅନୁସାରେ ବର୍ଷକ ତଳେ ବାପା ହାଇଦ୍ରାବାଦ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରିଥିବା ବେଳେ କିଛିଦିନ ତଳେ ତାଙ୍କର ମା'ଙ୍କ ଦେହାନ୍ତ ହେଲା । ମା' ବାପାଙ୍କୁ ହରାଇ ଦୁଇ ଶିଶୁ ବୃଦ୍ଧ
Read More...