Monthly Archives

August 2021

ଭାଜପା ତରଫରୁ ଗୁଡେଶିରା ପଞ୍ଚାୟତ ଅଫିସକୁ ଘେରାଉ

ବରଗଡ, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ତରଫରୁ ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ବରଗଡ ଜିଲ୍ଲାର ସମ୍ପାଦକ ଘନଶ୍ୟାମ ସାହୁଙ୍କ ନେତୃତ୍ୱରେ ଗୁଡେଶିରା ପଞ୍ଚାୟତ ଅଫିସକୁ ବରଗଡ ବ୍ଳକ ସାଂସଦ ପ୍ରତିନିଧି ଅବନିକାନ୍ତ ପଣ୍ଡା, ଜିଲ୍ଲା ଯୁବମୋର୍ଚା ସଭାପତି ଅମିତ କୁମାର ପଣ୍ଡା,
Read More...

ସଇଁନ୍ତଲା ବ୍ଳକକୁ ମରୁଡ଼ି ଘୋଷଣା ନେଇ ମନ୍ତ୍ରୀଙ୍କୁ ଦାବୀପତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ୨୨ଟି ପଞ୍ଚାୟତରେ ଚଳିତବର୍ଷ ବର୍ଷାର ଦେଖାଦେଉନ ଥିବା ବେଳେ ଚିନ୍ତାରେ ଚାଷୀ ଭାଙ୍ଗି ପଡିଛନ୍ତି । ଯାହାକୁ ନେଇ ଆଜି ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ସଇଁନ୍ତଲା ସରପଞ୍ଚ ସଂଘ ସଭାପତି ହିମାଂଚଳ
Read More...

ଲୋଇସିଂହା ବ୍ଲକକୁ ମରୁଡି ଘୋଷଣା ଦାବୀ

ଲୋଇସିଂହା, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଆବଶ୍ୟକତା ଠାରୁ ଖୁବ୍‌ କମ ପରିମାଣର ବର୍ଷା ହୋଇଥିବାରୁ ଲୋଇସିଂହା ବ୍ଲକ ସମେତ ସମଗ୍ର ବଲାଙ୍ଗିର ଜିଲ୍ଲାରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଚାଷୀଙ୍କ ସମସ୍ତ ପ୍ରକାର କୃଷିରୁଣ, ଜଳକର ଛାଡ଼ ସମେତ ଚଳିତ ମରୁଡ଼ିକୁ ପ୍ରାକୃତିକ
Read More...

ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜନକଲ୍ୟାଣରେ ସମୟ ଦେଉଥିବା ବ୍ୟକ୍ତି କେବେ ବି ଅନ୍ୟମାନଙ୍କ ଦ୍ୱାରା ହତାଦର ହେବେ ନାହିଁ । ଏହି ଉକ୍ତି ହିଁ ଆମ ମନରେ ଆଶା ସଂଚାର କରିଥାଏ । ଆଶାରେ ହିଁ ଆମେ ବଂଚିଥାଉ । ଆଶା ମଣିଷର ବିଶ୍ୱାସ ହେବା ବିଧେୟ ବୋଲି ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ଶାଖା
Read More...

ପଦ୍ମପୁର ମରୁଡି ଅଞ୍ଚଳ ଗସ୍ତରେ ବିଜେପି ଟିମ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ଭାବ୍ୟ ମରୁଡିକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ମଣ୍ଡଳୀ ଆସନ୍ତା କାଲି ପଦ୍ମପୁର ଗ୍ରସ୍ତରେ ଆସୁଥିବା ନେଇ ବିଜେପି କୃଷକ ମୋର୍ଚ୍ଚାର ବରଗଡ ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ଆସନ୍ତା କାଲି ଦିନ ୧୧ ଘଣ୍ଟା
Read More...

ପାଟଣାଗଡ଼କୁ ମରୁଡି ଘୋଷଣା ଦାବୀରେ ବିଜେପି ପକ୍ଷରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଚାଷୀ ଓ ଚାଷୀ ସମସ୍ୟାର ସମାଧାନ ଓ ପାଟଣାଗଡ଼ ଉପଖଣ୍ଡକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀ ନେଇ ଆଜି ପାଟଣାଗଡ଼ ବିଜେପି ପକ୍ଷରୁ ପଞ୍ଚମୁଖୀ ହନୁମାନ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ
Read More...

ଖଟିଆରେ ବୁହା ହେଲେ ରୋଗୀ

ମ.ରାମପୁର, (ହେମନ୍ତ ସାହୁ) : ରାସ୍ତା ନ ଥିବାରୁ ଖଟିଆରେ ବୁହା ହେଲେ ରୋଗୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକର ଆଦିବାସୀ ଅଧ୍ୟୁଷିତ ଲୁବେନଗଡ ପଞ୍ଚାୟତ ରେ । ସୂଚନା ଅନୁସାରେ ଆଜି ଏହି ପଞ୍ଚାୟତ ଅଧିନସ୍ଥ ଟୁଡାପଡା ଗ୍ରାମର ମିନନ୍ତି
Read More...

୪ ଜୁଆଡି ଗିରଫ ସହ ନଗଦ ୧୬୯୦୦ ଟଙ୍କା ଜବତ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ଅଧିନସ୍ଥ ଗ୍ରାମାଞ୍ଚଳମାନଙ୍କରେ ତାସର ଜୁଆଖେଳ ଆସର ବ୍ୟାପିବାରେ ଲାଗିଛି । ଏ ପଟେ ସଟ୍ଟା ସେପଟେ ତାସର ଜୁଆଖେଳରେ ଅନେକ ଲୋକ ଧ୍ୱଂସ ହେଇ ସାରିଲେଣି । ଗତକାଲି ପଦ୍ମପୁର ସହର ଠାରୁ ଅନତି ଦୂରରେ ଥିବା ମହୁଲପାଲି ଗ୍ରାମରେ ଏକ ନିରୋଳା
Read More...

ପୁଅ ଉଚ୍ଚ ଜାତିରେ ବିବାହ କଲା ବୋଲି ମା’ ହେଲା ଦୁଷ୍କର୍ମର ଶିକାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କୁଦୁଲା ଗ୍ରାମରେ ଏକ ଅଭାବନୀୟ ଲଜ୍ୟାଜନକ ଘଟଣା ଘଟିଛି । ସତରେ ସ୍ୱାଧୀନର ସାତ ଦଶନ୍ଧି ପରେ ବି ଆମେ ଆଜି ପରାଧୀନ । ଯେଉଁଠି ଜାତିବାଦ, ବର୍ଣ୍ଣବାଦ ରହିଛି ସେଠି ନିଜକୁ ସ୍ୱାଧୀନ କହିବା ଭୁଲ
Read More...

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସିମେଣ୍ଟ ବୋଝେଇ ଟ୍ରକ୍ ଜଳିଯିବାରୁ ଚାଳକ ଜୀବନ୍ତ ଦଗ୍ଧ

ଗୁଡ଼ଭେଲା, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ୍ ଡୁଙ୍ଗୁରିପାଲି ଗାଁରେ ଶୁକ୍ରବାର ସକାଳେ ବିଦ୍ୟୁତ୍ ତାର ଲାଗି ଏକ ଟ୍ରକ୍ ଜଳିଯିବାରୁ ଟ୍ରକର ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇିଥିବା ଭଳି ଏକ ବଡ ଅଘଟଣ ଘଟିଥିବା ଜଣାପଡିଛି । ଆଲଟ୍ରାଟେକ୍ ସିମେଣ୍ଟ ବୋଝେଇ ଟ୍ରକ୍ (ଓଡି
Read More...