Monthly Archives

August 2021

ଲରମ୍ଭା ପଞ୍ଚାୟତର ୧୧୧ ଜଣ ଯୁବ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡ଼ି ବିଜେଡିରେ ଯୋଗଦାନ କଲେ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଲରମ୍ଭା ପଞ୍ଚାୟତର ୧୧୧ ଜଣ ଯୁବ ବିଜେପି ଓ କଂଗ୍ରେସ କର୍ମୀଦଳ ଛାଡ଼ି ବିଜେଡିରେ ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଵଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ୧୧୧ ଜଣ ଯୁବକଙ୍କ ନିଜ ଟିମ୍ ସହ ମିଶି
Read More...

ଖଦ୍ୟୋତ ତରଫରୁ ପରିବେଶ ଉପରେ ଆଲୋଚନାଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମାଲପଡା ଖଦ୍ୟୋତ ଅନୁଷ୍ଠାନ ତରଫରୁ ପରିବେଶ ଉପରେ ଏକ ଆଲୋଚନା ଚକ୍ର ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମଣିଷ ଯଦି ସନ୍ତୁଳିତ ଖାଦ୍ୟ, ଶୃଙ୍ଖଳିତ ଜୀବନ ନିର୍ବାହ କରିବା ସହ ଜଣକୁ ଗୋଟିଏ ଲେଖାଏଁ
Read More...

ମାର୍ବଲ ଅନଲୋଡ୍ ସମୟରେ ଶ୍ରମିକ ମୃତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ-ବୁଟୁପାଲି ରାସ୍ତାରେ ଥିବା ଗୋଦାମରେ ଏକ ଟ୍ରକରୁ ମାର୍ବଲ ଓଲ୍ହାଇବା ସମୟରେ ଆଜି ସକାଳ ୧୦ ଘଣ୍ଟା ସମୟରେ ଦୁର୍ଘଟଣା ଘଟି ଦୁଇ ଜଣ ଶ୍ରମିକ ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରାଜନପାଲି ପୋଲ ନିକଟରେ ଥିବା ଗୋଟିଏ ଗୋଦାମ ନିକଟରେ
Read More...

ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୱାର୍ଡ, ପ୍ରତୀକ୍ଷାଳୟ ଏବଂ ରୋଷେଇଶାଳା ନିର୍ମାଣର ଭିତ୍ତିପ୍ରସ୍ତର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୱାର୍ଡ, ପ୍ରତୀକ୍ଷାଳୟ ଏବଂ ରୋଷେଇଶାଳା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ ଏବଂ ଜିଲ୍ଲାପାଳ ଚଂଚଳ ରାଣା
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଆଗଲପୁର ବ୍ଲକ ଲୁହୁରାମୁଣ୍ଡା ଗ୍ରା.ପ., ବେଲପଡା ବ୍ଲକ ବେଲପଡା ଗ୍ରା.ପ. ଏବଂ କଣ୍ଟାବାଞ୍ଜି ଏନ୍‌ଏସି ୱାର୍ଡ ନଂ.୫ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ
Read More...

ସୁବର୍ଣ୍ଣପୁର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟିର ସମୀକ୍ଷା ବୈଠକ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟିର ସମୀକ୍ଷା ବୈଠକ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁବର୍ଣ୍ଣପୁର,
Read More...

ସହକାରୀ ଯନ୍ତ୍ରୀଙ୍କୁ ମାତାଲ୍‌ ସାମ୍ବାଦିକଙ୍କ ହତ୍ୟା ଧମକ : ଦେଓଗାଁ ବ୍ଲକ ଅଫିସ ସାମ୍ନାରେ ଦାଦାଗିରି, ଗିରଫ ନ ହେଲେ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କାର୍ଯ୍ୟାଳୟ ଅସାମାଜିକ ବ୍ୟକ୍ତିଙ୍କ ଆର୍ଡ଼ାସ୍ଥଳୀ ପାଲଟିଛି । କେତେବେଳେ ନିର୍ବାଚିତ ପ୍ରତିନିଧି କାର୍ଯ୍ୟରତ କର୍ମଚାରୀଙ୍କୁ ଅପବ୍ୟବହାର କରୁଛନ୍ତି ତ ପୁଣି କେତେବେଳେ ସମାଜସେବୀ ବୋଲାଉଥିବା ଲୋକ ପାଟି ତୁଣ୍ଡ କରିବା ସହ ଅଶ୍ଳିଳ ଭାଷାରେ
Read More...

ସୁବର୍ଣ୍ଣପୁର ସହର ମଧ୍ୟରେ ୪-ଲେନ୍ ରାସ୍ତା ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ଉଦ୍ୟମକ୍ରମେ ସୁବର୍ଣ୍ଣପୁର କଲେକ୍ଟରେଟ୍ ଅଫିସ ଦେଇ ମହାନଦୀ ବ୍ରିଜ୍ ଠାରୁ କୁଞ୍ଜଛକ ପର୍ଯ୍ୟନ୍ତ ପ୍ରସ୍ତାବିତ ଡିଭାଇଡର୍ ସହିତ ଅଟକି ରହିଥିବା ଚାରି ଥାକିଆ ରାସ୍ତାର ଶୀଘ୍ର ନିର୍ମାଣ ନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଛି ।
Read More...

ସର୍କଲ ସ୍ତରୀୟ ଏକ୍ସକ୍ୟାଡ଼ର ଶିକ୍ଷକଙ୍କ ବୈଠକ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ବିଲାସପୁର-ମନମୁଣ୍ଡା ସର୍କଲ ସ୍ତରୀୟ ଏକ ବୈଠକ ନୁନପଙ୍ଗା ଠାରେ ସର୍କଲ ସଭାପତି ସତ୍ୟନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ବୌଦ୍ଧ ପ୍ରାଥମିକ ଶିକ୍ଷକ(ଏକ୍ସକ୍ୟାଡ଼ର) ଶିକ୍ଷକ
Read More...

ପ୍ରତିଶୃତି ରକ୍ଷା କଲେ ଅଦ୍ରିଜା ମଞ୍ଜରୀ ସିଂହଦେଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ସାଲେପାଲିରେ ଥିବା ଜରାଶ୍ରମକୁ ଗତ କିଛିଦିନ ଆଗରୁ ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ସହଧର୍ମିଣୀ ଶ୍ରୀମତୀ ଅଦ୍ରିଜା ମଞ୍ଜରୀ ସିଂହଦେଓ ଗସ୍ତ କରି ଶୀତଋତୁରେ ଶୀତବସ୍ତ୍ର ବଣ୍ଟନ କରିଥିଲେ ଓ ସେହି ସମୟରେ ଜରାଶ୍ରମ
Read More...