Monthly Archives

August 2021

ନିଜ ଜନ୍ମ ଦିନ ଅବସରରେ ସମ୍ପୂର୍ଣ୍ଣ ଅଙ୍ଗ ଦାନ କଲେ ସୁଚିସ୍ମିତା ଷଡ଼ଙ୍ଗୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମ ଭୋଇ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ସୁଚିସ୍ମିତା ଷଡ଼ଙ୍ଗୀ ତାଙ୍କର ଜନ୍ମ ଦିନରେ ନିଜର ସମ୍ପୂର୍ଣ୍ଣ ଶରୀରକୁ ଦାନ କରିଛନ୍ତି । ଭୀମ ଭୋଇ ହସ୍ପିଟାଲ୍ ଓ ମେଡିକାଲ କଲେଜର ଅଟୋନୋମି ବିଭାଗର ସହକାରୀ ପ୍ରଫେସର୍ ଡା. ମନୋଜ କୁମାର ଦେହୁରୀ ଓ ଶ୍ରୀକାନ୍ତ
Read More...

ଜେଲ ସୁଇପରଙ୍କ ଘରୁ ମିଳିଲା ୨ ହଜାର କଫ ସିରଫ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ସହରରେ ଚାଳିଛି ନିଶା କାରବାର । ଥାନା ନିକଟରେ ଥିବା ଉପ କାରାଗାର(ସବ୍‌ଜେଲରେ) ପରିସର ମଧ୍ୟ ବାଦ ପଡିନାହିଁ । ଗତକାଲି ବରଗଡ଼ ଟାଉନ ପୋଲିସ ଜେଲରେ ଅତର୍କିତ ଚଢାଉ କରିଥିଲେ । ଚଢାଉ ବେଳେ ସବ୍‌ଜେଲରେ କାର୍ୟ୍ୟରତ ସୁଇପର ଆକାଶ ସିନ୍ଦ୍ରିଆଙ୍କ
Read More...

ଉଦ୍‌ଘାଟନ ଅପେକ୍ଷାରେ ଶୌଚାଳୟ : ମହିଳାମାନେ ହିନସ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବସଷ୍ଟାଣ୍ଡରେ ଦୀର୍ଘ ଏକ ବର୍ଷ ହେବ ପଞ୍ଚାୟତିରାଜ ବିଭାଗ ତରଫରୁ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ପ୍ରାୟ ଦୁଇ ଲକ୍ଷ ଟଙ୍କାର ଏକ ଶୌଚାଳୟ ନିର୍ମାଣ କରାଯାଇଛି, ହେଲେ ତାଲା ପଡିଛି ତାହା କେବେ
Read More...

ଉଠା ଜଳସେଚନ ପ୍ରକଳ୍ପ ଶୀଘ୍ର କାର୍ଯ୍ୟକ୍ଷମ ପାଇଁ ଦାବୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଅମ୍ଭାଭୋନା ବ୍ଲକରେ ବର୍ଷା ଅଭାବରୁ ଆସନ୍ନ ମରୁଡ଼ି ଆଶଙ୍କାରେ ରହିଥିବା ବେଳେ ଏଠାରେ ଅଧାପନ୍ତରିଆ ଭାବେ ପଡି ରହିଥିବା ମେଗା ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକୁ ଶୀଘ୍ର କାର୍ୟ୍ୟକ୍ଷମ କରିବାକୁ ଭାଜପା ପକ୍ଷରୁ ଦାବୀ କରାଯାଇଛି । ବ୍ଲକ
Read More...

ଆଚଂଳିକ ଶାନ୍ତି କମିଟି ସମନ୍ୱୟ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ, ଜିଲ୍ଲା ଡେଲାଙ୍ଗ ବ୍ଲକର ସର୍ବ ବୃହତମ ଗ୍ରାମ ଘୋରଡିଆ । ଭିନ୍ନ ଭିନ୍ନ ସଂପ୍ରଦାୟ ଓ ଜାତିର ଲୋକ ବାସ କରୁଥିଲେ ମଧ୍ୟ ସାଂସ୍କୃତିକ ଭାଇଚାରାର ଏକ ଆଦର୍ଶ ପରମ୍ପରା ଗ୍ରାମରେ ରହିଛି । କିନ୍ତୁ ୨୦୧୭ ମସିହାରେ ସଂଘଟିତ ଏକ ଅଭାବନୀୟ ଘଟଣା କ୍ରମରେ
Read More...

ରାଜଯୋଗିନୀ ଦାଦୀ ପ୍ରକାଶମଣିଜୀଙ୍କ ଚତୁର୍ଦଶତମ ଶ୍ରାଦ୍ଧବାର୍ଷିକୀ ସମାରୋହ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ ପ୍ରତିଷ୍ଠା କେନ୍ଦ୍ର ମାଉଣ୍ଟଆବୁ (ରାଜସ୍ଥାନ)ର ଦ୍ୱିତୀୟ ସଂଚାଳିକା ରାଜଯୋଗିନୀ ଦାଦୀ ପ୍ରକାଶମଣିଜୀଙ୍କ ଚତୃଦଶତମ ଶ୍ରାଦ୍ଧବାର୍ଷିକୀ ସମାରୋହ ସର୍ବତ୍ର ପାଳିତ ହୋଇଯାଇଛି । ବ୍ରହ୍ମାକୁମାରୀ
Read More...

ମହିଳାମାନେ ରକ୍ତଦାନ କରି ରଖିଲେ ଏକ ନିଆରା କୀର୍ତ୍ତି

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବିଜୁ ମହିଳା ଜନତା ଦଳ ଓଡ଼ିଶା ମୋ ପରିବାର ତରଫରୁ ଭାଲେର ଗ୍ରାମପଞ୍ଚାୟତ ଅଧିନସ୍ଥ ଫଟକରା ଗ୍ରାମ ଠାରେ ଏକ ନିଆରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାିଛି । ଦୁର୍ଗେଶ୍ୱରୀ କ୍ଲବର ଯୁବ ଗୋଷ୍ଠୀ ମାନଙ୍କ ଦ୍ଵାରା ଓ ରାଜ୍ୟ
Read More...

ଉଠା ଜଳସେଚନ ପ୍ରକଳ୍ପ ଶୀଘ୍ର କାର୍ଯ୍ୟକ୍ଷମ ପାଇଁ ଦାବୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଅମ୍ଭାଭୋନା ବ୍ଲକରେ ବର୍ଷା ଅଭାବରୁ ଆସନ୍ନ ମରୁଡ଼ି ଆଶଙ୍କାରେ ରହିଥିବା ବେଳେ ଏଠାରେ ଅଧପନ୍ତରିଆ ଭାବେ ପଡି ରହିଥିବା ମେଗା ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଭାଜପା ପକ୍ଷରୁ ଦାବୀ କରାଯାଇଛି । ବ୍ଲକ
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ୫ ଭାଇ ଭଉଣୀ

ଭୁବନେଶ୍ୱର : ୫ ମାସ ତଳେ ମା' ଆରପାରିକୁ ଚାଲି ଯାଇଥିଲେ । ଗତ କିଛିଦିନ ତଳେ ପିତାଙ୍କ ହାତ ମଧ୍ୟ ଉଠିଗଲା । ହସ ଖୁସିରେ ପରିବାର ଚଳାଇବାକୁ ଗଞ୍ଜାମରୁ ରାଜଧାନୀକୁ ଧାଇଁ ଆସିଥିବା ପ୍ରକାଶ ଚନ୍ଦ୍ର ବଡ଼ତ୍ୟାଙ୍କ ୫ପୁଅ ଝିଅ ଅନାଥ ହୋଇଗଲେ । ସୂଚନା ଯୋଗ୍ୟ ଯେ, ବଡ ଝିଅ ଦୃଷ୍ଟିହୀନ ସାଙ୍ଗକୁ
Read More...

ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଶତାଧିକ ଚାଷୀ : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀକୁ ସଂପୂର୍ଣ୍ଣ ଗଜା ମରୁଡି ଘୋଷଣା କର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଏଯାଏଁ ମାତ୍ର ୫୦ ପ୍ରତିଶତ ବୃଷ୍ଟିପାତ ହୋଇଛି । ଫଳରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତର ଚାଷୀମାନେ ଗଜା ମରୁଡିର ଶିକାର ହୋଇଛନ୍ତି । ତେଣୁ ସରକାର ସଂପୂର୍ଣ୍ଣ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀକୁ
Read More...