Monthly Archives

August 2021

ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଞ୍ଚଳ ୱାର୍ଡ ନଂ.୫ରୁ ଜଣେ କରୋନା ଆକ୍ରାନ୍ତ ସଂକ୍ରମିତ ହୋଇଥିବା ଜଣାପଡିଛି ।
Read More...

ବିରଳ ରକ୍ତଦାନ କଲେ ଯୁବକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଡାକ୍ତରଖାନାରେ ପ୍ରତିଦିନ ଆଖପାଖ ଅଞ୍ଚଳର ଶହ ଶହ ରୋଗୀ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି । ପରିସରରେ ଥିବା ଓଡିଶା ରକ୍ତ ଭଣ୍ଡାରରୁ ପ୍ରତିଦିନ ରୋଗୀମାନେ ରକ୍ତ ନେଇଥାନ୍ତି ।ରକ୍ତର ଚାହିଦାକୁ ପୂରଣ କରିବା ପାଇଁ ବର୍ଷସାରା ରକ୍ତଦାନ
Read More...

ବାଲିଗୁଡାରେ ସୂଚନା ଅଧିକାର କର୍ମୀ ତାଲିମ ଶିବିର ଅନୁଷ୍ଠିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଓଡିଶା ସୂଚନା ଅଧିକାର ଅଭିଯାନ, ଭୂବନେଶ୍ୱର ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା ଚାପ୍ଟର ଦ୍ୱାରା ବନବାସୀ ସେବା ସମିତିର ତାଲିମ କେନ୍ଦ୍ର, ବାଲିଗୁଡା ଠାରେ ଅଞ୍ଚଳର ଯୁବକ ଯୁବତୀ ମାନଙ୍କୁ ନେଇ ଦିନିକିଆ ସୂଚନା ଆଇନ ଉପରେ ତାଲିମ ପ୍ରଦାନ
Read More...

ବେଲପଡା ବନ ଦୂର୍ଗା ସେଣ୍ଟ୍ରାଲ ନର୍ସରୀଠାରେ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ

ସାମ୍ବାଦିକତାର ମୁଲ୍ୟବୋଧ କିପରି ଭାବରେ ସାମ୍ବାଦିକର ପରିଚୟ ସୃଷ୍ଟି ହୋଇ ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଆହ୍ୱାନ ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ବନଦୂର୍ଗା ସେଣ୍ଟ୍ରାଲ ନର୍ସରୀ ଠାରେ ଉପଖଣ୍ଡ ସ୍ତରୀୟ ଯୁବ ସାମ୍ବାଦିକ ସଂଘର
Read More...

ଦାଦନ ଶ୍ରମିକ ରୋକି ମନରେଗା ଯୋଜନାରେ କାମ ଯୋଗାଇ ଦେବାକୁ ବିଡ଼ିଓଙ୍କୁ ଦେଓଗାଁ ବ୍ଳକ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ…

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ୧୨ଟା ସମୟରେ ବଲାଙ୍ଗିର ଆଦିବାସୀ କଲ୍ୟାଣ ସଂଘର ଦେଓଗାଁ ଶାଖା ପକ୍ଷରୁ କୋଭିଡ଼ ୧୯ସମୟରେ ଦାଦନ ଶ୍ରମିକ ରୋକି ମନରେଗା ଯୋଜନାରେ କାମ ଯୋଗାଇ ଦେବାକୁ ଦେଓଗାଁ ବିଡ଼ିଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ଦେଓଗାଁ ବ୍ଲକର
Read More...

ରାମଙ୍କ ବିନା ଅଯୋଧ୍ୟା, ଅଯୋଧ୍ୟା ନୁହେଁ : ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଲକ୍ଷ୍‌ନୌ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଦିନ ଅଯୋଧ୍ୟା ଗସ୍ତ କରି ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟମାନଙ୍କ ଉପସ୍ଥିତିରେ ରାମାୟଣ ସେମିନାର ଆରମ୍ଭ କରିଥିଲେ । ଏହି ସହର ପରିପ୍ରେକ୍ଷୀରେ ପ୍ରଭୁ ରାମଙ୍କ ଚରିତ୍ରକୁ ଗୁରୁତ୍ୱ
Read More...

ହରଗୌରୀ ମନ୍ଦିରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବୀ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ସଦର ବ୍ଲକ ଅନ୍ତର୍ଗତ ଶିବତଲା ଲୁଚକିବନ୍ଧ, ରଘୁମଣିପାଲି ସ୍ଥିତ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପାହାଡ଼ ଉପରେ ନିର୍ମିତ ହୋଇଛି ହାରଗୌରୀ ମନ୍ଦିର । ୨୦୧୪ ମସିହାରେ ଅଞ୍ଚଳବାସୀଙ୍କ ଉଦ୍ୟମରେ ପ୍ରତିଷ୍ଠିତ ମନ୍ଦିର ବେଶ ସୁନାମ ଅର୍ଜନ କରିଛି । ପୁନଶ୍ଚ
Read More...

ମନବୋଧ ବାଗଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଲେ ଯୁବ ସମାଜସେବୀ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ଼ ଅନ୍ତର୍ଗତ ବାଲପଦର ଗାଁର ମନବୋଧ ବାଗ ଦୀର୍ଘ ୩ ବର୍ଷ ଆଗରୁ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ସହ ତାଙ୍କର ସାକ୍ଷାତ ହୁଏ । ତାଙ୍କ ମୁହଁରେ ଅସମ୍ଭାଳ ଭାବରେ ବଢି ଚାଲୁଥିଲା ମାଂସ ପିଣ୍ଡୁଳା । ସେହି ସମୟରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତାଙ୍କୁ
Read More...

ବୌଦ୍ଧ ଜିଲ୍ଲା ୱେବ ମିଡିଆ ସଂଘ ଗଠିତ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ମନମୁଣ୍ତା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ବୌଦ୍ଧ ଜିଲ୍ଲା ୱେବ ମିଡିଆ ସଂଘର ଏକ ସାଧାରଣ ବୈଠକ ବରିଷ୍ଠ ସାମ୍ବାଦିକ ସତ୍ୟଜିତ ପଣ୍ତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ୱେବ ମିଡିଆ ପ୍ରତିନିଧିଙ୍କ ବିଭିନ୍ନ ସମସ୍ୟା ବିଷୟରେ
Read More...

ରାଷ୍ଟ୍ରୀୟ କ୍ରୀଡା ଦିବସ ଅବସରରେ ସାଇକେଲ ଶୋଭାଯାତ୍ରା

କଳାହାଣ୍ଡି, (ନରୋତ୍ତମ ସେଲମା) : ରାଷ୍ଟ୍ରୀୟ କ୍ରୀଡା ଦିବସ ଉପଲକ୍ଷେ ସ୍ଥାନୀୟ ମାରୱାଡି ଯୁବା ମଞ୍ଚ ମ.ରାମପୁର ପକ୍ଷରୁ ଏକ ସାଇକଲ ରାଲି ଅନୁଷ୍ଠିତ ହୋଇଯାଇଛି । ଆଜି ମେଜର ଧାନ ଚାନ୍ଦଙ୍କ ଜନ୍ମଦିନ ତଥା ରାଷ୍ଟ୍ରୀୟ କ୍ରୀଡ଼ା ଦିବସ । ଏଣୁ ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଭାରତୀୟ
Read More...