ଜନସଂଖ୍ୟା ଦିବସ ପାଳିତ
ସଇଁନ୍ତଲା, (ଅଜିତ କୁମାର ସାହୁ) : ଛୋଟ ପରିବାର ସୁଖି ପରିବାର । ୧୯୯୨ ମସିହାରୁ ପ୍ରତିବର୍ଷ ଜୁଲାଇ ୧୧ ତାରିଖକୁ ଜନସଂଖ୍ୟା ଦିବସ ଭାବରେ ପାଳିତ ହୋଇ ଆସୁଛି । ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଡେଙ୍ଗଠାରେ ଜୁନିୟର ରେଡକ୍ରସ ୟୁନିଟ ତରଫରୁ ପ୍ରଧାନ ଶିକ୍ଷକ ବିଶ୍ୱନାଥ ମେହେରଙ୍କ!-->…
Read More...
Read More...