ପୁଇଁନ୍ତଲା ବ୍ଲକ ସ୍ତରୀୟ ବିଜ୍ଞାନ ମେଳା
ବଲାଙ୍ଗିର, (କେପିଏନ୍ଏସ୍) : ପୁଇଁନ୍ତଲା ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଭର୍ଚୁଆଲ ମୋଡରେ ବ୍ଲକ ଶିକ୍ଷା ଅଧିକାରୀ ପୁଇଁନ୍ତଲାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ କ୍ଲଷ୍ଟରରୁ ଅନ୍ଲାଇନ୍ ମାଧ୍ୟମରେ ବିଜ୍ଞାନ ପ୍ରକଳ୍ପମାନ ସଂଗୃହୀତ ହୋଇ ବ୍ଲକରେ ପ୍ରଦର୍ଶିତ ହୋଇଥିଲା ।!-->…
Read More...
Read More...