Monthly Archives

July 2021

ବିବିଧ ସମସ୍ୟା ଓ ବିଦ୍ୟୁତ ଶୁକ୍ଲ ବୃଦ୍ଧି ପ୍ରତିବାଦରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଦ୍ୟୁତ ଶୁକ୍ଲ ବୃଦ୍ଧି ଓ ଅନ୍ୟାନ୍ୟ ସମସ୍ୟା ନେଇ ଗଞ୍ଜାମ ଜିଲ୍ଲାର ହେଡ-କ୍ୱାଟର ଛତ୍ରପୁରସ୍ଥ ବିଦ୍ୟୁତ ବିଭାଗୀୟ କାର୍ଯ୍ୟଳୟ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ୮ ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର
Read More...

ପାଉଁରୁଟି ବିକି ପରିବାର ଚଳାଉଛି ଦଶ ବର୍ଷର ବାଳକ ସୁମନ୍ତ : ସରକାରୀ ଯୋଜନା ତା’ ପାଇଁ ସାତ ସପନ ପାଲଟିଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶର ଭବିଷ୍ୟତ ନିଜ ପରିବାର ପୋଷଣ ପାଇଁ ବୁଲି ବୁଲି ବିକ୍ରି କରୁଛି ପାଉଁରୁଟି । ଯେଉଁ ହାତରେ ବର୍ତ୍ତମାନ ଖାତା, କଲମ, ବହି ବସ୍ତାନୀ ଧରିବା କଥା, ସେହି ହାତରେ ଏବେ ବିକ୍ରି କରିବାକୁ ପଡୁଛି ପାଉଁରୁଟି । କଅଁଳ ବୟସରେ ପରିବାରର ବୋଝ । ବାପା ମା'
Read More...

ସ୍ୱତନ୍ତ୍ର ମିଳିତ ଚଢ଼ାଉରେ ଦେଶୀ ବିଦେଶୀ ମଦ ଜବତ, ୬ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଏସପି ବ୍ରିଜେଶ କୁମାର ରାଏଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ ମଦ କାରବାର ଉପରେ ଅଙ୍କୁଶ ଲଗାଇବା ଲାଗି ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ ହୋଇଛି । ଏଥିରେ ସ୍ଥାନୀୟ ମାଜିଷ୍ଟ୍ରେଟ, ଅବକାରୀ ବିଭାଗ ଓ
Read More...

ଡଭାଠାରେ କୋଭିଡ଼ ସଚେତନତା ରଥକୁ ସ୍ୱାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଗ୍ରାମଠାରେ କୋଭିଡ଼ ସଚେତନତା ରଥକୁ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଅରୁଣ କୁମାର ଭୋଇ, ସ୍ୱାସ୍ଥ୍ୟ ପରିଦର୍ଶକ ବାସୁଦେବ ଗଡ଼ତିଆ, ସ୍ୱାସ୍ଥ୍ୟ କର୍ମୀ ଲଳିତା ମହାରଥା ଅଙ୍ଗନୱାଡ଼ି କର୍ମୀ ପ୍ରଭାବତୀ
Read More...

ପୁଅ ସହିତ ଅଶ୍ଳୀଳ ନୃତ୍ୟ କରିବା ମହଙ୍ଗା ପଡ଼ିଲା, ଭିଡିଓ ଭାଇରାଲ ହେବା ପରେ ମହିଳା ଆୟୋଗ ଏଫ୍ଆଇଆର୍ ଦାବୀ କଲା

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରିବାକୁ ଯାଇ ଜଣେ ମହିଳା ଲଜ୍ଜାଜନକ ଭାବରେ ସମସ୍ତ ସୀମା ଅତିକ୍ରମ କରିଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କିଛି ଭିଡିଓରେ ନିଜ ନାବାଳକ ପୁଅ ସହିତ ମହିଳା ଜଣକ ଅଶ୍ଳୀଳ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି ।
Read More...

ହଠାତ୍ କୂଅରୁ ବାହାରିଲା ଗରମ ପାଣି : ତଦନ୍ତ ପାଇଁ ନମୁନା ପଠାଇଲା ପ୍ରଶାସନ

ବୁଲଢ଼ାଣା : ମହାରାଷ୍ଟ୍ରର ବୁଲଢ଼ାଣା ଜିଲ୍ଲାର ଏକ କୂଅରୁ ଗରମ ପାଣି ବାହାରିବା ଘଟଣା ସାମ୍ନାକୁ ଆସିଛି । ସେବେଠାରୁ କୂଅ ଏବଂ ଏହାର ମାଲିକ ଏକ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଲୋକମାନେ କୂଅର ପାଣି ବାହାର କରି ନିଜ ହାତରେ ଛୁଇଁବା ପାଇଁ ଭିଡ଼ ଜମାଉଥିବା ଲକ୍ଷ୍ୟ କରାଯାଉଛି ।
Read More...

ଅଳିଆ ଗଦାରେ ପଡି କାନ୍ଦୁଥିବା ବେଳେ ଶିଶୁ କନ୍ୟା ଉଦ୍ଧାର

ଅନୁଗୁଳ : ଅଳିଆ ଗଦାରେ ପଡି କାନ୍ଦୁଥିବା ବେଳେ ଜଣେ ଶିଶୁ କନ୍ୟା ଉଦ୍ଧାର ହୋଇଥିବା ଜଣାପଡ଼ିଛି । ଅନୁଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ରଗୁଡିଆପଡା ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗୁରୁବାର ସକାଳ ସମୟରେ ରଗୁଡ଼ିଆ ଗାଁର ଶାନ୍ତି ନାଏକ ଅଳିଆ ପକାଇବାକୁ ରଗୁଡ଼ିଆପଡା
Read More...

ଭଗବତ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅସହାୟ ପରିବାରକୁ ରାସନ ସାମଗ୍ରୀ ଓ ଲକ୍ଷାଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଭଗବତ ଚାରିଟେବୁଲ ଟ୍ରଷ୍ଟର ସାଧାରଣ ପରିଷଦ ବୈଠକ ଟ୍ରଷ୍ଟର ଅଧ୍ୟକ୍ଷ ଏସ. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନବୀନ ଭବନ ପରିସରରେ ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ପାତ୍ର ଟ୍ରଷ୍ଟର ବିଭିନ୍ନ
Read More...

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧୩୮୩ ଆକ୍ରାନ୍ତ ଚିହ୍ନଟ : କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୫୦୭

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧୩୮୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୫୦୭ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟରୁ ଜଣାପଡିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୨ ଲକ୍ଷ ୫୭
Read More...

ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବନ ମହୋତ୍ସବ ଅଭିଯାନ ତଥା ପବିତ୍ର ସୁନାବେଶ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ ପଞ୍ଚାୟତ ଘୋରଦିଆ ନୋଡାଲ ହାଇସ୍କୁଲର ଜାତୀୟ ସବୁଜ ବାହିନୀ (ଇକୋ କ୍ଲବ) ପକ୍ଷରୁ ଆଜି ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ସୁଦର୍ଶନ ପରିଡାଙ୍କ
Read More...