Monthly Archives

July 2021

ଅଭିଯୋଗ : ଅସହାୟ ଲୋକଙ୍କୁ ସହଯୋଗ କରୁନାହାନ୍ତି ବିଜେପୁର ବ୍ଲକ ପ୍ରଶାସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକରେ ମନରେଗା ଦୁର୍ନୀତିରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହେଉଥିବା ବେଳେ ଅସହାୟ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବାରେ ମଧ୍ୟ ଅଯଥା ବିଳମ୍ବ
Read More...

ସଇଁନ୍ତଲା ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତଦାରଖ, ପ୍ରଧାନ ଶିକ୍ଷକଙ୍କୁ ବିଗିଡିଲେ…

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ହେଲାଣି ସ୍କୁଲ କଲେଜ ବନ୍ଦ ହୋଇଛି । ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଅନଲାଇନ ମାଧ୍ୟମରେ ଘରେ ରହି ପାଠ ପଢୁଛନ୍ତି । ତେବେ ରାଜ୍ୟ ଗଣଶିକ୍ଷା ବିଭାଗଙ୍କ ନିଷ୍ପତ୍ତି ଯୋଗୁଁ ଆସନ୍ତା ୨୬ ତାରିଖ ଦିନ ସମସ୍ତ ସ୍କୁଲ ଖୋଲିବ
Read More...

ଚୀନରେ ଭୟଙ୍କର ବନ୍ୟା

ବେଜିଂ : ଚୀନରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ହୋଇଥିବା ଖବର ମଳିଛି । ତେବେ ଏଠାରେ ଏତେ ବର୍ଷା ହୋଇଛି ଯେ ତାହାକୁ ଗତ ୧ ହଜାର ବର୍ଷରେ ସର୍ବାଧିକ ବର୍ଷା ବୋଲି କୁହାଯାଉଛି । ରେକର୍ଡ ୪୫୭.୫ ମିଲିମିଟର ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଚୀନରେ ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି
Read More...

ଫେସବୁକ୍ ପେଜ୍ ଭଏସ୍ ଅଫ୍ ଆଲୋକ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପାଟଣାଗଡ଼, (ଗୋରେଖନାଥ ବରିହା) : ଫେସବୁକ ପେଜ୍ ଭଏସ୍ ଅଫ୍ ଆଲୋକ ତମିଆଁ ପକ୍ଷରୁ ସଭାପତି ତ୍ରିଲୋଚନ ସାହୁଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନେକ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆଲୋକ କୁମାର ପଣ୍ଡା, ସମୀର
Read More...

ଶ୍ରୀଜଗନ୍ନାଥ ମନ୍ଦିରର ନୂତନ ମାର୍କେଟ କମ୍ପ୍ଲେକ୍ସ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନର ବସଷ୍ଟାଣ୍ଡ ନିକଟ ଆଦର୍ଶ ପୁଷ୍କରିଣୀ ଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ଜାଗା ଉପରେ ଏକ ନୂତନ ବଜାର ଗୃହ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି
Read More...

ଆଜି ସଇଁନ୍ତଲା ବ୍ଲକରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି ସଇଁନ୍ତଲା ବ୍ଲକରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ସଇଁନ୍ତଲା ବ୍ଲକ ସଇଁନ୍ତଲା ଗ୍ରା.ପ.ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ହାସ୍ୟକବି ସଚ୍ଚିଦାନନ୍ଦ ପଣ୍ଡାଙ୍କ କବିତା ସଙ୍କଳନ “ତେଜ୍ ପତର୍” ଉନ୍ମୋଚିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ନିଜ ହାସ୍ୟ ବ୍ୟଙ୍ଗ କବିତା ମାଧ୍ୟମରେ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଲୋକଙ୍କ ମୁହଁରେ ହସ ଫୁଟାଇବାରେ ଖୁବ ଆଗ୍ରହ ପ୍ରକାଶ କରୁଥିବା ବିଶିଷ୍ଠ ହାସ୍ୟକବି ସଚ୍ଚିଦାନନ୍ଦ ପଣ୍ଡା ନିଜ ଜୀବନରେ ବହୁତ କବିତା ଲେଖିଛନ୍ତି । ଗତକାଲି ସ୍ଥାନୀୟ ଅଗ୍ରଗାମୀ ଯୁବକ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ରହିଥିବା ସରାକାରୀ ସୂତ୍ରରେ କୁହାଯାଇଛି । ଆଗଲପୁର ବ୍ଲକ ଆଗଲପୁର ଗ୍ରା.ପ.ରୁ ଜଣେ, ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୪ରୁ ଜଣେ, ଦେଓଗାଁ ବ୍ଲକ କୁତୁର୍ଲା ଗ୍ରା.ପ.ରୁ ଜଣେ, ଲୋଇସିଂହା ବ୍ଲକ
Read More...

୩ ଫୁଟର ନାଗସାପ ଉଦ୍ଧାର କଲେ ବିଶ୍ଵଜିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭନ୍ଦ୍ରା ଗ୍ରାମର ଲଛମନ ଛତ୍ରିଆଙ୍କ ଘରେ ନାଗସାପ ରହି ଥିବା ଦେଖିବାକୁ ପାଇଥିଲେ । ପରେ ସାପ ଧରାଳି ବିଶ୍ଵଜିତ ତାଣ୍ଡିଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ବିଶ୍ଵଜିତ ପହଞ୍ଚି ୩ ଫୁଟର ନାଗସାପକୁ ଉଦ୍ଧାର କରି
Read More...

ସଇଁନ୍ତଲା ବ୍ଳକ କାର୍ଯ୍ୟାଳୟରେ ଥିବା ମାବର୍ଲ ଫଳକ ଲାଗିବ ନା’ ଖତ ଖାଇବ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ବେଳେ ସ୍ଥାନୀୟ ପ୍ରତିନିଧି ମାନେ ନିଜ ସମ୍ପର୍କୀୟଙ୍କ ନାଁରେ ମଧ୍ୟ ଘର ହାତେଇ ନେଇ ଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଏହି ବ୍ଳକରେ ବ୍ୟାପକ
Read More...