Monthly Archives

July 2021

ଗୁରୁପୁର୍ଣ୍ଣିମାରେ ଗୁରୁଙ୍କୁ ପୂଜିଲେ ଶିଷ୍ୟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର ପଥରପଦା ସାହୀ ଶ୍ରୀଶ୍ରୀ ରଘୁନାଥ ଦେବ ମନ୍ଦିର ପରିସରରେ ରଘୁନାଥ ରାମନାଟ୍ୟ କଳା ପରିଷଦ ପକ୍ଷରୁ ଗୁରୁପୂର୍ଣ୍ଣିମା ପାଳିତ ହୋଇଯାଇଛି । ରାମଲୀଳା, ସଂକୀର୍ତ୍ତନ, ପାଲା ଆଦି ବିଭିନ୍ନ କ୍ଷେତ୍ରର
Read More...

ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦାତବ୍ୟ ଆମ୍ବୁଲାନ୍ସ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୁରୁପୂର୍ଣ୍ଣିମା ଅବସରରେ ଦାତବ୍ୟ ଆମ୍ବୁଲାନ୍ସ ସେବା ଶୂଭାରମ୍ଭ ହୋଇଯାଇଛି । ମୁମ୍ବାଇ-ମଲାଡ ସ୍ଥିତ ଶ୍ରୀ ଟିଲାହର ଗାଦି ଆଚାର୍ଯ୍ୟ ମଙ୍ଗଳ ପଠାଧୀସ୍ୱର ଶ୍ରୀ ଶ୍ରୀ ୧୦୮ ମାଧବାଚାର୍ଯ୍ୟ
Read More...

ସର୍ବ ଭାରତୀୟ ବିଂଝାଲ ସମାଜ ବାଲିପଟା ପଞ୍ଚାୟତ ସଭାପତି ସ୍ଵର୍ଗତ ଭାଗିରଥି ବରିହାଙ୍କ ଶ୍ରଦ୍ଧାଞ୍ଜଳି ସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ବାଲିପଟା ପଞ୍ଚାୟତ ବାଲିପଟା ଗ୍ରାମର ବିଶିଷ୍ଟ ସୁନାମଧନ୍ୟ ସର୍ବ ଭାରତୀୟ ବିଂଝାଲ ସମାଜ ପଞ୍ଚାୟତ ସଭାପତି ସ୍ୱର୍ଗତ ଭାଗିରଥି ବରିହାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି ।
Read More...

ସ୍କୁଲ ଖୋଲିବା ପୂର୍ବରୁ କ୍ୟାମ୍ପସ ସଫେଇ ଉପରେ ଟିମ୍ କ୍ଲିନ ସିଟିର ଗୁରୁତ୍ୱ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାରି ରହିଛି ସାପ୍ତାହିକ ସାମାଜିକ ସେବା କାର୍ଯ୍ୟ । ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ୍ କ୍ଲିନ ସିଟି ପକ୍ଷରୁ ହାତକୁ ନିଆଯାଇଛି ନିଆରା ପଦକ୍ଷେପ । କରୋନା ସଂକ୍ରମଣ ଓ କଟକଣା ଦୃଷ୍ଟିରୁ ଶିକ୍ଷାନୁଷ୍ଠାନ ଦୀର୍ଘ ଦିନ ଧରି ବନ୍ଦ
Read More...

ଗୋବର୍ଦ୍ଧନପୀଠ ମଠାଧୀଶ ପୁରୀ ଶଙ୍କରାଚାର୍ଯ୍ୟଙ୍କ ମଠରେ ଗୁରୁପୂର୍ଣ୍ଣିମା ମହୋତ୍ସବ

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶନିବାର ପୂର୍ବାହ୍ନରେ ଶ୍ରୀ ଗୋବର୍ଦ୍ଧନ ମଠ ପୁରୀ ପୀଠାଧିଶ୍ୱର ଶ୍ରୀମଦଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଜୀ ମହାରାଜଙ୍କ ସାନିଧ୍ୟରେ ଗୁରୁପୂର୍ଣ୍ଣିମା ମହୋତ୍ସବ ପାଳନ କରାଯାଇଛି । ସକାଳ ୮ଘଣ୍ଟା ସମୟରେ ପୂଜ୍ୟ
Read More...

ଛତ୍ରପୁର ଉପକଣ୍ଠ ମା’ରାମଚଣ୍ଡୀ ପୀଠର ବିକାଶ ନିମନ୍ତେ ବରିଷ୍ଠ ନେତୃବୃନ୍ଦଙ୍କ ପରିଦର୍ଶନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପକଣ୍ଠ ମା'ରାମଚଣ୍ଡୀ ପୀଠର ବିକାଶ ନିମନ୍ତେ ବରିଷ୍ଠ ନେତୃବୃନ୍ଦଙ୍କ ରବିବାର ପରିଦର୍ଶନ ହୋଇଛି । ନବନିର୍ମିତ ମନ୍ଦିର ଏବଂ ବେଢ଼ା ପରିସରରେ ଉନ୍ନୟନ ଯୋଜନା ସରକାରୀ ଓ ବେସରକାରୀ ସ୍ତରରେ ପ୍ରଗତି ହୋଇଆସିଛି । ସୂଚନା ଯୋଗ୍ୟ ଯେ,
Read More...

ଦିବ୍ୟାଙ୍ଗ ଜଗନ୍ନାଥଙ୍କୁ ହ୍ୱିଲ୍ ଚେୟାର ପ୍ରଦାନ କଲେ ପାଇକମାଲ ବିଜୁ ଜନତା ଦଳ ବ୍ଲକ ସଭାପତି ଗୌତମ ସିଂ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଯୁବ ଜନତା ଦଳ ପାଇକମାଲ ବ୍ଲକ ସଭାପତି ଗୌତମ ସିଂ ଜାମସେଠ ପଞ୍ଚାୟତ ଭାରୁଆମୁଣ୍ଡା ଗ୍ରାମକୁ ଯାଇ ପାଇକମାଲ ବ୍ଲକ ଉପ ସଭାପତି ତଥା ଯୁବ ସମାଜସେବୀ ଶରତ ଚନ୍ଦ୍ର ତାଣ୍ଡି, ଆଇଟି ସଂଯୋଜକ
Read More...

ବିଧାୟକଙ୍କୁ ଭେଟି ୪ ଦଫା ଦାବୀ ଜଣାଇଲେ ଓଡିଶା ପାଇପ୍‌ ଜଳ କର୍ମଚାରୀ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାର ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରୀ ଘୋଷଣା କରିଥିବା ବେଳେ ରାଜ୍ୟର ଗ୍ରାମାଞ୍ଚଳମାନଙ୍କରେ କାର୍ଯ୍ୟରତ ପମ୍ପ ଚାଳକ ଯଥା ଏସଇଏମ କର୍ମଚାରୀମାନେ ଦୈନିକ ମାତ୍ର ୭୬ ଟଙ୍କା ପାଉଣା ପାଉଛନ୍ତି । ଏହାବିରୁଦ୍ଧରେ ଓଡ଼ିଶା ପାଇପ ଜଳ କର୍ମଚାରୀ
Read More...

ବଲାଙ୍ଗିର ସିଆର୍‌ପିଏଫ୍‌ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟରେ ବୃକ୍ଷରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ୧୮୯ ବାଟାଲିଅନ୍‌ ସିଆର୍‌ପିଏଫ୍‌ ପକ୍ଷରୁ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କମାଣ୍ଡେଣ୍ଟ ଯୋଗେନ୍ଦ୍ର ସିଂହ ମୌର୍ଯ୍ୟ, ଡେପୁଟି କମାଣ୍ଡେଣ୍ଟ ସୁରେଶ ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ଇନଚାର୍ଜ
Read More...

ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ତଥା ଗୁରୁଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ବାସଭବନରେ ଏକ ଶାସ୍ତ୍ରୀୟ ସଙ୍ଗୀତ ଓ ଭାବ ସଙ୍ଗୀତର କାର୍ଯ୍ୟକ୍ରମ ହେଇଯାଇଛି । ପ୍ରଥମେ ବନାରସ ଘରାନାର ପ୍ରସିଦ୍ଧ ଗୁରୁ ତଥା ଶାସ୍ତ୍ରୀୟ ସଙ୍ଗୀତଜ୍ଞ
Read More...