Monthly Archives

June 2021

ରଜ ଅବସରରେ ଘଣ୍ଟାସୁନୀ ସାହିତ୍ୟ ସଂସଦର କବିତା ପାଠ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଘଣ୍ଟାସୁନୀ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅବସରରେ ତପୋବନ ଏକାଡେମୀ, ସିରୋଲ ଆନୁକୂଲ୍ୟରେ ମାଟିର ପର୍ବ ରଜ ଉପଲକ୍ଷେ ଆଭାସି ଜରିଆରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ସଂସଦର ସଭାପତି କବି ଗଜାନନ ମିଶ୍ରଙ୍କ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ ରହିଥିବା
Read More...

ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ କୋଲକାତା ପୋଲିସ ଦ୍ୱାରା ପଚରାଉଚରା : ଉତ୍ତେଜନାମୂଳକ ଭାଷଣ ଦେଇଥିବା ଅଭିଯୋଗ

କୋଲକାତା : ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ସମୟରେ ବିବାଦୀୟ ଭାଷଣ ସଂପର୍କରେ କୋଲକାତା ପୋଲିସ ଆଜି ତାଙ୍କୁ ପଚରାଉଚରା କରୁଛି । ବିଜେପିରେ ଯୋଗଦେବା ପରେ ମିଥୁନ ଚକ୍ରବର୍ତ୍ତୀ କହିଥିଲେ ଯେ, ସେ ଗରିବଙ୍କ
Read More...

ଭାଲୁ ଆକ୍ରମଣରେ ଜଣେ ଗୁରୁତର, ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଖିରେଇଟାଙ୍ଗିରି ଗ୍ରାମର ସତ୍ୟାନନ୍ଦ ନାୟକ ପତ୍ର ଆଣିବାପାଇଁ ଗତକାଲି ଅପରାହ୍ନରେ ଜଙ୍ଗଲକୁ ଯାଇଥିଲେ । ମାତ୍ର ହଠାତ ଏକ ଜଙ୍ଗଲୀ ଭାଲୁ ହାବୁଡ଼ରେ ପଡିଯିବାରୁ ଭାଲୁଟି ତାଙ୍କୁ ଆକ୍ରମଣ କରିଥିଲା । ସେ ଗୁରୁତର ଅବସ୍ଥାରେ ଜଙ୍ଗଲରେ ପଡ଼ିଥିବା ଖବରପାଇ
Read More...

କୋଭିଡ ନିୟମ ଉଲଂଘନ କରୁଥିବା ୪ଟି ଶାଢୀ ଦୋକାନକୁ ସିଲ୍‌ କଲା ପ୍ରଶାସନ

ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ କେତେକ ଶାଢୀ ଦୋକାନୀମାନେ ବେଆଇନ ଭାବେ କୋଭିଡ ନିୟମକୁ ଉଲଂଘନ କରିଥିବା ଦେଖା ଦେଇଥିଲା । ଲକଡାଉନ ସମୟରେ ଦୋକାନ ଗୁଡିକ ଖୋଲି ଖୁଲୁମଖୁଲା ବିକ୍ରି କରୁଥିବା ଦେଖା ଦେଇଥିଲା । ଫଳରେ ଦୋକାନ ସମ୍ମୁଖରେ ପ୍ରବଳ ଭିଡ ଲାଗିଥିଲା । ଖବର ପାଇ
Read More...

ଟ୍ୟୁସନ୍‌ ସାର୍‌ଙ୍କ ସହ ପ୍ରେମ : ମନ୍ଦିରରେ ବିବାହ, ତାପରେ ସିଧାସଳଖ ପୋଲିସ ଷ୍ଟେସନରେ ପହଂଚିଲେ ନବ ଦମ୍ପତ୍ତି

ଧାନବାଦ୍ : ଶିକ୍ଷକ ଏବଂ ଛାତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନୂଆ କଥା ନୁହେଁ । ଓଲିଉଡ୍ କିମ୍ବା ବଲିଉଡ୍ ଏପରି ପ୍ରେମ କାହାଣୀରେ ପରିପୂର୍ଣ୍ଣ, ଯେଉଁଥିରେ ଏହି ସମ୍ପର୍କ ଚିତ୍ରିତ ହୋଇଥାଏ । ଯାହାବି ହେଉ, ପ୍ରେମ ପ୍ରତିବନ୍ଧକ ମାନେ ନାହିିଁ । ଏଥିପାଇଁ ପ୍ରେମ ଅଂଧ ବୋଲି କୁହାଯାଇଛି
Read More...

ଦେଶରେ କରୋନା ସକ୍ରିୟ ମାମଲା ୯ ଲକ୍ଷରୁ କମ୍ : ଗତ ୨୪ ଘଣ୍ଟା ମଧ୍ୟରେ ୬୨୨୨୪ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗ ବର୍ତ୍ତମାନ ନିମ୍ନଗାମୀ ହେବାରେ ଲାଗିଛି । ସଂକ୍ରମଣ ହାର ବହୁ ପରିମାଣରେ ନିୟନ୍ତ୍ରଣରେ ଥିବା ପରି ମନେ ହେଉଛି । ଏହି କାରଣରୁ ନୂତନ ରୋଗୀ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି । ଏହା ସହିତ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ
Read More...

ଛତ୍ରପୁର ସହରର କିଛି ଗରିବ ପରିବାର ଲୋକଙ୍କୁ ରାସନ ବିତରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରର ଅଗ୍ରଣୀ ସଂଗଠନ ୟୁଥ ମାସ ସେବା ସଂଘ ଆନୁକୂଲ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ସଂଘର କେତେଜଣ ଅଭିଜ୍ଞ-ସମ୍ପନ ସଦସ୍ୟଙ୍କ ତତ୍ତ୍ୱାବଧାନରେ ଛତ୍ରପୁର ସହରର ନିରୀହ ଗରିବ ପରିବାରଙ୍କୁ କୋରନାର ଦ୍ୱିତୀୟ ଲହରରେ ମଧ୍ୟ ଶୁଖିଲା ଖାଦ୍ୟ ବଣ୍ଟନ
Read More...

କାର୍-ଟ୍ରକ୍ ଧକ୍କାରେ ଗୋଟିଏ ପରିବାରର ୧୦ ଜଣଙ୍କ ମୃତ୍ୟୁ

ଆନନ୍ଦ : ଗୁଜୁରାଟର ଆନନ୍ଦରେ ଏକ ଯନ୍ତ୍ରଣାଦାୟକ ସଡ଼କ ଦୁର୍ଘଟଣା ଘଟିଛି । ଆନନ୍ଦ ଜିଲ୍ଲାର ତାରାପୁର ନିକଟରେ ଏହି ଦୁର୍ଘଟଣା ଘଟିଛି, ଯେଉଁଠାରେ ରାଜପଥରେ ଏକ କାର ଏବଂ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଏହି ସମସ୍ତ ୧୦ ଜଣ ଗୋଟିଏ ପରିବାରର ବୋଲି
Read More...

ପୁଲିସର ରାତିଅଧିଆ ଚଢାଉ : ବେଆଇନ ଭାବରେ ଗଚ୍ଛିତ ୮ଶହରୁ ଅଧିକ ବସ୍ତା ଚାଉଳ ଓ ୬ କୁଇଣ୍ଟାଲ ମହୁଲ ସମେତ ଚାଉଳ ଭର୍ତ୍ତି…

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଞ୍ଚାୟତର ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀଙ୍କ ଘରେ ଗତରାତିରେ ପୁଲିସ ଚଢାଉ କରି ଶହଶହ କୁଇଣ୍ଟାଲ ଚାଉଳ ଓ ମହୁଲ ଜବତ କରିଛି । ରିପୋର୍ଟ ଲେଖାଯିବା ପର୍ୟ୍ୟନ୍ତ (ରାତି ସାଢେ୮ଟା ସୁଦ୍ଧା) ଜବତ
Read More...