Monthly Archives

June 2021

ବନ୍ଧୁକ ରାକେଟ ଠାବ : ୧୧ଟି ବନ୍ଧୁକ ସହ ୫୧ଟି ଗୁଳି ଜବତ

କଟକ : କଟକରୁ ବନ୍ଧୁକ ରାକେଟ ଠାବ ହୋଇଥିବା ଖବର ମିଳିଛି । ତେବେ ଏହି ରାକେଟ ଠାରୁ ୧୧ଟି ବନ୍ଧୁକ ସହ ୫୧ଟି ଗୁଳି ଜବତ ହୋଇଥିବା ବେଳେ ୪ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ତେବେ କଟକରେ ଗତ ୩ ମାସ ମଧ୍ୟରେ ୪୩ଟି ବନ୍ଧୁକ ଓ ୨୨୫ଟି ଗୁଳି ଜବତ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ
Read More...

ଦେଖୁ ଦେଖୁ ରାସ୍ତା ମଝିରେ ହୁ ହୁ ହୋଇ ଜଳିଗଲା ସ୍କୁଟି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଦେଖୁ ଦେଖୁ ରାସ୍ତା ମଝିରେ ହୁହୁ ହୋଇ ଜଳିଗଲା ସ୍କୁଟି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସାମନାରେ । ସ୍କୁଟି ଆରୋହୀ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇ ଆସଥିଲେ । ଏତିକିବେଳେ ହଠାତ ସ୍କୁଟିରେ ଲାଗିଥିଲା
Read More...

ପିସିଆର ଭେନ୍‌କୁ ଧକ୍କା ଦେଲା ଟ୍ରକ୍ : ୨ ଜଣ ପୋଲିସ କର୍ମଚାରୀ ଆହତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ପିସିଆରଭେନ୍‌କୁ ପଛ ପଟୁ ଧକ୍କା ଦେଲା ଏକ ମାଲ ବୋଝେଇ ଟ୍ରକ୍ ଫଳରେ ଘଟଣାସ୍ଥଳରେ ୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଆଉ ୫ ଜଣ । ତେବେ ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ତେବେ ଦୁର୍ଘଟଣା ଘଟଇଥିବା ମାଲ
Read More...

ମାଲକାନଗିରି – କୋରାପୁଟ ସୀମାରେ ପୁଲିସ୍‌-ନକ୍ସଲ ମଧ୍ୟରେ ଗୁଳି ବିନିମୟ : ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ମାଲକାନଗିରି : ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଥିବା ଖବର ମିଳିଛି । ମାଲକାନଗିରି- କୋରାପୁଟ ସୀମା କୁଲାବେଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ କୌଣସି ସୂତ୍ରରୁ ଖବର ପାଇ ମାଲକାନଗିରି ଏସଓଜି ଏବଂ ଡିଭିଏଫ ଯବାନ ଘଟଣାସ୍ଥଳକୁ ଯାଇଥିଲେ । ତେବେ ଯବାନଙ୍କୁ ଦେଖି ନକ୍ସଲ ଗୁଳି ଚଳାଇବା
Read More...

ରାଜ୍ୟର ସମସ୍ତ ଜିଲ୍ଲାରେ ଜୁଲାଇ ୧ ପର୍ଯ୍ୟନ୍ତ ଜାରି ରହିବ ଆଂଶିକ ଲକଡାଉନ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାରେ ୧୭ ଜୁନ୍ ସକାଳ ୫ଟାରୁ ୧ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିବ । ସରକାରଙ୍କ ପକ୍ଷରୁ ସଂକ୍ରମଣ ହାରକୁ ନେଇ ଓଡିଶାର ଜିଲ୍ଲାଗୁଡିକୁ
Read More...

ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ରଖିଲା ପୋଲିସ : ଅସଫଳ ପ୍ରେମକୁ ନେଇ ଯୁବକଙ୍କ ଉନ୍ମତ୍ତ କାଣ୍ଡ : ତିନି ରାଉଣ୍ଡ ଗୁଳି…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମଙ୍ଗଳବାର ଦିନ ପୂର୍ବାହ୍ନରେ ସହରର ଶାନ୍ତିପଡ଼ାରେ ଘଟିଥିବା ଉନ୍ମତ୍ତ କାଣ୍ଡ ବିଷୟରେ ସବିଶେଷ ତଥ୍ୟ ରଖିଛି ପୋଲିସ । ସ୍ଥାନୀୟ ଆଦର୍ଶ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅସଫଳ ପ୍ରେମକୁ ନେଇ ପ୍ରେମିକ ବିକ୍ରମ ଉନ୍ମତ୍ତ କାଣ୍ଡ ଘଟାଇଥିବା ପୋଲିସ
Read More...

ଶୁଲିଆ ଯାତ୍ରା ମୁଖ୍ୟ ପୂଜକ ବିରଞ୍ଚି କୁଅଁରଙ୍କ ଦେହାନ୍ତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକର ପ୍ରସିଦ୍ଧ ଶୁଲିଆ ଯାତ୍ରାର ମୂଖ୍ୟ ପୂଜକ ବିରଞ୍ଚି କୁଅଁରଙ୍କ ରବିବାର ଦିନ ପରଲୋକ ହୋଇଯାଇଛି । ସେ ଅସୁସ୍ଥ ହୋଇ ଘରେ ଚିକିତ୍ସିତ ହେଉଥିଲେ । ପୂର୍ବରୁ ମଧ୍ୟ ତାଙ୍କର ଗୋଟିଏ ପୁଅର ଦେହାନ୍ତ ହୋଇଥିଲା । ମୁକୁନ୍ଦପୁର
Read More...

ଧାନ କିଣାରେ ଅନିୟମିତତା ଅଭିଯୋଗ : ରାଇସ୍‌ ମିଲ୍‌ ଉପରେ ଚଢ଼ାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଧାନ କିଣାରେ ଅନିୟମିତତା ଅଭିଯୋଗରେ ଏକ ରାଇସ୍‌ ମିଲ୍‌ ଉପରେ ଚଢ଼ାଉ ହୋଇଥିବା ନଜର୍‌କୁ ଆସିଛି । ସୋମବାର ଦିନ ୩ଟା ସମୟରେ ତୁଷରା ନିକଟସ୍ଥ ଡଙ୍ଗାପଥର ନିକଟରେ ଥିବା ବିକାଶ ରାଇସ ମିଲକୁ ବଲାଙ୍ଗିର ଜିଳ୍ଲାପାଳଙ୍କ ନିର୍ଦେଶରେ ୪ ଜଣିଆ ଏକ ଟିମ୍‌ ଚଢ଼ାଉରେ
Read More...

ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଜୟନ୍ତ ମହାପାତ୍ର ୯୩ ବର୍ଷ ବୟସରେ କରୋନାକୁ ହରାଇ ଘରକୁ ଫେରିଲେ

ଭୁବନେଶ୍ୱର : ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଜୟନ୍ତ ମହାପାତ୍ର ୯୩ ବର୍ଷ ବୟସରେ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାଙ୍କ ସୁସ୍ଥତା ଖବର ପାଇ କବି, ଲେଖକ ତଥା ସାହିତ୍ୟିକଙ୍କ ଜଗତରେ ଖୁସିର ଲହରି ଖେଳିଯାଇଛି । ସେ କୋଭିଡ଼୍‌ ଆକ୍ରାନ୍ତ ହେବାପରେ କବି, ଲେଖକମାନେ ତାଙ୍କ
Read More...

ବାଇକ୍‌ ଭିତରେ ଥିଲା ନାଗ, ଗାଡ଼ି ପୋଛିବା ବେଳେ ଜଣାପଡ଼ିଲା

ଯାଜପୁର : ବାଇକ ଭିତରେ ଥିଲା ନାଗ । ଗାଡ଼ି ପୋଛିବା ବେଳେ ଜଣାପଡ଼ିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ବିରଜାପୁର ରାମବାଗ ଗାଁର ଦେବେନ୍ଦ୍ର କୁମାର ନାୟକଙ୍କ ବାଇକରୁ ଏକ ନାଗ ସାପ ଉଦ୍ଧାର ହୋଇଛି । ଦେବେନ୍ଦ୍ର କାମରେ ଯିବା ପାଇଁ ଘରୁ ବାଇକ୍‌ ବାହାର କରି ସିଟ୍
Read More...