Monthly Archives

June 2021

୨୨କେଜି ଗଞ୍ଜେଇ ଜବତ ଜଣେ ଗିରଫ

ରାୟଗଡା : ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ପୁଣି ଏକ ସଫଳତା । ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ହୁକୁମତୋଳା ଭୈରବ ମନ୍ଦିର ନିକଟରୁ ଏକ ବାଇକ ଓଆର ୦୫ ଏୟୁ ୪୫୯୦ ସହ ୨୨ କେଜି ଗଞ୍ଜେଇ ଜବତ କରିଥିବା ସହ ଜଣକୁ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ ରହିଥିବା
Read More...

ଧର୍ମ ପରାୟଣା ମହିଳା ଯଶୋବନ୍ତୀ ରାଓଙ୍କ ପରଲୋକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ମାଳପଡା ଗ୍ରାମର ସାମ୍ବାଦିକ ପୂର୍ଣ୍ଣ ଶଶି ଶେଖର ରାଓଙ୍କ ବଡ଼ ମାଆ ଓ ପଣ୍ଡିତ ଭୁବନେଶ୍ଵର ରାଓଙ୍କ ସ୍ତ୍ରୀ ଯଶୋବନ୍ତୀ ରାଓଙ୍କ(୬୪) ବୟସରେ ତାଙ୍କର ମାଳପଡା ସ୍ଥିତ ବାସ ଭବନରେ ଆଜି ପରଲୋକ ହୋଇଯାଇଛି । ସ୍ଵର୍ଗତ ଶ୍ରୀମତୀ
Read More...

ପୁଣି ଧରାପଡ଼ିଲେ କାଠମାଫିଆ, ୯୫ଖଣ୍ଡ ଶାଳକାଠ ବୋଝେଇ ପିକଅପ୍ ଭ୍ୟାନ ଜବତ : ତିନି ଗିରଫ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ରେଂଜ ଅଧୀନ ଅଂଚଳରେ ଗତ କିଛିଦିନ ହେଲା ବନବିଭାଗ ସକ୍ରିୟ ହୋଇ କାଠମାଫିଆଙ୍କୁ ଗିରଫ କରିବାରେ ସଫଳ ହେଉଛି । ଆଜି ପୁଣିଥରେ ଶାଳକାଠ ବୋଝେଇ ପିକଅପ୍‌ ଜବତ ହେବା ସହିତ ତିନିଜଣ କାଠମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି
Read More...

ପାଣି ସମସ୍ୟାକୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ମହିଳାମାନେ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଉପଖଣ୍ଡରେ ପାଣି ସମସ୍ୟା ଏକ ଉତ୍କଟ ସମସ୍ୟା ପାଲଟିଛି । ସହର ଅଞ୍ଚଳରେ ହେଉଥିବା ପାଣିର ସମସ୍ୟାକୁ ପ୍ରଶାସନ ସମାଧାନ କରିପାରୁନଥିବା ବେଳେ ଗ୍ରାମାଞ୍ଚଳରେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁ ନାହିଁ । ସହର ସମେତ ଗ୍ରାମାଞ୍ଚଳରେ ମଧ୍ୟ ପାଣି ସମସ୍ୟାକୁ
Read More...

ଲକଡାଉନ୍‌ କୋହଳ ହୋଇଛି, କରୋନା ନୁହେଁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ୍ ମହାମାରୀ ପରିପ୍ରେକ୍ଷୀରେ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଆଂଶିକ ଭାବରେ ଲକଡାଉନ୍ କୋହଳ କରାଯାଇଛି । ତେବେ କରୋନା ବିପଦ ଏବେବି ସମ୍ପୁର୍ଣ୍ଣ ଭାବରେ ଟଳି ନାହିଁ । କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ ସହ ସାମାଜିକ ଦୂରତା ବଜାୟ ରଖନ୍ତୁ । ମାସ୍କ ସଠିକ୍
Read More...

ବିପୁଳ ପରିମାଣରେ ଗ୍ରୋସରୀ ଦୋକାନରୁ ବିଦେଶୀ ମଦ ଜବତ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ହ୍ମପୁର ସଦରଥାନା ଅନ୍ତର୍ଗତ ପଦରବାଲିର କାଳୁଆ ଛକ ନିକଟରେ ଥିବା ଗ୍ରୋସେରୀ ଦୋକାନରୁ ବିପୁଳ ପରିମାଣରେ ବିଦେଶୀ ମଦ ଜବତ ହୋଇଥିବା ଖବର ମଳିଛି । ତେବେ ୧୫ ପ୍ରକାରର ୧୧୨ ଲିଟର ବିଦେଶୀ ମଦ ଜବତ ହୋଇଛି ।
Read More...

ସିଲେଟକାନିର ନରକଙ୍କାଳ ଉଦ୍ଧାର ଘଟଣା : ଦୀର୍ଘ ଦେଢ଼ ବର୍ଷ ପରେ ପୁଅର ହତ୍ୟାକାରୀ ବୋଲି ସନ୍ଦେହ କରୁଥିବା ବ୍ୟକ୍ତିର…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ସିଲେଟକାନି ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗତ ବର୍ଷ ହୋଇଥିବା ପୁଅ ହତ୍ୟାର ପ୍ରତିଶୋଧ ନିଆଁରେ ରକ୍ତମୁଖା ବାପା ଉଗ୍ରେସନ ବଗର୍ତୀ ସନ୍ଦେହ କରୁଥିବା ବ୍ୟକ୍ତିଙ୍କୁ ବାଟରେ ଜଗି ହାତ କାଟିଥିବା ଅଭିଯୋଗ ହୋଇଛି । ବ୍ୟକ୍ତି ଜଣକ
Read More...

ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିଲା ଐତିହ୍ୟ ସ୍ଥଳୀ ତାଜମହଲ

ନୂଆଦିଲ୍ଲୀ : ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲୁଛି ଐତିହ୍ୟ ସ୍ଥଳୀ ତାଜମହଲ । ତାଜମହଲରେ ପର୍ଯ୍ୟଟକଙ୍କ ପ୍ରବେଶ ପୁଣି ମିଳିଲା ଅନୁମତି । ଏ ନେଇ ଆଗ୍ରା ଏଏସ୍‌ଆଇ ମଙ୍ଗଳବାର ସୂଚନା ଦେଇଥିଲେ । ପର୍ଯ୍ୟଟକଙ୍କ ଲାଗି ସ୍ୱତନ୍ତ୍ର କୋଭିଡ୍‌ ପ୍ରୋଟୋକଲ୍‌ ରହିଛି । ନିର୍ଦ୍ଦେଶାବଳୀ ଅନୁଯାୟୀ
Read More...

ବାଇକ୍ ଚୋରି ର‍୍ୟାକେଟ୍‌ର ପର୍ଦ୍ଦାଫାସ କଲା ପୋଲିସ : ୭ ଗିରଫ, ୨୧ଟି ଚୋରି ବାଇକ, ଗୋଟିଏ ସ୍କୁଟି, ୨ଟି ପିକ୍‌ଅପ୍‌…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୀମ ଭୋଇ ମେଡିକାଲରେ ପ୍ରତିଦିନ ବାଇକ୍ ଚୋରିର ଅଭିଯୋଗ ହେଉଛି । ରୋଗୀଙ୍କ ପରିଜନ ରୋଗୀଙ୍କୁ ନେଇ ଡାକ୍ତରକାନାରେ ଥିବା ବେଳେ ତାଙ୍କର ବାଇକ ଚୋରି ହୋଇଯାଉଛି । ଆଜି ବଲାଙ୍ଗିର ପୋଲିସ ଏହି ବାଇକ ଚୋରି ଘଟଣାର ପର୍ଦ୍ଦାଫାସ କରିବା ସହ ଘଟଣାରେ ସଂପୃକ୍ତ ୫ ଜଣ
Read More...