ଚାଷୀଙ୍କ ଚାଷ କାମ ପାଇଁ କ୍ରସ ବନ୍ଧ ନିର୍ମାଣ ନିତାନ୍ତ ଜରୁରୀ
ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡର ଅଣଜଳସେଚିତ ଅଞ୍ଚଳଗୁଡିକରେ ଚାଷୀଙ୍କ ଚାଷ କାମ ପାଇଁ କ୍ରସ ବନ୍ଧ ନିର୍ମାଣ ନିତାନ୍ତ ଆବଶ୍ୟକ ରହିଛି । ମୌସମୀ ପ୍ରବାହରେ ବର୍ତମାନ ବର୍ଷା ଋତୁରେ ଚାଷୀମାନେ ଚାଷ କାମ ଆରମ୍ଭ କରିଦେଲେଣି । ବେଳେ ବେଳେ ସ୍ୱଳ୍ପ ବର୍ଷା କାରଣରୁ କେତେକ!-->…
Read More...
Read More...