Monthly Archives

June 2021

ମୃତ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘର ସହାୟତା ପ୍ରଦାନ

ବୌଦ୍ଧ, (ବଂଶୀଧର ମାଝୀ) : ଗତ ଅପ୍ରେଲ ୭ ତାରିଖରେ ପ୍ରାଣ ହରାଇଥିବା ବରିଷ୍ଠ ସମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ କଣ୍ଟାମାଳ ବ୍ଳକ ସାମ୍ବାଦିକ ସଂଘ (କବ୍ଚା)ର ଏକ ପ୍ରତିନିଧି ମଣ୍ଡଳୀ ଯାଇ ମୃତ ବସ୍ତିଆଙ୍କ ମା, ଧର୍ମ ପତ୍ନୀ ଓ ଦୁଇଝିଅକୁ ଭେଟି ସାନ୍ତ୍ୱନା ଦେବା ସହ ସହାୟତା
Read More...

କୋମଲ ସେନାର ରାସ୍ତାରୋକ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଚାଷୀଙ୍କ ସମସ୍ୟାର ସମାଧାନ ଦାବୀରେ ଆଜି କୋମଲ ସେନା ପକ୍ଷରୁ ଗୋଡଭଗା ଠାରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ କଡ଼ରେ ଶହଶହ ଯାନବାହାନ ଅଟକି ରହିଛି । ଏଠାରେ ସୂଚନାଯୋଗ୍ୟ ଯେ, ରବି ଋତୁରେ ଧାନ ଅମଳ ହେବା ପରେ
Read More...

ସାଙ୍ଗରେ ଆସିଥିବା ଯୁବକ ରକ୍ତ ଦେଲେ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବର୍ତ୍ତମାନ କରୋନା ଟୀକାକରଣ ଚାଲିଥିବା ଯୋଗୁଁ ରକ୍ତଦାତାଙ୍କ ଘୋର ଅଭାବ ଦେଖାଦେଉଛି । ପୂର୍ବରୁ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟୀକା ଦିଆଯାଉଥିଲା କିନ୍ତୁ ବର୍ତ୍ତମାନ ୧୮ ବର୍ଷରୁ ୪୪ ବର୍ଷ ବୟସର ବ୍ୟକ୍ତି ମାନଙ୍କୁ ଟୀକା ଦିଆଚାଲିଛି । ଟୀକା
Read More...

ବୌଦ୍ଧ କଂଗ୍ରେସରେ ଖୁସିର ଲହରୀ : କେଶବଚନ୍ଦ୍ର ଖେତି ହେଲେ ରାଜ୍ୟ ଓବିସି ସେଲ ଉପସଭାପତି

ବୌଦ୍ଧ, (ମମତା ମହାକୁର) : ପ୍ରଦେଶ କଂଗ୍ରେସ କମିଟିର ବହୁ ଗୁରୁତ୍ୱପୂର୍ଣ୍ଣ ଓବିସି ସେଲର ଉପସଭାପତି ଭାବେ ବୌଦ୍ଧ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ତଥା ବୌଦ୍ଧ ଓବିସି ସେଲର ଅଧ୍ୟକ୍ଷ କେଶବଚନ୍ଦ୍ର ଖେତିଙ୍କୁ ପ୍ରଦେଶ କଂଗ୍ରେସ ପକ୍ଷରୁ ନିଯୁକ୍ତି ମିଳିଥିବାରୁ ବୌଦ୍ଧ ଜିଲ୍ଲା ତଥା କଣ୍ଟାମାଲ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୩୩୧୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୩୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୩୨୪୦୪କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୯୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୪୨୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ବଲାଙ୍ଗିର ସଚେତନ ମହିଳା ମଞ୍ଚଙ୍କୁ କରୋନା ଯୋଦ୍ଧା ସମ୍ମାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀକୁ ନେଇ ସାରା ରାଜ୍ୟରେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ନିଜ ଜୀବନ ଓ ନିଜ ପରିବାର ଲୋକଙ୍କୁ ଛାଡି ଦିନ ରାତି ପରିଶ୍ରମ କରି ଅନେକ ଅସହାୟ ଲୋକଙ୍କ ମୁହଁରେ ହସଫୁଟାଇ କରୋନା ଯୋଦ୍ଧା ଭାବରେ ଜୈନ ସ୍ୱତାମ୍ବର ତେରାପନ୍ଥ ଧର୍ମସଂଘର
Read More...

ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ଋଷି ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଋଷି ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି ।
Read More...

ଯୁବ ସାମ୍ବାଦିକ ଦୀପକଙ୍କର ଅକାଳ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଳକର ଯୁବ ସାମ୍ବାଦିକ ଦୀପକ ମିଶ୍ରଙ୍କର ୩୮ ବର୍ଷରେ ଭୁବନେଶ୍ୱର ଏକ ବେସରକାରୀ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ହୋଇଥିଲା । ସେ ଡେଲାଙ୍ଗ, କଣାସ ବ୍ଳକ ପାଇଁ ନିୟୁଜ-୭ରେ
Read More...

ଆଇଏଏସ୍‌ ସ୍ତରରେ ବଡଧରଣର ଅଦଳବଦଳ : ଆଇଏଏସ୍‌ ମହାଜନ ମନୋଜ ସତ୍ୟବାନ ହେଲେ ଟିଟିଲାଗଡର ନୂତନ ଉପଜିଲ୍ଲାପାଳ

ଟିଟିଲାଗଡ, (ଗୌରବ ଦର୍ଜୀ) : ରାଜ୍ୟରେ ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି । ଏନେଇ ଗୃହ ବିଭାଗ ବିଜ୍ଞପ୍ତି ଜାରି କରିଛି । ବରିଷ୍ଠ ଆଇଏସ୍‌ ଅଧିକାରୀ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ରାଜ୍ୟ ସରକାର ଦାୟିତ୍ୱ
Read More...

ବରଗଡ ଜିଲ୍ଲାରେ ନୂତନ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଯୋଗଦାନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାରେ ନୂତନ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଯୋଗଦାନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ବଦଳି ହୋଇଛି । ଶ୍ରୀ ପ୍ରଧାନ ସ୍ଥାନରେ ମୋନିଷା ବାନାର୍ଜୀ ନୁତନ ଜିଲ୍ଲାପାଳ ଭାବରେ ନିଯୁକ୍ତି
Read More...