Monthly Archives

April 2021

ଲୋଇସିଂହାରେ ମାସ୍କ ଚେକିଂ କଡାକଡି : ୧୬ ଜଣ ଅମାନିଆ ତଣ୍ଡ ଗଣିଲେ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଅଂଚଳରେ ମହାମାରୀ କରୋନା କ୍ରମଶଃ ବଢ଼ିବାରେ ଲାଗିଛି । କରୋନାର ଦ୍ଵିତୀୟ ଲହର ଆରମ୍ଭ ହେବା ପରେ ଗତକାଲି ଲୋଇସିଂହାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି । ଫଳରେ ସ୍ଥାନୀୟ ପୋଲିସ ପ୍ରଶାସନ ତରଫରୁ ମାସ୍କ ପିନ୍ଧିବା ଓ ସାମାଜିକ
Read More...

ଗୋରୁ ବେପାରୀଙ୍କୁ ସୁହାଉଛି ଲୋକାଲ ରାସ୍ତା

ବୌଦ୍ଧ, (ବଂଶୀଧର ମାଝୀ) : ଆମ୍ବଗାଁ ସାପ୍ତାହିକ ଗୋରୁ ବଜାରରୁ ଗାଡି ଯୋଗେ ଜିଲ୍ଲା ବାହାରକୁ ଗୋଚାଲାଣ ହେଉଥିଲା । ଗୋପ୍ରେମୀଙ୍କ ପ୍ରଚେଷ୍ଠା ଫଳରେ ଗୋରୁ ବଜାର ବନ୍ଦ ହୋଇଯିବା ପରେ ଆମଦାନୀ କରୁଥିବା ଗୋରୁ ବ୍ୟବସାୟୀଙ୍କ ରୋଜଗାର ଉପରେ ଚଡକ ପଡିଲା । ଫଳରେ ବ୍ୟବସାୟର ନୂଆଁ ପନ୍ଥା ବାଛି
Read More...

କାମ୍‌ ଚଲିଗଲେ ହେଲା

କାମ୍‌ ଚଲିଗଲେ ହେଲା । କେତେ ଲହର୍‌ ଝପର୍‌, ଧାଁ ଧପଡ଼୍ ‌! ରୀତି ରିବାଜ୍‌ ଟେ ମାନ୍‌ବାର୍‌ କେ ପଡ଼ୁଛେ ବଲି ଏତ୍‌କି କଥା । ନେଇଁ ହେଲେ କିଏ ପଚ୍‌ରଉଛେ । ମନ୍‌ କେ ମନ୍‌ କୁର୍‌ବୁରେଇ ହଉଥ'ନ୍‌ ପଣ୍ଡା ବାବୁ । ଗାଁ ଥି କକାର୍‌ ପୁଓର୍‌୍‌ ପୁଓ ଟେ ମରି ଯାଇଛେ । ହେନ୍‌ତା ଦେଖ୍‌ବାର୍‌
Read More...

ମା’ ମାହେଶ୍ୱରୀ ଚୁଡାଖାଇ ଯାତ୍ରା ପାଇଁ ପ୍ରସି‌ଦ୍ଧ ଡଙ୍ଗରର ବିକାଶ ପାଇଁ ଦାବୀ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ପଂଚରାର ଚୁଡାଖାଇ ଯାତ୍ରା ବୌଦ୍ଧ ଜିଲାର ଐତିହକୁ ବହନ କରିଛି । ପ୍ରତି ବର୍ଷ ମାର୍ଗଶିର ମାସ ଶେଷ ଗୁରୁବାର ଦିନ ଏହି ଐତିହାସିକ ଯାତ୍ରା ଡଙ୍ଗରରେ ମା' ମାହେଶ୍ୱରୀଙ୍କୁ ପୂଜା କରିଥାନ୍ତି ପଂଚରା ଅଞ୍ଚଳର ଲୋକମାନେ । ଏହି ଯାତ୍ରା ଦେଖିବାକୁ ହଜାର
Read More...

ରାଜସ୍ୱ ଅମଲା ସଂଘ କାର୍ଯ୍ୟକାରିଣୀ ପରିଷଦର ଶପଥ ଗ୍ରହଣ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜସ୍ୱ ଅମଲା ସଂଘ, ବଲାଙ୍ଗିର ଶାଖା କାର୍ଯ୍ୟକାରିଣୀ ପରିଷଦର ଶପଥ ଗ୍ରହଣ ଉତ୍ସବ ପାଟଣାଗଡ଼ କାହ୍ନା ନର୍ସରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶପଥ ଗ୍ରହଣ ଉତ୍ସବରେ ସଂଘର ସଭାପତି ଭାବେ ପ୍ରଦ୍ୟୁମ୍ନ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ଭାବେ
Read More...

ଗଞ୍ଜାମ ଦପ୍ତରରେ ସପ୍ତାହନ୍ତ ଛୁଟି ବିରତି ଆମୋଦ ପ୍ରମୋଦ

ବ୍ରହ୍ମପୁର, (କେ.ସତ୍ୟ ନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରଦପ୍ତର ଛତ୍ରପୁର ଷ୍ଟାଡିୟମ ଠାରେ ସରକାରୀ କର୍ମଚାରୀ, ଅଫିସର ମାନଙ୍କର ଛୁଟି ବିରତି ଅବସରରେ ଏକ ଆମୋଦ ପ୍ରମୋଦ କାର୍ୟ୍ୟକ୍ରମର ଆୟୋଜନ ଚାଲିଛି । ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥା ପକ୍ଷରୁ ଛତ୍ରପୁର ଠାରେ ଏହା ଆୟୋଜନ
Read More...

ଦୁଇ ଯୁବ ପୋଲିସ କର୍ମଚାରୀ‌ଙ୍କ ପ୍ରଶଂସନୀୟ ପଦକ୍ଷେପ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଆଜିର ତାରିଖରେ ଲୋକେ ନିଜ ସ୍ୱାର୍ଥ ପାଇଁ କାମ କରୁଥିବା ବେଳେ ଏମିତି କିଛି ଲୋକ ପରସେବାରେ ମସଗୁଲ୍‌ ଅଛନ୍ତି । ଏମିତି ଏକ କାମ କରିଥିବା ଯୁବ ପୋଲିସ ଦ୍ୱୟ ହେଉଛନ୍ତି ବଲାଙ୍ଗିର ରିଜର୍ଭ ପୋଲିସରେ କାର୍ୟ୍ୟରତ ରୁକ୍ମଣ ବିଶ୍ବାଲ ଏବଂ ହୃଦାନନ୍ଦ ସାହୁ ।
Read More...

ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତିଙ୍କ ଅଭିଭାଷଣ

ଭୁବନେଶ୍ୱର, (ପିଆଇବି) : ମନୋରମ ମନ୍ଦିର ନଗରୀ ଭୁବନେଶ୍ୱରରେ ଅବସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ମୁଁ ବିଶେଷ ଆନନ୍ଦିତ । ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଶାର ପ୍ରଥମ ତଥା ଅବିଭକ୍ତ ଭାରତର ସପ୍ତଦଶ ବିଶ୍ୱବିଦ୍ୟାଳୟ ହୋଇଥିବା ଜାଣି ଖୁସି ହେଲି । ମୋଟ ୨୭ଟି
Read More...

ଲଣ୍ଡାପଥର ନାଇଟ ଫ୍ଲଟ୍ ସର୍କିଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ବେହେରାପାଲି ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଲଣ୍ଡାପଥର ଆରସିସିସି ପକ୍ଷରୁ ଏକ ଦିବସୀୟ ନାଇଟ ଫ୍ଲଟ୍ ସର୍କିଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଦେଓଗାଁ ବ୍ଲକ ଓ ବଲାଙ୍ଗିର ସଦର ବ୍ଲକର ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ଖେଳରେ ବେହେରାପାଲି ଦଳ
Read More...

ସମ୍ୱଲପୁର ହୋମିଓପାଥି କଲେଜରେ ଜଣେ ଛାତ୍ରୀ‌ଙ୍କୁ ରାଗିଂ ନେଇ ଅଭିଯୋଗ

ସମ୍ୱଲପୁର : ସମ୍ୱଲପୁର ଜି‌ଲ୍ଲା ଭିମସାର, ଭିସୁଟ୍ ପରେ ହୋମିଓପାଥି କଲେଜରେ ରାଗିଂ ନେଇ ଚାରି ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କ ଅଭିଯୋଗ ଏବେ ସାମ୍‌ନାକୁ ଆସିଛି । ସୂଚନା ଯୋଗ୍ୟ ଯେ, ଗତ ୩୧ ତାରିଖ ସନ୍ଧ୍ୟାରେ ହଷ୍ଟେଲରେ ୪ ଜଣ ସିନିୟର ଛାତ୍ରୀ ଓ ଜଣେ ଛାତ୍ର ଅସଭ୍ୟ ଭାଷାରେ ଗାଳି ଗୁଲଜ ସହ
Read More...