Monthly Archives

April 2021

ଶିଶୁ ଚିତ୍ରଶିଳ୍ପୀ ଲଳିତ ନାରାୟଣ ସ୍ୱାଇଁ ସମ୍ବର୍ଦ୍ଧିତ

କଟକ, (ଚକ୍ରବର୍ତ୍ତୀ ଓତା) : ୱେବ ଚେନାଲ ଉତ୍କଳ ନ୍ୟୁଜର ପ୍ରଥମ ସ୍ଵନକ୍ଷେତ୍ର ଦିବସ -୨୦୨୧ ଚୌଦ୍ୱାର ଗାନ୍ଧୀଛକ ପୌର ଟାଉନହଲ ଠାରେ ଅନୁଷ୍ଟିତ ହୋଇ ବିଭିନ୍ନ ପ୍ରତିଭାଙ୍କ ସହ ଚିତ୍ରକଳା ତଥା ଶିକ୍ଷା ଦିଗରେ ଅନନ୍ୟ କୃତିତ୍ୱର ସ୍ୱୀକୃତି ସ୍ୱରୂପ କଟକ ସଦର କନ୍ଦରପୁର ସରସ୍ୱତୀ ଶିଶୁ ବିଦ୍ୟା
Read More...

ନିଜଗଡ ତାପଙ୍ଗ ପଞ୍ଚାୟତ ଅନ୍ତର୍ଗତ ଅଣ୍ଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ଦୋଳ ମେଳଣ

ଖୋ‌ର୍ଦ୍ଧା : ଶ୍ରୀ ଶାଳେଶ୍ୱର ଦେବଙ୍କ ପଞ୍ଚୁ ଦୋଳ ମେଳଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମେଲଣ ୧୫୦ ବର୍ଷ ପୂର୍ବେ ଆରମ୍ଭ କରାଯାଇଥିଲା । ପଞ୍ଚୁ ଦୋଳରେ ଠାକୁର ଶ୍ରୀ ଶାଳେଶ୍ୱର ଦେବ ଥାନାପତି ହୁଅନ୍ତି ଶ୍ରୀ ଶାଳେଶ୍ୱର ଦେବ ଅଣ୍ଡା, ସ୍ଵପ୍ନେଶ୍ୱର ଦେବ ଅଣ୍ଡା ହରିପୁର, ମଦନ ମୋହନ ଦେବ
Read More...

ପୁସ୍ତକ ‘ସୂକ୍ଷ୍ମଦ୍ରଷ୍ଟା ଗଙ୍ଗାଧର’ ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପୂର୍ବାହ୍ନ ୧୦ ଘ‌ଣ୍ଟାରେ ସ୍ଥାନୀୟ ରାଜ ବୋଡାସମ୍ବର ହାଇସ୍କୁଲର ସମ୍ମିଳନୀ କକ୍ଷରେ, ଗୁରୁ ପ୍ରକାଶନୀ ଆନୁକୂଲ୍ୟରେ ଡାକ୍ତର ମାନଭଞ୍ଜନ ପ୍ରଧାନଙ୍କ ଆଲୋଚନା ପୁସ୍ତକ "ସୂକ୍ଷ୍ମଦ୍ରଷ୍ଟା ଗଙ୍ଗାଧର" ଉନ୍ମୋଚିତ ହୋଇଯାଇଛି । ଏଇ ଅବସରରେ ନାଟ୍ୟକାର ଅଶୋକ
Read More...

ମ୍ୟାଟ୍ରିକ ଟପ୍ପର୍‌ଙ୍କୁ ସମ୍ବର୍ଦ୍ଧନା

ଟିଟିଲାଗଡ, (ଗୌରବ ଦର୍ଜୀ) : ସରସ୍ୱତୀ ମେମୋରିଆଲ୍ ଟ୍ରଷ୍ଟ ପକ୍ଷରୁ ଟିଟିଲାଗଡ ସହରର ୧୦ଟି ହାଇସ୍କୁଲର ଗତ ୨୦୧୯ - ୨୦ ଶିକ୍ଷା ବର୍ଷରେ ମ୍ୟାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ପାଶ୍ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଟ୍ରଷ୍ଟର ପ୍ରତିଷ୍ଠାତା ଓ ମ୍ୟାନେଜିଂ
Read More...

ସରକାରୀ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ସଭାପତି ବିନୋଦ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଏକ ବୈଠକ ସ୍ଥାନୀୟ ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସମସ୍ତ ବ୍ଲକର ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦେଇ
Read More...

ବଃ ବଃରେ ମହିଷାସୁର !

ବଡ଼ା ଉସତ୍‌ ହଉଛେ ମକାରୁ । ଗାଁ ମଝାଖୁଲି ଆଏଜ୍‌ "ମହିଷାସୁର ବଧ' ନାଟ୍‌ ହେବା । ତାକର୍‌ ବଖ୍‌ରିର୍‌ ଲୋକ୍‌ବାକ୍‌, ବହ ଭୁଆସେନ୍‌, ଛୁଆପୁତା ସଭେ ନାଟ୍‌ ମଣ୍ଡପ୍‌ ଚାର୍‌ହିକୁତି ଫଟା ବସ୍‌ତା, ଜରି ବସ୍‌ତା ପକେଇ କରି ଠାନ୍‌ ଆବ୍‌ରି ସାର୍‌ଲେନ' । ଆଖପାଖର୍‌ ପାଁଚ୍‌ ସାତ୍‌ ଖଁଡ଼୍‌
Read More...

୭ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାରୁ ସିଲ୍‌ ହେଲା ଏସ୍‌ବିଆଇ ମୁଖ୍ୟ କାର୍ୟ୍ୟାଳୟ

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ୭ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାରୁ ସିଲ୍‌ ହେଲା ଏସ୍‌ବିଆଇ ମୁଖ୍ୟ କାର୍ୟ୍ୟାଳୟ । ଆଗାମୀ ୨ ଦିନ ପାଇଁ ଏସ୍‌ବିଆଇ ମୁଖ୍ୟ କାର୍ୟ୍ୟାଳୟକୁ ସିଲ୍‌ କରାଯାଇଛି । ଏନେଇ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।
Read More...

କରୋନାରେ ସଂକ୍ରମିତ ହେଲେ ଗୋବିନ୍ଦା

ମୁମ୍ୱାଇ : ବଲିଉଡର ଜଣେ ଆଗ ଧାଡିର ଅଭିନେତା ଗୋବିନ୍ଦା କରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ବିଷୟରେ ତା‌ଙ୍କ ପୁଅ ୟଶବର୍ଦ୍ଦନ ଅହୁଜା ମିଡିଆରେ ପ୍ରତିକ୍ରିୟା ରଖି କହିଛନ୍ତି, ତାଙ୍କ ବାପା କରୋନା ପରୀକ୍ଷା କରାଇଥିଲେ । ଆଉ ରିପୋର୍ଟ ପଜିଟିଭ୍ ଆସିଛି । ଏବେ ସେ ହୋମ୍
Read More...

ମୋଟର ସାଇକେଲ ସ୍ପିଡ୍‌ ରାଇଡର୍‌ସ୍‌ଙ୍କ ଉପରେ ପୋଲିସ ପ୍ରଶାସନର ନଜର୍‌ ପଡ଼ୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହର ମଧ୍ୟରେ ମୋଟର ସାଇକେଲ ସ୍ପିଡ୍‌ ରାଇଡର୍‌ସ୍‌ଙ୍କ ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି । ଜନ ଗହଳି ମଧ୍ୟରେ ଆଖି ପିଛୁଳାକେ ପବନ ବେଗରେ ଗାଡ଼ି ଛୁଟାଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବାରେ ଲାଗିଛନ୍ତି ମୋଟର ସାଇକେଲ ସ୍ପିଡ୍‌ ରାଇଡର୍‌ସ୍‌ । ତେବେ
Read More...

ସ୍ୱାଧୀନତା ସଂଗ୍ରାମୀ ଶହୀଦ୍ ରଘୁ-ଦିବାକରଙ୍କ ଶ୍ରାଦ୍ଧ ଦିବସ ଅବସରରେ ପୁଷ୍ପମାଲ୍ୟ ଅର୍ପଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାନ୍ ‌ସ୍ୱାଧୀନତା ସଂଗ୍ରାମୀ ଶହୀଦ୍ ରଘୁ-ଦିବାକରଙ୍କ ଶ୍ରାଦ୍ଧ ଦିବସ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଭୁବନେ‌ଶ୍ୱର ୟୁନିଟ-୩ ସ୍ଥିତ ରଘୁ-ଦିବାକରଙ୍କ ପ୍ରତିମୂର୍ତ୍ତିରେ ଆଜି ସକାଳେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ
Read More...