Monthly Archives

April 2021

ଆଜି ଅପରାହ୍ନ ୪ଟାରୁ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟୀକାକରଣ ପାଇଁ ଅନ୍‌ଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟୀକାକରଣ ମେ' ୧ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଟୀକା ନେବା ପାଇଁ ଆଜି ଅପରାହ୍ନ ୪ଟାରୁ ଅନ୍‌ଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ । କୋଓ୍ଵିନ୍ ପୋର୍ଟାଲ, ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ କିମ୍ଵା ଉମଙ୍ଗ୍ ଆପ୍ ଜରିଆରେ ଟୀକା
Read More...

ରାତ୍ରୀକାଳୀନ ସାର୍କିଲ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବ୍ଳକ ଅଇଁଲାପାଲି ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ଅଁଳାପାଲି ହାଟପଦା ଖେଳ ପଡ଼ିଆ ଠାରେ କୋଭିଡ୍‌ ନୀତି ନିୟମକୁ ଅନୁପାଳନକରି ରାତ୍ରୀକାଳୀନ ଗ୍ରାମାଞ୍ଚଳସ୍ତରୀୟ ସାର୍କିଲ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଏକ ଦିବସୀୟ କ୍ରିକେଟ
Read More...

ବଲାଙ୍ଗିର ବଣିକ ସଂଘର ନିଷ୍ପତ୍ତି ଅନୁସାରେ ଆଜିଠାରୁ ଅପରାହ୍ନ ୨ଟାରୁ ସକାଳ ୫ଟା ଯାଏଁ ବନ୍ଦ ରହିବ ସବୁ ଦୋକାନ ବଜାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବଣିକ ସଂଘର ନିଷ୍ପତ୍ତି ଅନୁସାରେ ଆଜିଠାରୁ ଅପରାହ୍ନ ୨ଟାରୁ ସକାଳ ୫ଟା ଯାଏଁ ମଇ ୭ ତାରିଖ ପର୍ୟ୍ୟନ୍ତ ସବୁ ଦୋକାନ ବଜାର ବନ୍ଦ ରହିବ । ସହରରେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ସମସ୍ତେ ଏହି ଘୋଷଣାକୁ
Read More...

ଧଳପୁର ୭ନଂ ୱାର୍ଡରେ ପାଣି ପାଇଁ ହାହାକାର : ପ୍ରତିବାଦରେ ଟାୟାର ଜାଳି ରାସ୍ତାରୋକ କଲେ ମହିଳା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ମହାନଦୀ ପାର୍ଶ୍ଵରେ ଅବସ୍ଥିତ ଧଳପୁର ପଞ୍ଚାୟତର ୭ନଂ ୱାର୍ଡରେ ଉତ୍କଟ ପାନୀୟ ଜଳ ସଙ୍କଟର ପ୍ରତିକାର ପାଇଁ ବାରମ୍ବାର ଗୁହାରି କରିବା ସତ୍ତ୍ୱେ କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରା ନଯିବାରୁ ପ୍ରତିବାଦରେ ମଙ୍ଗଳବାର ସ୍ଥାନୀୟ
Read More...

ଯୁବ ସାମ୍ବାଦିକଙ୍କ ଭାତୃ ବିୟୋଗ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ସଂସ) : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁର ଯୁବ ସାମ୍ବାଦିକ ହୁଲେଶ୍ୱର ହଂସଙ୍କ ଭାତୃ ସୁରେନ୍ଦ୍ର ହଂସ(୩୩)ଙ୍କ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ ହସ୍ପିଟାଲରେ ଚିକିତ୍ସିତ
Read More...

ନବମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ : ଯୁବକ ଗିରଫ

କଳାହାଣ୍ଡି, (ପି. କେ. ସାହୁ ) : ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନାଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡିଛି । ଏହି ଘଟଣାରେ ଡଙ୍ଗାଜୋର ଗାଁର ସୋମନାଥ ହରପାଲ(୧୮) ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବିଶ୍ୱନାଥପୁର ପୋଲିସ । ଜାମିନ
Read More...

‘ମୁହୁଁ ମେ ରାମ୍‌, ବଗଲ୍‌ ମେ ଛୁରୀ’ : ଭାରତକୁ ସହାୟତା ଯୋଗାଇ ଚୀନ୍ ଉଠାଇଲା ଏଭଳି ହୀନ ପଦକ୍ଷେପ

ବେଜିଂ : ଚାଇନାର ସରକାରୀ ସିଚୁଆନ୍ ଏୟାରଲାଇନ୍ସ ଏହାର ସମସ୍ତ କାର୍ଗୋ ବିମାନକୁ ଆସନ୍ତା ୧୫ ଦିନ ପାଇଁ ସ୍ଥଗିତ ରଖିଛି, ଯାହା ବେସରକାରୀ ବ୍ୟବସାୟୀମାନଙ୍କ ପାଇଁ ଚୀନ୍‌ରୁ ବହୁ ଆବଶ୍ୟକୀୟ ଅମ୍ଳଜାନ ଏକାଗ୍ରତା ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ଆଣିବାରେ ଏକ ବଡ଼ ପ୍ରତିବନ୍ଧକ ସୃଷ୍ଟି
Read More...

କୋଭିଡ ହସ୍ପିଟାଲରୁ ପଦ୍ମଲୋଚନ ବରିହାଙ୍କ ମର ଶରୀର ଗାଏବ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ନିକଟସ୍ଥ ଭେଉଁରିଆ ଗ୍ରାମର ପଦ୍ମଲୋଚନ ବରିହା ଯାହାଙ୍କ ବୟସ ପ୍ରାୟ ୫୨ ବର୍ଷ ହେବ ଜ୍ୱର, ଥଣ୍ଡା, କାଶ ହୋଇ ଗୁରୁତର ହେବାରୁ ପରିବାରର ଲୋକେ ଗତ ୨୬ ତାରିଖ ସଂନ୍ଧ୍ୟା ପ୍ରାୟ ୬ ଘଣ୍ଟା ସମୟରେ ବରଗଡ ଜିଲ୍ଲା ହେଡ କ୍ୱାଟର
Read More...

ଆଜି ଚେନ୍ନାଇ – ହାଇଦ୍ରାବାଦ ମୁହାମହିଁ : ଚେନ୍ନାଇର ଲକ୍ଷ୍ୟ ପ୍ରଥମ ସ୍ଥାନ ଅଧିକାର : ଦ୍ୱିତୀୟ ବିଜୟ ଲକ୍ଷ୍ୟରେ…

ନୂଆଦିଲ୍ଲୀ : ଚେନ୍ନାଇ ସୁପରକିଙ୍ଗ୍ସ ବୁଧବାର ସନ୍‌ରାଇଜର୍ସ ହାଇଦ୍ରାବାଦର ମୁକାବିଲା କରିବ । ଚେନ୍ନାଇ ୫ମ୍ୟାଚ୍‌ରୁ ଲଗାତାର ୪ ବିଜୟ ସହ ୮ ପଏଣ୍ଟ ଅର୍ଜନ କରି ଦୃଢ଼ ସ୍ଥିତିରେ ରହିଛି । ଅନ୍ୟପକ୍ଷରେ ସେହି ୫ ମ୍ୟାଚ୍‌ରୁ ମାତ୍ର ଗୋଟିଏ ବିଜୟ ହାସଲ କରି ହାଇଦ୍ରାବାଦ ସବା ଶେଷ ସ୍ଥାନରେ
Read More...

ଭୋକିଲାଙ୍କୁ ଖାଦ୍ୟ ଯୋଗାଇଲେ ସମାଜସେବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀ ଓ ନାଇଟ କର୍ଫ୍ୟୁ ଦ୍ୱାରା ପ୍ରଭାବିତ ଭୋକିଲା ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ଯୋଗେଇଛନ୍ତି ବରଗଡର ଜଣେ ସମାଜସେବୀ ମୌସମ ମିଶ୍ର । ତାଙ୍କ ସୌଜନ୍ୟରୁ ଆଜି ସୌମ୍ୟ ସେବା ଫାଉଣ୍ଡେସନର ସମାଜସେବୀ ରଘୁନାଥ ନାୟକ, ଡାକ୍ତର ସୂର୍ଯ୍ୟକାନ୍ତ ମହାପାତ୍ର ଓ
Read More...