Monthly Archives

April 2021

ପିଇବା ପାଣି ପାଇଁ ମହିଳା ମାନେ ବିଡ଼ିଓଙ୍କ ଠାରେ ଅଭିଯୋଗ କଲେ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ । ଅନେକ ଜାଗାରେ ନଳକୂପ ଅଚଳ ଥିବା ବେଳେ ତାହାକୁ ମଧ୍ୟ ମରାମତି କରିଛନ୍ତି ବ୍ଳକ ପ୍ରଶାସନ । କିନ୍ତୁ ଦୁଇ ବର୍ଷ ହେଲାଣି ପିଇବା ପାଣି ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ସଇଁନ୍ତଲା ବ୍ଳକ କୁଇକେଡା ୟୁପି
Read More...

ବିଜୁଳିି ଦରବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସର ଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଦେଶ କଂଗ୍ରେସ କମିଟିର ଅହ୍ୱାନ କ୍ରମେ ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ସାରା ରାଜ୍ୟରେ ଧାରଣା ଦିଆଯାଇଛି । ଏହି କ୍ରମେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସ୍ଥାନୀୟ ଏସ୍‌.ଇ. ଇଲେକ୍ଟ୍ରିକାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ରାଜ୍ୟପାଳଙ୍କ
Read More...

ସଇଁନ୍ତଲା କଂଗ୍ରେସ ପକ୍ଷରୁ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର ଦାବୀରେ ଗଣ ବିକ୍ଷୋଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାରା ରାଜ୍ୟରେ ଲୋକ‌ଙ୍କ ଉପରେ ଦର ବୃଦ୍ଧିର ଚାପ ପଡ଼ିଛି । ପେଟ୍ରୋଲ, ଡିଜେଲ, ଖାଇବା ସାମଗ୍ରୀ ସବୁଥିରେ ଦରବୃଦ୍ଧି ସମସ୍ୟା ହୋଇ ଠିଆ ହେଲାଣି । ସରକାରଙ୍କ ମନମୁଖୀ କାର୍ୟ୍ୟକଳାପ ଯୋଗୁଁ ସାଧାରଣ ଜନତା ଉପରେ ଏହାର ପ୍ରଭାବ ପଡୁଛି । ଏଭଳି ସମୟରେ
Read More...

ଆଗଲପୁର ବ୍ଲକ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ

ଆଗଲପୁର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସରକାରୀ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ରୋତ ଠାରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା, ଆଗଲପୁର ବ୍ଲକର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ବ୍ଲକ ସଭାପତି ରଣଜିତ ପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି
Read More...

ପାନୀୟ ଜଳ ପାଇଁ ହାହାକାର : ୧୨ ଘଂଟିଆ ବନ୍ଦ ଡାକରା ଦେଲା ଟିଟିଲାଗଡ ଭାରତୀୟ ଜନତା ପାର୍ଟି ଯୁବା ମୋର୍ଚ୍ଚା

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ସହରରେ ଏବେ ପାନୀୟ ଜଳ ଯୋଗାଣକୁ ନେଇ ତେଜୁଛି ଅସନ୍ତୋଷ । ଅଧିକାଂଶ ୱାର୍ଡରେ ଉତ୍କଟ ରୂପ ନେଉଛି ପାନୀୟ ଜଳ । କେଉଁଠି ସାତ ଦିନକୁ ଥରେ ତ' କେଉଁଠି ଦଶ ଦିନରେ ଥରେ ପାଇପ୍‌ ଯୋଗେ ଆସୁଛି ପାଣି । ଯାହାକୁ ନେଇ ବଢ଼ିବାରେ ଲାଗିଛି ସହରରେ ଅସନ୍ତୋଷ ।
Read More...

ଇ-ସେବା କେନ୍ଦ୍ର ଉଦ୍‌ଘାଟିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ସ୍ଥାନୀୟ ଦେୱାନୀ ଅଦାଲତ ପ୍ରାଙ୍ଗଣରେ ଅତିରିକ୍ତ ଜିଲ୍ଲା ଜଜ୍‌ ଶ୍ରୀମତୀ ଶିଖାରାଣୀ ରଥଙ୍କ ଅଧ୍ୟକ୍ଷତାରେ ଇ-ସେବା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଉତ୍ସବରେ ସ୍ଥାନୀୟ ସିଭିଲ୍‌ ଜଜ୍‌ ସିନିଅର୍‌ ଡିଭିଜନ ବିଦ୍ୟାଧର ପୃଷ୍ଟି, ସବ୍‌ଡିଭିଜନାଲ୍‌
Read More...

ରାସ୍ତା ଉପରେ ଡ୍ରେନ୍‌ ପାଣି : ଲୋକେ ହ‌ନ୍ତସ‌ନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମ୍ୟୁନିସିପାଲିଟିର ୱାର୍ଡ ନଂ.୧୮ ତୁଲସୀନଗରପଡ଼ାରେ ରାସ୍ତା ଉପରେ ଡ୍ରେନ ପାଣି ଛୁଟୁଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ଡ୍ରେନ ପାଣି ଅତିକ୍ରମ କରି ଯିବାଆସିବା କରୁଛନ୍ତି ଓ ନାହିିଁ ନଥିବା ଅସୁବିଧାର
Read More...

ବୌଦ୍ଧର କରୋନା ସ୍ଥିତିକୁ ନେଇ ଅନ୍ଧାରରେ ଗଣମାଧ୍ୟମ ଓ ଜିଲ୍ଲାବାସୀ

ବୌଦ୍ଧ, (ବଂଶୀଧର ମାଝୀ) : ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦୈନନ୍ଦିନ କରୋନା ସମ୍ପର୍କିତ ତଥ୍ୟ ରିପୋର୍ଟର ଗ୍ରୁପରେ ପ୍ରଦାନ କରୁଥିବା ବେଳେ ଫେବୃଆରୀ ୨୬ତାରିଖ ଠାରୁ ଆଉ କୌଣସି ସୁଚନା ଦେଉ ନଥିବା ଦେଖିବାକୁ ମିଳିଛି । ଦେଶ ତଥା ରାଜ୍ୟରେ କରୋନା
Read More...

ଆଜି ରାଜ୍ୟରେ ୫୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୩୩୫୮ ରହିଛି । ଆଜି ୫୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୩୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ
Read More...

ଗାଡ଼ି ସୁବିଧା ନ ମିଳିବାରୁ କରୋନାରେ ମୃତ ମହିଳାଙ୍କ ମୃତଦେହ ପଡ଼ି ରହିଛି ଡା‌କ୍ତରଖାନାରେ : ପରିବାର ଲୋକଙ୍କ ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବାବୁଉଲବା ଗ୍ରାମର ଜଣେ ୨୫ ବର୍ଷ ବୟସ୍କା ମହିଳାଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ମୃତ ମହିଳାଙ୍କ ପରିବାର ପକ୍ଷରୁ କୁହାଯାଇଛି । ତେବେ ଏହି ମହିଳା‌ଙ୍କ ଗତକାଲି ଅପରାହ୍ନରେ ମୃତ୍ୟୁ ଘଟିଥିବା ବେଳେ ଗାଡ଼ି
Read More...