Monthly Archives

April 2021

ଜଷ୍ଟିସ ଏନ୍. ଭି. ରମନା ହେବେ ସୁପ୍ରିମ କୋର୍ଟଙ୍କ ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ଆସନ୍ତା ୨୩ ତାରିଖରେ ଅବସର ନେବେ ସୁପ୍ରିମ କୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ ବୋବଡେ ଏବଂ ୨୪ ତାରିଖରେ ଜଷ୍ଟିସ ଏନ୍. ଭି. ରମନା ୪୮ତମ ପ୍ରଧାନ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ । ତେବେ ତାଙ୍କ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ
Read More...

ଆଜି ରାଜ୍ୟରେ ୫୮୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୩୭୩୧ ରହିଛି । ଆଜି ୫୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୪୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୪୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ
Read More...

୨୪ ଘଣ୍ଟାରେ ୯୬ ହଜାର କରୋନା ସଂକ୍ରମଣର ନୂଆ ମାମଲା : ଗତକାଲି ରେକର୍ଡ ସଂଖ୍ୟାରେ ୪୩ ଲକ୍ଷ ଲୋକଙ୍କୁ ଦିଆଯାଇଥିବା ଟୀକା…

ନୂଆଦିଲ୍ଲୀ : ବର୍ତ୍ତମାନ ପର୍ୟ୍ୟନ୍ତ ଦେଶରେ ଆଠ କୋଟିରୁ ଅଧିକ କରୋନା ଟୀକା ଦିଆଯାଇଛି। ଏହା ପରେ ବି ସଂକ୍ରମଣ ମାମଲା ଗୁଡ଼ିକର ଗତି ବନ୍ଦ ହେଉନାହିଁ । ବର୍ତ୍ତମାନ ଭାରତରେ ପ୍ରତିଦିନ ସର୍ବାଧିକ ସଂଖ୍ୟକ ମାମଲା ରେକଡର଼୍ କରାଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ
Read More...

ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀରେ ମତଦାନ ଜାରି : କଡ଼ା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ : ଦେଶର ପାଞ୍ଚଟି ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ମତଦାନ ଜାରି ରହିଛି । ଆଜି ଯେଉଁ ରାଜ୍ୟରେ ଭୋଟ୍ ଦିଆଯାଉଛି, ସେହି ରାଜ୍ୟଗୁଡ଼ିକ ହେଲା ତାମିଲନାଡୁ, କେରଳ, ଆସାମ, ପୁଡୁଚେରୀ ଏବଂ ପଶ୍ଚିମବଙ୍ଗ । ତାମିଲନାଡୁର ସମସ୍ତ ୨୩୪ ଟି ବିଧାନସଭା ଆସନ ପାଇଁ ଆଜି ଭୋଟ୍
Read More...

ଏଣିକି ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ଟୀକାକରଣ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ କୋଭିଡ୍ ଟୀକାକରଣ ଏଣିକି ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ କରାଯିବ । ଟୀକାକରଣ ସେସନ୍ ସାଇଟରେ ୱେଟିଙ୍ଗ୍ ହଲ୍, ଅବଜରଭେସନ୍ ଏବଂ ଟୀକାଦାନ ରୁମ୍ ଏବଂ ପାନୀୟ ଜଳ
Read More...

ବଲା‌ଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ବଂଧାକୋବି – ୧୬ ଟଙ୍କା, ଫୁଲକୋବି – ୩୦ ଟଙ୍କା, ବ୍ରୁକୋଲି – ୫୦, ଝୁଲଣ (ଝୁନ୍‌ଗା) – ୬୦ ଟଙ୍କା, କଖାରୁ (ମାଖନ୍‌) – ୧୫ ଟଙ୍କା, କଲରା – ୪୦
Read More...

ବିଶ୍ଵବନ୍ଦନୀୟ ମା’ତାରାତାରିଣୀଙ୍କ ଚୈତ୍ର ପର୍ବ ଯାତ୍ରା ଦ୍ୱିତୀୟ ପାଳି ମଙ୍ଗଳବାର ପାଇଁ ରୋକ ଲଗାଇଲେ ପ୍ରଶାସନ

ବ୍ର‌ହ୍ମପୁର, (କେ.ସତ୍ୟ ନାରାୟଣ ରେ‌ଡ୍ଡୀ) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଠାରେ ଅବସ୍ଥାପିତ ପ୍ରସିଦ୍ଧ ତନ୍ତ୍ରପୀଠ ଆରାଧ୍ୟା ଦେବୀ ଜଗତ୍‌ଜନନୀ ମା’ ତାରାତାରିଣୀଙ୍କ ପବିତ୍ର ଚୈତ୍ର ମଙ୍ଗଳବାର ପର୍ବ ନେଇ ପ୍ରଶାସନ କଟକଣା ଜାରି ହୋଇଛି । ଏହି ଦିନରେ ଦର୍ଶନଭିଳାଷୀ ସମସ୍ତ ଭକ୍ତ ଏବଂ
Read More...

ସହିଦ ଯବାନଙ୍କୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବଲା‌ଙ୍ଗିର, (ଦେବାଶିଷ ମିଶ୍ର) : ଛତିଶଗଡ଼ର ସୁକମାରେ ମାଓବାଦୀଙ୍କ ସହ ଗୁଳି ବିନିମୟ ବେଳେ ୨୨ ଜଣ ଯବାନ ସହିଦ ହୋଇଛନ୍ତି । ଏହି ଖବର ସାରା ଦେଶକୁ ମର୍ମାହତ କରିଛି । ଆଜି ସହିଦ ଯବାନଙ୍କ ଆତ୍ମାର ଶାନ୍ତି ଓ ସତଗତି ନିମନ୍ତେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ବଲା‌ଙ୍ଗିର ଜିଲ୍ଲା ପକ୍ଷରୁ ଏକ
Read More...

ଚନ୍ଦନପୁର ସମିତି ସଭ୍ୟ ଉପନିର୍ବାଚନ ପାଇଁ ପାର୍ଥୀପତ୍ର ଦାଖଲ, ଏପ୍ରିଲ ୨୮ରେ ହେବ ଉପନିର୍ବାଚନ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ସମିତି ସଭ୍ୟ ପଦବୀ ଉପନିର୍ବାଚନ ପାଇଁ ଦାଖଲ ହେଲା ପାର୍ଥୀପତ୍ର । ଆସନ୍ତା ଅପ୍ରିଲ ୨୮ ତାରିଖରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଜି ନୋମିନେସନର ଶେଷ ତାରିଖ ଥିବା ବେଳେ
Read More...

ନିଖିଳ ଉତ୍କଳ ଲିଆରୀ ସମାଜକୁ ପଛୁଆ ବର୍ଗରେ ସାମିଲ କରିବାକୁ ଦାବୀ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ନିଖିଳ ଉତ୍କଳ ଲିଆରୀ, ନିଆରୀ ଓ ଚୁଡୁତିଆ ମହାସଂଘ ଘୁମୁସର ତାଲୁକା ତରଫରୁ ସେମାନଙ୍କୁ ତୁରନ୍ତ ଅନ୍ୟାନ୍ୟ ପଛୁଆ ବର୍ଗରେ ଯଥା ଓବିସି ଓ ଏସଇବିସିରେ ସାମିଲ କରିବା ପାଇଁ ଦାବୀ କରିଛି । ସୋମବାର ସଂଘର ବହୁ କର୍ମକର୍ତ୍ତା ଏସଂକ୍ରାନ୍ତରେ ଭଞ୍ଜନଗର
Read More...