କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ରାଲି ବାତିଲ କଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : ଦେଶରେ ନଛୋଡ଼ବନ୍ଧା ଭାବେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗରେ ହେବାକୁଥିବା ନିଜର ସବୁ ରାଲି ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାହୁଲ ଗାନ୍ଧୀ ଅନ୍ୟ ସମସ୍ତ ରାଜନେତାଙ୍କୁ ମଧ୍ୟ ନିଜ ନିର୍ବାଚନୀ ରାଲି!-->…
Read More...
Read More...