Monthly Archives

April 2021

ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପ୍ରତିଷ୍ଠା ସପ୍ତାହ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଏପ୍ରିଲ ୧୪ତାରିଖରୁ ଏକ ସପ୍ତାହ ଧରି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପ୍ରତିଷ୍ଠା ସପ୍ତାହ ପାଳନ କରାଯାଉଛି । ଏକ ଆଦର୍ଶ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଭାବେ ଗଣମାଧ୍ୟମରେ ଚର୍ଚ୍ଚାରେ ରହି ଆସିଥିବା ଦେଓଗାଁ ବ୍ଳକ
Read More...

କେନ୍ଦୁପତ୍ର ଶ୍ରମିକ ନେତା କିଶୋର ପରିଚ୍ଛାଙ୍କ ଦେହାନ୍ତରେ ଶୋକସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ଉପ ସଭାପତି ତଥା ପାଟଣାଗଡର କିଶୋର ପରିଚ୍ଛାଙ୍କ ଦେହାନ୍ତରେ ପଦ୍ମପୁର କେନ୍ଦୁପତ୍ର ଶ୍ରମିକ ସଂଗଠନ ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯିବ ସହ ପାଇକମାଲ ଠାରେ ଏକ ଶୋକ ସଭା ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ
Read More...

ଇ’ କଥା କେଭେ ବୁଝି ପାର୍‌ବେ, କେଜାନି !

କନ୍‌କନି ଜାଡ଼୍‌ । ରାତିର୍‌ ଦଶ୍‌ ବଜେ ନୁଁ ବିବେକ ବାବୁ କମଲ୍‌ ଭିତ୍‌ରେ ଖୁଡ଼ୁବୁଡ଼ୁ । ଉଷୁମ୍‌ ଉଷୁମ୍‌ ଲାଗୁଥାଏ ବଲି ଝୁମ୍‌ରା ବି ଲାଗି ଯାଇଥାଏନ' । ଠିକ୍‌ ଅଧ୍‌ ରାଏତ୍‌ ଥି ମୋବାଇଲ୍‌ ଗର୍‌ଜିଲା । ଝୁମ୍‌ରା ଭାଙ୍ଗିଗଲା ବିବେକ ବାବୁଙ୍କର୍‌ । ମୋବାଇଲ୍‌ ଧରୁ ଧରୁ ରିଙ୍ଗ୍‌ ବି
Read More...

ସୁନାମଧନ୍ୟ ଶିକ୍ଷକ ନିତ୍ୟାନନ୍ଦ ସାହୁଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ବ୍ଲକ ଅନ୍ତର୍ଗତ କାଶିପାଣି ଗ୍ରାମର ଯୁବ ଶିକ୍ଷକ ନିତ୍ୟାନନ୍ଦ ସାହୁଙ୍କ ପଦ୍ମପୁର ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅକାଳ ବିୟୋଗ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କ ୪୧ ବର୍ଷ ବୟସ ହେଉଥିଲା । ତାଙ୍କ ପଛରେ ଧର୍ମପତ୍ନୀ ସବିତା,
Read More...

ପରିବା ବିକାଳିଙ୍କୁ ପୌର କର୍ମଚାରୀଙ୍କ ମାଡ : ଥାନାରେ ମାମଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସପ୍ତାହାନ୍ତ ସଟ୍‌ଡାଉନ ଖୋଲୁ ଖୋଲୁ ଝାମେଲା ଆରମ୍ଭ ହୋଇଛି । ରାସ୍ତାକଡରୁ ପରିବା ବିକାଳିଙ୍କୁ ଉଠାଇବା ପାଇଁ ପୌର ବିଭାଗ ଓ ପୋଲିସ ଯାଇଥିବା ସମୟରେ ପରିବା ବିକାଳିଙ୍କୁ ଏନଫୋର୍ସମେଣ୍ଟ ଅଫିସର ମାଡ ମାରିଥିବା ଅଭିଯୋଗ ହୋଇଛି । ମାଡରେ ରାକେଶ ମେହେର
Read More...

ଅବସରପ୍ରାପ୍ତ ଶିକ୍ଷକ ବିପିନ ବିହାରୀ ଯୋଷୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବିଭକ୍ତ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ହାଇସ୍କୁଲରେ ଶିକ୍ଷକତା କରି ଏବେ ବଲାଙ୍ଗିର ସୋମନାଥନଗର ଠାରେ ବାସ କରୁଥିବା ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନଶିକ୍ଷକ ବିପିନବିହାରୀ ଯୋଷୀ(୮୦)ଙ୍କ ପରଲୋକ ହୋଇଯାଇଛି । ରବିବାର ଦିନ ତାଙ୍କୁ ଅସୁସ୍ଥତା କାରଣରୁ ପ୍ରଥମେ
Read More...

ଇସ୍ରାଏଲ୍ ଜନସାଧାରଣଙ୍କୁ ୮୦ ପ୍ରତିଶତ କରୋନା ଟିକା ଲାଗିବା ପରେ ଦୀର୍ଘ ଗୋଟିଏ ବର୍ଷ ବାଦ୍‌ ଲୋକେ ମାସ୍କରୁ ମୁକ୍ତି…

ତେଲ ଅଭିବ : ଦୁନିଆ ପାଇଁ ଏକ ଖୁସି ଖବର । ଏକ ବର୍ଷ ପରେ ଘରୁ ବାହାରିବା ବେଳେ ଇସ୍ରାଏଲ୍ ମାସ୍କ ପିନ୍ଧିବା ବାଧ୍ୟ ବାଧ୍ୟକତାକୁ ରଦ୍ଦ କରିଦେଇଛି । ଇସ୍ରାଏଲ୍ ଏହି ପଦକ୍ଷେପ ନେଇଛି, ଯେଉଁ ସମୟରେ ଏହାର ୮୦% ଲୋକଙ୍କ ନିକଟରେ କରୋନା ଭୂତାଣୁ ଟିକା ପ୍ରୟୋଗ କରିବାରେ ସଫଳ ହୋଇଛି । ମାସ୍କର
Read More...

ନାଚିନ୍ଦାରେ କରୋନା ଓ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଭୋଗରାଇ, (ଶିବନାରାୟଣ ପାତ୍ର) : ଦେଶରେ ବିଶ୍ଵ ମହାମାରୀ କରୋନାର ଦ୍ୱିତୀୟ ଲହର ଉଦ୍‌ବେଗ ଜନକ ସ୍ଥିତିରେ ରହିଥିବାବେଳେ ଭୋଗରାଇ ବ୍ଲକ ଅଞ୍ଚଳର ସ୍ଥିତି ମଧ୍ୟ ଅନୁରୂପ ଭାବେ ଗମ୍ଭୀର ହେବାକୁ ଯାଉଛି । ଏପରି ଦୁଃସମୟରେ ଏହାର ଏକମାତ୍ର ବିକଳ୍ପ ସାମାଜିକ ଦୂରତ୍ବ ଓ ମାକ୍ସ ପରିଧାନକୁ ଅଧିକାଂଶ
Read More...

ଲମ୍ବସରୀ ଗ୍ରାମ ପଞ୍ଚାୟତ ସେଲାମାଲ୍‌ ଗ୍ରାମରେ ଛେଳି ମଡକ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ଗ୍ରାମ ପଞ୍ଚାୟତ ସେଲାମାଲ୍‌ ଗ୍ରାମରେ ଗତ କିଛିଦିନ ହେଲା ଛେଳି ମଡକ ଦେଖା ଦେଇଥିବା ବେଳେ ପ୍ରାଣୀ ବିଭାଗ ବେଫିକର୍‌ ରହିଥିବା ଛେଳି ଚାଷୀମାନେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସେଲାମାଲ୍‌ ଗ୍ରାମରେ ଗତ
Read More...

୨୦୧୧ ଜନଗଣନାରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ପୁରସ୍କୃତ

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ୨୦୧୧ ମସିହାରେ ଅନୁଷ୍ଠିତ ଜନଗଣନାରେ ଉଲ୍ଲେଖନୀୟ ଅବଦାନ ହେତୁ ସମଗ୍ର ଜିଲ୍ଲାରୁ ୨ ଜଣ ସୁପରଭାଇଜର ଏବଂ ୧୭ ଜଣ ଏନୁମେରେଟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କୋଭିଡ କଟକଣାରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ
Read More...