Monthly Archives

April 2021

ବ୍ରହ୍ମକୁମାର ବ୍ୟାସଦେବ ପ୍ରଧାନଙ୍କ ପରଲୋକ

ପାଟଣାଗଡ଼, (ଗୋରେଖନାଥ ବରିହା) : ବ୍ରହ୍ମକୁମାର ବ୍ୟାସଦେବ ପ୍ରଧାନ(୫୬)ଙ୍କ ଆଜି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇ ଯାଇଥିବା ଜଣାପଡ଼ିଛି । ତାଙ୍କ ନିକଟ ସଂପର୍କୀୟଙ୍କ ଅନୁସାରେ ସେ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ ।
Read More...

ସ୍ଥଗିତ ରହିଲା ୟୁଜିସି-ନେଟ ପରୀକ୍ଷା

ନୂଆଦିଲ୍ଲୀ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ମେ ମାସରେ ହେବାକୁ ଥିବା ୟୁଜିସି-ନେଟ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଆଜି ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରିୟାଲ ନିଶା । ତେବେ ୨୦୨୦ ଡିସେମ୍ବର ୟୁଜିସି-ନେଟର ଏହି
Read More...

ଅବସରପ୍ରାପ୍ତ ହାବିଲଦାର ବସନ୍ତ କୁମାର ସଗ୍ରିଆଙ୍କ ପରଲୋକ

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରା.ପ. ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗାଁର ଓଡ଼ିଶା ପୋଲିସ ବିଭାଗର ହାବିଲ୍‌ଦାର ବସନ୍ତ କୁମାର ସଗ୍ରିଆ(୬୩) ଗତକାଲି ଚିକିତ୍ସା ପାଇଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କଣ୍ଟାବାଞ୍ଜିରେ ଭର୍ତ୍ତି ହୋଇଥିଲେ । ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ତା‌ଙ୍କୁ
Read More...

ମାଠିଆ ମେଣ୍ଟାଉଛି ଶୋଷ : ବୌଦ୍ଧରେ ଚାହିଦା ବେଶୀ

ବୌଦ୍ଧ, (ମମତା ମହାକୁର) : ଆଧୁନିକ ତାର ଛାପରେ ବି ଅଧିକାଂଶ ଲୋକ ସେହି ପୁରାତନ ସମୟରେ ବ୍ୟବହୃତ ମାଠିଆ ଆଜିବି ତାର ବେଶ ଚାହିଦା ରଖିପାରିଛି । ବୌଦ୍ଧ ଜିଲ୍ଲାରର ଗାଁଠୁ ସହର ସବୁଠି ଏବେ ଖରା ତାତିକୁ ବେଶ ମାଠିଆର ବିକ୍ରି ହୋଇପାରୁଛି । ଯାହା ଫଳରେ ମାଠିଆ କାରିଗର ତଥା କୁମ୍ଭାର
Read More...

କିନ୍ନର ହତ୍ୟାକାରୀ ପ୍ରେମିକ ଗିରଫ

କଟକ : କିନ୍ନର ସହ ପ୍ରେମ ହେବା ପରେ ଲିଭ୍ ଇନ୍ ରିଲେସନସିପ୍‌ରେ ରହୁଥିଲେ । କିନ୍ତୁ ନିଷ୍ଠୁର ପ୍ରେମିକ କି‌ନ୍ନର‌ଙ୍କୁ ହତ୍ୟା କରିବା ପରେ ପୋଲିସ ‌ଦ୍ୱାରା ଗିରଫ୍‌ ହୋଇଥିବା ସୂଚନା ମିଳିଛି । କଟକ ମାଲଗୋଦାମ ଥାନା ଅନ୍ତର୍ଗତ କୋଇଲା ଡିପୋ ଡଂପ ୟାର୍ଡରେ ଏଭଳି ଏକ ଘଟଣା ଘଟିଥିବା
Read More...

ପୁରୀ ଘୋଷଯାତ୍ରା ପାଇଁ ୨ୟ ପର୍ଯ୍ୟାୟରେ ଗଲା ୩୧ଖଣ୍ଡ କାଠ

ବୌଦ୍ଧ, (ବଂଶୀଧର ମାଝୀ) : ପୁରୀରେ ହେବାକୁଥିବା ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ସକାଶେ ରଥ ନିର୍ମାଣ ପାଇଁ ସୋମବାର ବୌଦ୍ଧ ବନଖଣ୍ଡ ଅଧିନସ୍ଥ ହାତୀଧରା ସଂରକ୍ଷିତ ଜଙ୍ଗଲରୁ ଦ୍ୱିତୀୟ ପର୍ଯ୍ୟାୟରେ ୩୧ଖଣ୍ଡ ଅସନ କାଠ ପଠାଗଲା । ସେଥି ମଧ୍ୟରୁ ୨୦ଫୁଟ ଲମ୍ବ ୩ଫୁଟ ଗୋଲେଇର ୧୦ଖଣ୍ଡ ଏବଂ ୧୨ଫୁଟ
Read More...

ଝାରବନ୍ଧ ବ୍ଲକ ପାଇଁ ସାଂସଦ ପ୍ରତିନିଧି ହରିହର ସାହୁଙ୍କୁ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ସୁରେଶ ପୂଝାରୀ ଝାରବନ୍ଧ ବ୍ଲକ ପାଇଁ ବରିଷ୍ଠ ବିଜେପି ନେତା ହରିହର ସାହୁଙ୍କୁ ମନୋନୀତ କରିଛନ୍ତି । ଶ୍ରୀ ସାହୁ ଏହା ପୂର୍ବରୁ ଝାରବନ୍ଧ - ୨ ଜୋନ ଜିଲ୍ଲାପରିଷଦ ସଦସ୍ୟ, ଭଣ୍ତାରପୁରୀ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ, ବ୍ଳକ ସମିତି ସଂଘ ସଭାପତି
Read More...

ଭାଲୁ କାମୁଡାରେ ଯୁବକ ଗୁରୁତର ଆହତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ବଘିଆପଡା ଗ୍ରାମ ପଞ୍ଚାୟତର ସମାପାଜ୍‌ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଭାଲୁ କାମୁଡ଼ାରେ ଜଣେ ଯୁବକ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମତେ ବଘିଆପଡା ପଞ୍ଚାୟତର ସମାପାଜ୍‌ ନିକଟସ୍ଥ
Read More...

କୋଭିଡ୍ କଟକଣା ଉଲଂଘନ ଅଭିଯୋଗରେ ଭାରତୀୟ ବିଦ୍ୟା ଭବନକୁ ସିଲ୍ କଲା ବିଏମସି

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : କୋଭିଡ୍ କଟକଣା ଉଲଂଘନ ଅଭିଯୋଗରେ ଆଜି ଭୁବନେ‌ଶ୍ୱର ୟୁନିଟ୍-୩ ସ୍ଥିତ ଭାରତୀୟ ବିଦ୍ୟା ଭବନକୁ ବିଏମସି ପକ୍ଷରୁ ସିଲ୍ କରାଯାଇଛି । ତେବେ କୋଭିଡ୍ କଟକଣାକୁ ଉଲଂଘନ କରି ଅଫଲାଇନରେ ଚାଲିଥିଲା ପରୀକ୍ଷା । କୌଣସି ସୂତ୍ରରୁ ଖବର ପାଇ ବିଏମସି ପକ୍ଷରୁ ଚଢାଉ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ ସ୍ଥାୟୀ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ଉମାବଲ୍ଲଭ ମହାପାତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ ସ୍ଥାୟୀ କୁଳପତି ଭାବରେ ପ୍ରଫେସର ଉମାବଲ୍ଲଭ ମହାପାତ୍ର ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଭାରପ୍ରାପ୍ତ କୁଳପତି ତଥା ସମ୍ବଲପୁର ଗଙ୍ଗାଧର ବିଶ୍ୱବିଦ୍ୟାଳୟର କୁଳପତି ଏନ.ନାଗରଜ୍ଜୁଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ
Read More...