Monthly Archives

April 2021

ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୨୨୬, ବଲାଙ୍ଗିର ପୌରାଂଚଳରୁ ୫୩

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣର ଦ୍ୱିତୀୟ ଲହର ବେଶ୍‌ ସଂକ୍ରାମକ ମନେ ହେଉଥିବା ବେଳେ ସମସ୍ତେ ମାସ୍କ ପରିଧାନ କରନ୍ତୁ, ସାନିଟାଇଜର୍‌ ବ୍ୟବହାର କରନ୍ତୁ, ବାରମ୍ବାର ହାତ ଧୁଅନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ, ସରକାରଙ୍କ କରୋନା ଗାଇଡ୍‌ ଲାଇନ୍‌ ମାନି ଚଳନ୍ତୁ ଏବଂ
Read More...

କରୋନା କାରଣରୁ ବ୍ରିଟେନ ଭାରତକୁ ରେଡ୍‌ ତାଲିକାରେ ରଖିଛି, ଯାତ୍ରୀଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ

ଲଣ୍ଡନ : ଦେଶରେ କରୋନା ସଂକ୍ରମଣର ବଢ଼ୁଥିବା ମାମଲା ଯୋଗୁଁ ବ୍ରିଟେନ ଭାରତର ନାଗରିକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି । ବ୍ରିଟେନ ଭାରତକୁ ରେଡ୍ ତାଲିକାରେ ସ୍ଥାନିତ କରିଛି । ଏହା ଅଧୀନରେ ଭାରତରୁ ବ୍ରିଟେନ ପର୍ୟ୍ୟନ୍ତ ଯିବା ଆସିବାରେ ଅଣ ବ୍ରିଟିଶ ଏବଂ ଇଂରେଜ ନାଗରିକଙ୍କୁ ବାରଣ
Read More...

ପୁଣି ବଦଳିଲା ପିପିଲି ଉପନିର୍ବାଚନ ତାରିଖ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦେଲେ ସୂଚନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ପିପିଲି ଉପନିର୍ବାଚନର ତାରିଖ ପରିବର୍ତ୍ତନ ହୋଇଥିଲା । ଘୋଷଣା ହୋଇଥିବା ନୂଆ ତାରିଖ ଅନୁସାରେ ଆସନ୍ତା ୧୩ ତାରିଖ ଦିନ ଏହି ଉପନିର୍ବାଚନ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ଏହା ପୁଣି ପରିବର୍ତ୍ତନ ହୋଇଥିବା ରାଜ୍ୟ
Read More...

ବିଜେଡିର ବହୁ ତୁଙ୍ଗ ନେତା ବିଜେପିର ସଦସ୍ୟତା ଗ୍ରହଣ କଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜୁ ଜନତା ଦଳର ବହୁ ତୁଙ୍ଗ ନେତା ଦଳ ପ୍ରତି ବିତସ୍ପୃହ ହେବା ସହ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଆକୃଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ବିଜେପିର
Read More...

କରୋନା କାଳର କରୁଣ ଚିତ୍ର : କରୋନା ସଚେତନତା ଗୀତ ଗାଇ ମାଗୁଛନ୍ତି ଭିକ୍ଷା କଳାକାର ରାମନାଥ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାରା ରାଜ୍ୟରେ କରୋନା ମହାମାରୀର ଦ୍ବିତୀୟ ଲହରୀ ଯୋଗୁଁ ଅନେକ ଲୋକଙ୍କ ଜୀଵନ ଜୀବିକା ଠପ୍‌ ହୋଇ ପଡିଛି । କାମ ଧନ୍ଦା ନ ପାଇ ଲୋକେ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଛନ୍ତି । ବଲାଙ୍ଗିର ଜିଲ୍ଲା ମୁରିବାହାଲ୍‌ ବ୍ଲକ ମାଲିଶିରା ଗାଁର ରାମନାଥ ଷାଣ୍ଢ
Read More...

ଦୁଇ ଝିଅଙ୍କୁ ଛାଡ଼ି ପ୍ରେମିକ ସହ ମା’ ଚଂପଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରେମ ଆଗରେ ମା'ର ସ୍ନେହ, ମମତା ବଳି ପଡିଗଲା। ଭୁଲିଗଲା ଦଶମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଥିବା ଶିଶୁମାନଙ୍କୁ । ଭୁଲିଗଲା ଛୁଆଙ୍କ ସ୍ନେହବୋଳା ମା' ଡାକ । ସବୁ ତୁଛ ହୋଇଛି ପ୍ରେମ ଆଗରେ । ଶେଷରେ ପ୍ରେମିକ ସହ ଚଂପଟ ମାରିଛି ଜଣେ ମା' । ଏଭଳି ଏକ
Read More...

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ‘କୋଭିଡ଼-୧୯ ନଲେଜ୍‌ ହବ୍‌’ ଆସନ୍ତା ୨୩ରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ‘କୋଭିଡ଼-୧୯ ନଲେଜ୍‌ ହବ୍‌’ ଆସନ୍ତା ୨୩ ତାରିଖ ସଂଧ୍ୟା ୫ଟା ସମୟରେ ଅନ୍‌ଲାଇନ୍‌ରେ ଅନୁଷ୍ଠିତ ହେବ । ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଫେସ୍‌ବୁକ୍‌ ଲାଇଭ୍‌, ଟ୍ୟୁଟିର୍‌ ଲାଇଭ୍‌ ତଥା
Read More...

ଧାର୍ମିକ ଅନୁଷ୍ଠାନ ପରେ ରାଜଧାନୀର ସମସ୍ତ ପାର୍କରେ କଟକଣା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଗତକାଲି ଏକ ବଡ଼ ନିଷ୍ପତ୍ତି ନିଆଯାଇଥିଲା । ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡ଼ିକୁ ଭକ୍ତଙ୍କ ପ୍ରବେଶ ଉପରେ ବାରଣ ଲଗାଯିବା ପରେ ଆଜି ରାଜଧାନୀରେ ଥିବା
Read More...

କୋଭିଡ୍‌ ଯୋଦ୍ଧାଙ୍କୁ ପ୍ରଶାସନର ଅଣଦେଖା : ସିଡିଏମଓଙ୍କୁ ଦାବୀପତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଲୋକ ଘରୁ ବାହାରିବା ପାଇଁ ମଧ୍ୟ ଭୟ କରୁଛନ୍ତି । କରୋନାରେ ଜଣେ ବ୍ୟକ୍ତି ଯଦି ମୃତ୍ୟୁ ବରଣ କରେ ସେହି ଶବକୁ ଛୁଇଁବା ପାଇଁ ତାଙ୍କ ପରିବାର ଲୋକେ ଭୟ କରୁଥାଆନ୍ତି ହେଲେ ନିଜ ଜୀବନକୁ
Read More...

କୋଲକାତାକୁ ୧୮ ରନରେ ହରାଇ ଟେବୁଲର ଶୀର୍ଷ ସ୍ଥାନକୁ ଉତ୍ତୀର୍ଣ୍ଣ କଲା ସିଏସକେ

ମୁମ୍ବାଇ : ଚଳିତ ଆଇପିଏଲ୍‌ର ପଞ୍ଚଦଶ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ୧୮ ରନ୍‌ରେ ଅନ୍ୟତମ ପୂର୍ବବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌)କୁ ପରାସ୍ତ କରିଛି । ଋତୁରାଜ (୬୪) ଓ ଦକ୍ଷିଣ ଆଫ୍ରିକୀୟ ଡୁ’ପ୍ଲେସିସ୍ (୯୫ଞ୍ଚ) ଆରମ୍ଭରୁ କେକେଆ‌ର୍‌ ବୋଲରଙ୍କୁ ଘନ ଘନ
Read More...